ଯାଜପୁର

ଅସମ୍ପୂର୍ଣ୍ଣ ନଦୀବନ୍ଧ, ବିପଦରେ ଜୀବନ

ଯାଜପୁର ଅଫିସ,୨୬ା୮: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଶାଖା କାଣି ନଦୀର ବ୍ରହ୍ମଚାରୀପାଟଣାରେ ସୃଷ୍ଟି ହୋଇଥିବା ଘାଇ ଉପରୁ ବନ୍ୟାଜଳ ହ୍ରାସ ପାଇଛି। ଏହାପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଘାଇ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ପୁଣି ଥରେ…

ସାଟେଲାଇଟ୍‌ ଧରିବ କଳାପଥର ଲୁଟ୍‌

ଯାଜପୁର ଅଫିସ,୨୬ା୮: ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ରିହାତି-୨୦୧୬ ଓ ରିହାତି (ସଂଶୋଧନ)-୨୦୧୭ ଓ ୨୦୧୮ ଆଇନ ଅନୁଯାୟୀ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ୍‌ ଉପରେ ଗତ ମାର୍ଚ୍ଚରେ ବିଧାନସଭାରେ ପ୍ରଶ୍ନ ହେବା ପରେ ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ…

କୁନ ବେହେରାଙ୍କ ୨ଟି ଯାକ କିଡ୍‌ନୀ ଖରାପ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଜେନାପୁର,୨୫ା୮(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଉତ୍ତର ଆରିମୂଳ ଗଁାର କୁନ ଚନ୍ଦ୍ର ବେହେରା(୫୯) କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ୨ଟି ଯାକ କିଡ୍‌ନୀ ଖରାପ ହୋଇଯାଇଛି। ମାତ୍ର ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ସେ…

ଛାତ୍ରୀଛାତ୍ର ଆସୁଛନ୍ତି, ଶିକ୍ଷକଙ୍କ ଦେଖାନାହିଁ

ବରୀ,୨୫ା୮(ଡି.ଏନ.ଏ.): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବରୀ ପଞ୍ଚାୟତର ଜଲ୍ଲାଲଉଦ୍ଦିନ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରିବାକୁ ଆସୁଛନ୍ତି। ମାତ୍ର ଶିକ୍ଷୟିତ୍ରୀଶିକ୍ଷକ ଆସୁନାହାନ୍ତି। ଫଳରେ ପିଲାଙ୍କ ପାଠ ପଢାରେ ବ୍ୟାଘତ ସୃଷ୍ଟି ହେଉଛି।…

ନଦୀବନ୍ଧରେ ବିତୁଛି ଜୀବନ

ଯାଜପୁର ଅଫିସ/ଝୁମ୍ପୁରି(ଡି.ଏନ.ଏ.),୨୫ା୮: ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣା ଗ୍ରାମ ନିକଟରେ ସୃଷ୍ଟି ହୋଇଥିବା ଘାଇ ଦ୍ୱାରା ପ୍ରବାହିତ ବନ୍ୟା ପାଣି ନିକଟସ୍ଥ ଗ୍ରାମଗୁଡିକୁ ଅହରହ ପଶୁଛି। ଦ୍ୱିତୀୟ ବନ୍ୟାରେ ମରାମତି ଘାଇ ପୁଣି ଭାଙ୍ଗି ଯିବାରୁ ଜଳସେଚନ ବିଭାଗ ପକ୍ଷରୁ…

ଟାଙ୍ଗର ପଡ଼ିଆରେ ହେବ ଖଣି ଅଞ୍ଚଳର ଟ୍ରକ୍‌ ପାର୍କିଂ

କାଳିଆପାଣି,୨୪ା୮(ଡି.ଏନ.ଏ.): ସୁକିନ୍ଦା ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ ପାଇଁ ଟାଙ୍ଗର ପଡ଼ିଆରେ ହେବ ପାର୍କିଂ ବ୍ୟବସ୍ଥା। ଟ୍ରାଫିକ ସମସ୍ୟା ଦୂର କରିବା ସହ ଟ୍ରକ୍‌ଗୁଡ଼ିକୁ ଶୃଙ୍ଖଳିତ ଭାବେ ପରିବହନ ସୁବିଧା ଦେବା ପାଇଁ ସ୍ଥାନୀୟ କୁସୁମୁଣ୍ଡିଆଠାରେ ଥିବା…

ସାଟେଲାଇଟ୍‌ ମାପଚୁପ ରଫାଦଫା ମସୁଧା

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଶତାଧିକ ଖାଦାନରୁ ମୂଲ୍ୟବାନ୍‌ କଳାପଥର ଉଭୟ ଲିଜ୍‌ଧାରୀ ଓ ପ୍ରଶାସନିକ ଅଧିକାରୀ ମିଳିମିଶି ଲୁଟି ନେଇଛନ୍ତି। ଗତ ମାର୍ଚ୍ଚରେ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଏହା ସ୍ପଷ୍ଟ ହୋଇଥିଲା। ଅନୁମୋଦନଠାରୁ ବହୁ…

ଜୀବନ ପାଇଁ ଯୋଜନାର ଅଭାବ

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲାରେ ୨୦୨୦ ଅଗଷ୍ଟ ବନ୍ୟାରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ୧୦ ବ୍ଲକ ଓ ୧ ପୌର ପରିଷଦର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଏହି ପ୍ରଳୟଙ୍କରୀ ବନ୍ୟାକୁ ୨ ବର୍ଷ ପୂରିଛି। ପୁଣି…

କାଣୀ ନଦୀରେ ବନ୍ୟା

ଯାଜପୁର ଅଫିସ,୨୩ା୮:ବୈତରଣୀ ନଦୀର ଆଖୁଆପଦାଠାରେ ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇଥିଲେ ସୁଦ୍ଧା ଏହାର ତଳମୁଣ୍ଡରେ ଥିବା କାଣୀ ନଦୀରେ ବିପତ୍ାତ ଦେଖାଦେଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ସ୍ଥଳେ ୧୭.୮୧ ମିଟର ରହିଛି। କାଣୀ ନଦୀର…

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଧର୍ମଶାଳା,୨୨ା୮(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଞ୍ଚାୟତ କଣିପାଟିଆ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣିପାଟିଆ ଗ୍ରାମର ରାଜକିଶୋର ମଲିକ (୩୨)। ରାଜକିଶୋର ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ରବିବାର ସନ୍ଧ୍ୟାରେ…

କଚ୍ଛପ ଗତିରେ ୨୯ ମେଗା ପାଣି ପ୍ରକଳ୍ପ

ଯାଜପୁର ଅଫିସ,୨୨ା୮: ରାଜ୍ୟର ୬ ଖଣି ପ୍ରଭାବିତ ଜିଲାରେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୯ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଏଥିରେ ନିୟୋଜିତ ଅଣଓଡ଼ିଆ…

ମରାମତି ଘାଇ ଭାଙ୍ଗିଲା

ଯାଜପୁର ଅଫିସ,୨୨ା୮: ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି। ଆଖୁଆପଦା ଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବାବେଳେ ସେଠାରେ ରବିବାର ସନ୍ଧ୍ୟା ସୁଦ୍ଧା ୧୮.୯୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?