ଯାଜପୁର

କାମରେ ଲାଗୁନି ସମ୍ପଦ କେନ୍ଦ୍ର

ଯାଜପୁର ରୋଡ୍‌, ୩।୭ (ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ପୌର ପାଳିକାର ସମ୍ପଦ କେନ୍ଦ୍ର (ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର) କାମରେ ଲାଗୁନାହଁି। ସହରରୁ ସଂଗୃହିତ ବର୍ଜ୍ୟବସ୍ତୁ ବ୍ୟାସ ସରୋବର ନିକଟସ୍ଥ ରେଲୱେ ଲାଇନ କଡ଼ ଏବଂ ବନୀକରଣ ଅଞ୍ଚଳରେ ପାହାଡ ଭଳି…

କଟକ ବଡ଼ ମେଡିକାଲରୁ ହତ୍ୟା ଅଭିଯୁକ୍ତ ଫେରାର

ରଗଡ଼ି, ୩।୭(ଡି.ଏନ.ଏ.): ଯାଜପୁର ଜିଲା ରଗଡ଼ି ଉପକାରାଗାରରେ ବନ୍ଦୀ ଜୀବନ କାଟୁଥିବା ଜଣେ ବିଚାରାଧୀନ ବନ୍ଦୀ କଟକ ବଡ଼ ମେଡିକାଲରୁ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଫେରାର ଅଭିଯୁକ୍ତ ଜଣକ ହେଲେ କାଳିଆପାଣି ଥାନା ଅଞ୍ଚଳର…

ଖରସ୍ରୋତାରୁ ମିଳିଲା ବିରଳ ପ୍ରଜାତିର ମାଛ

ରସୁଲପୁର,୧।୭(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଯୋକଡ଼ିଆ ପାଖ ଖରସ୍ରୋତା ନଦୀରୁ ଶୁକ୍ରବାର ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ନଦୀରେ ଆଜି ମତ୍ସ୍ୟଜୀବୀମାନେ ମାଛ ଧରିବା ସମୟରେ ୬ଟି ବିରଳ ପ୍ରଜାତିର ମାଛ ଜାଲରେ ପଡ଼ିଥିଲା। ଏହି ମାଛକୁ ଅମଛା…

ବିପଦରେ ଜେନାପୁର ବ୍ରାହ୍ମଣୀ ପୋଲ

ଯାଜପୁର ଅଫିସ/ଜେନାପୁର(ଡ଼ି.ଏନ.ଏ),୩୦।୬: ବ୍ରାହ୍ମଣୀ ନଦୀ ଉପରେ ଜେନାପୁର ନିକଟରେ ପ୍ରାୟ ୪୫ କୋଟି ଟଙ୍କାରେ ନିର୍ମିତ ହାଇଲେବୁଲ ବ୍ରିଜ ଏବେ ବିପଦରେ ପଡିଛି। ଆର ଏଣ୍ଡ ବି ବିଭାଗ ପକ୍ଷରୁ ଏହି ବ୍ରିଜକୁ ସୁରକ୍ଷା ଦେବାକୁ ଯାଇ ଜେନାପୁର ପାର୍ଶ୍ୱରେ ଏକ…

ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା

ବରୀ,୩୦ା୬(ଡି.ଏନ.ଏ.): ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ହେଲେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ…

୫୦ ଫୁଟ୍‌ ରାସ୍ତା ପାଇଁ ୫ ଲକ୍ଷ ବ୍ୟୟ ଅଟକଳ

କାଳିଆପାଣି,୩୦ା୬(ଡି.ଏନ.ଏ.): କଂକ୍ରିଟ୍‌ ରାସ୍ତା ନିର୍ମାଣ ନାମରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଅର୍ଥ ବେଆଇନ୍‌ ଭାବେ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି। ମାତ୍ର ୫୦ ଫୁଟ କଂକ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ…

ଯୌନକର୍ମୀଙ୍କୁ ଢାଲ କରି କୋଟିଏ ହଡ଼ପ

ଯାଜପୁର ଅଫିସ,୨୮ା୬:ମହିଳା ଯୌନକର୍ମୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ୨୦୦୮ରେ ପ୍ରଣୀତ ଲକ୍ଷ୍ୟଭେଦୀ ଯୋଜନା ଯାଜପୁର ଜିଲାରେ ଲକ୍ଷ୍ୟଭ୍ରଷ୍ଟ ହୋଇଛି। ଏହି ଯୋଜନାରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଜିଲାରେ ୧୪୭୩ ଜଣ ମହିଳା ଯୌନକର୍ମୀ ଥିବା ଦର୍ଶାଇ କୋଟିଏରୁ…

ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ

ବରୀ,୨୭ା୬(ଡି.ଏନ.ଏ.): ଭୌଗୋଳିକ ଦୃଷ୍ଟିକୋଣରୁ ବରୀ ବ୍ଲକ୍‌କୁ ଦୁଇ ଭାଗ କରିଛି ବ୍ରାହ୍ମଣୀ ନଦୀ। ଏହି ନଦୀର ବାମପାର୍ଶ୍ୱରେ ୧୬ଟି ପଞ୍ଚାୟତ ସହିତ ବରୀ ରାମଚନ୍ଦ୍ରପୁର ଥାନା, ତହସିଲ, ବ୍ଲକ୍‌, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଦମକଳ କେନ୍ଦ୍ର ଓ କଲେଜ ରହିଛି। ଫଳରେ ବିଭିନ୍ନ…

ଓଭରଲୋଡିଂରେ ଲଘୁ ଖଣିଜ ଲୁଟ୍‌

ଯାଜପୁର ଅଫିସ,୨୭ା୬: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଆଇନଗତ ଅଧିକାର ନ ଥାଇ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ବ୍ୟବହାର କରାଯାଉଛି। ଏଥିରେ ସମ୍ପୃକ୍ତ ଠିକାସଂସ୍ଥା ଓଡ଼ିଶା ମାଇନର ମିନେରାଲ୍ସ କନ୍‌ସେସନ(ଓଏମ୍‌ଏମ୍‌ସିଆର୍‌)ରୁଲ୍ସ-୨୦୧୬…

୪ ରାଜ୍ୟ ମଧ୍ୟରେ ଓଡ଼ିଆ ଛାତ୍ର ଟପ୍ପର

ବିଞ୍ଝାରପୁର,୨୭ା୬(ଡି.ଏନ୍‌.ଏ.): ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା (ସିଏଲ୍‌ଏଟି) ୨୦୨୨ରେ ଓଡ଼ିଆ ଛାତ୍ର ଅନମୋଲ ସାଇ ଓଡ଼ିଶାର ଟେକ ରଖିଛନ୍ତି। ସେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ୪ ରାଜ୍ୟରେ ଟପ୍ପର ହୋଇଥିବାବେଳେ ଜାତୀୟ ସ୍ତରରେ ୩୯ ର଼୍ୟାଙ୍କରେ ରହିଛନ୍ତି।…

ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ, ୭ ଜଣଙ୍କୁ ବାନ୍ଧିଲା ପୋଲିସ

କଳିଙ୍ଗନଗର,୨୫ା୬(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାରେ ପୋଲିସ ଚଢ଼ାଉ କରିଛି। ଅପରପକ୍ଷରେ ଘଟଣାସ୍ଥଳରୁ ଟ୍ରକରେ ଲୋଡ଼ିଂ ହେଉଥିବା ସମୟରେ ପାଖାପାଖି ୨ ଶହ ବସ୍ତାରୁ ଊର୍ଦ୍ଧ୍ୱ ଅଲ୍‌ଟ୍ରାଟେକ୍‌ ନକଲି ସିମେଣ୍ଟ ଭର୍ତ୍ତି…

ନକଲି ସିମେଣ୍ଟ କାରଖାନା ଠାବ: ୪ ଅଟକ

କଳିଙ୍ଗନଗର,୨୫।୬(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାକୁ ପୋଲିସ ଗୁରୁବାର ରାତିରେ ଠାବ କରିଛି। ଏଥିସହିତ ଘଟଣାସ୍ଥଳରୁ ପାଖାପାଖି ୨୦୦ ବସ୍ତାରୁ ଊର୍ଦ୍ଧ୍ୱ ସିମେଣ୍ଟ ବସ୍ତା ଜବତ କରିଛି। ଏହି ଘାଟଣାରେ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri