ସେଓ ଚାଷ କରି ଉଦାହରଣ ସୃଷ୍ଟିକଲେ ରବୀନ୍ଦ୍ର
କୋରେଇ,୪ା୫(ଡି.ଏନ.ଏ.): ଗଛ ଡାଳରେ ଝୁଲୁଛି ପିଜୁଳି, ସପେଟା, ଆମ୍ବ ଏବଂ ସେଓ। ଧୀର ପବନରେ ଝୁଲିଝୁଲି ସତେ ଯେପରି ଆନନ୍ଦରେ ନାଚୁଛି ସେଓ ପେନ୍ଥା। ଏହା କଶ୍ମୀର କିମ୍ବା ଅନ୍ୟ କୌଣସି ରାଜ୍ୟର ଦୃଶ୍ୟ ନୁହେଁ। ଏହା ହେଉଛି ଯାଜପୁର ଜିଲା…
ଜଳାଶୟ ଜମିର କିସମ ପରିବର୍ତ୍ତନ କରି ନିର୍ମାଣ
ଯାଜପୁର ଅଫିସ,୩।୫: ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଜଳାଶୟ ଜମିକୁ କିସମ ପରିବର୍ତ୍ତନ କରାଯାଇ ପାରୁଛି। ଏହି କାରବାରରେ ସମ୍ପୃକ୍ତ ଅଧିକାରୀ ଏବଂ ଜମି ଦଖଲକାରୀଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର ନେଣଦେଣ ହେଉଛି। ଜଳର ଚିହ୍ନବର୍ଣ୍ଣ ନ ଥିବା ଜମିରେ ସାମୂହିକ ବିକାଶ ନିର୍ମାଣ…
ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ମାଙ୍କଡ଼ା ଖାଦାନ
ଚଣ୍ଡିଖୋଲ,୩।୫(ଡି.ଏନ୍.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ପଶ୍ଚିମ ବଡ଼ଚଣା କୁହାଯାଉଥିବା ୪ଟି ପଞ୍ଚାୟତରେ ବେଆଇନ ମାଙ୍କଡ଼ା ଖାଦାନ ଦୀର୍ଘ ଦିନ ଧରି ଚାଲିଛି। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୩ ବେଆଇନ ଖାଦାନରେ ୧୪୪ଧାରା…
ବ୍ୟାସନଗର ତହସିଲରେ ପୌର ପରିଷଦର ଗାଡ଼ି ପାର୍କିଂ
ଯାଜପୁର ରୋଡ୍,୧ା୫(ଡି.ଏନ.ଏ.): ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସର ପାଲଟିଛି ପୌର ପରିଷଦର ଗାଡ଼ି ପାର୍କିଂ ସ୍ଥଳ। ଦୀର୍ଘଦିନ ଧରି ବେଆଇନ ଭାବେ ପୌର ପରିଷଦର ବିଭିନ୍ନ ଯାନବାହନ ତହସିଲ କାର୍ଯ୍ୟାଳୟ ପରିସରରେ ପାର୍କିଂ କରାଯାଉଛି। ଫଳରେ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ…
ଖୋଳାଯାଉଛି ନଦୀପଠା
ଯାଜପୁର ଟାଉନ,୧ା୫(ଡି.ଏନ.ଏ.): ଯାଜପୁର ତହସିଲ ଅନ୍ତର୍ଗତ ମାଳଆନନ୍ଦପୁର ପଞ୍ଚାୟତ ବେଲେଶ୍ୱର ଗ୍ରାମସ୍ଥ ବୈତରଣୀ ନଦୀର ବେଲେଶ୍ୱର ପୋଲ ନିକଟରୁ ବେଆଇନ ଭାବେ ମାଟି ଖୋଳାଯାଇ ଚାଲାଣ କରାଯାଉଛି। ଜେସିବି ଲଗାଇ ନଦୀପଠାର ମାଟିକୁ ତଡ଼ାଯାଉଛି। ପରେ ଏହାକୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ…
ସାବିତ୍ରୀ ମିଲ୍ ଚାଉଳ ଲୁଟ୍ ଘଟଣା: ୩.୧୨ କୋଟିରୁ ୮୬.୯୦ ଲକ୍ଷ ଟଙ୍କା ବାକି
ଯାଜପୁର ଅଫିସ,୧ା୫: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଉପରେ ସାର୍ଟିଫିକେଟ ମାମଲା ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ଯୋଗାଣ ଅଧିକାରୀ(ସିଏସ୍ଓ)…
୧୦୦ ବଦଳରେ ୩୦ ଶଯ୍ୟା ଡାକ୍ତରଖାନା
ଯାଜପୁର ଅଫିସ, ୩୦।୪: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ସ୍ବାସ୍ଥ୍ୟସେବା ଭୁୁଶୁଡ଼ି ପଡିଛି। ଏହି କ୍ରମରେ ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୁପରସ୍ପେଶାଲିଟି ହସ୍ପିଟାଲ କରିବାକୁ ୧୪ ଦିନ ଧରି…
କ୍ରଶର, କଳାପଥର ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଜିଏସ୍ଟି ଚଢ଼ାଉ
ଧର୍ମଶାଳା,୨୯ା୪(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚଢ଼େଇଧରାସ୍ଥିତ ଏକ କ୍ରଶର ଓ କଳାପଥର ଖାଦାନ ମାଲିକଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଜିଏସ୍ଟି ଚଢ଼ାଉ କରାଯାଇଛି। ବିକ୍ରିକର ଫାଙ୍କିବା ଅଭିଯୋଗରେ କେନ୍ଦ୍ରୀୟ ବିକ୍ରିକର ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ହେଲେ ଚଢ଼ାଉର ପ୍ରକୃତ…
ଗାଁରେ ପଶିଲା ଇମ୍ଫା କମ୍ପାନୀ ଆବର୍ଜନା ଜଳ
କାଳିଆପାଣି,୨୯ା୪(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ କାର୍ଯ୍ୟରତ ଇମ୍ଫା କମ୍ପାନୀର ମହାଗିରି କଲୋନୀ ଆବର୍ଜନା ଜଳ କାଳିଆପାଣି ଗାଁରେ ପଶିଛି। ଫଳରେ ଏହାକୁ ନେଇ ଶୁକ୍ରବାର ସକାଳୁ କାଳିଆପାଣି ମହାନ୍ତ ସାହିର ମହିଳାମାନେ କମ୍ପାନୀ କାର୍ଯ୍ୟାଳୟ ଗେଟ୍ ସମ୍ମୁଖରେ ବିକ୍ଷୋଭ…
ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ନାଁରେ ଲୋକାୟୁକ୍ତରେ ମାମଲା
ଯାଜପୁର ଅଫିସ,୨୯ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଜଣେ ବ୍ୟକ୍ତିଙ୍କ ସ୍ବାର୍ଥ ପାଇଁ ରାସ୍ତା ନିର୍ମାଣ କରାଯାଇ ସରକାରୀ ଟଙ୍କା ବ୍ୟୟ ହୋଇଛି। ଏହାସହ ସରକାରୀ ଜମିରେ ବେଆଇନ ଭାବେ ଏକ ଇଟା ନିର୍ମାଣ କାରଖାନା ସ୍ଥାପନ କରାଯାଇଛି। ଏହିସବୁ କାରବାର…
ଦୂର ହେଉଛି ଅବ୍ୟବସ୍ଥା
ରସୁଲପୁର,୨୮ା୪(ଡି.ଏନ.ଏ.): ରସୁଲପୁର ବ୍ଲକ୍ ଅଧୀନ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା କ୍ରମଶଃ ଦୂର ହେବାରେ ଲାଗିଛି। ଏଠାରେ ରୋଗୀ ସେବାଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଉପଲବ୍ଧ ହେବା କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଘଟିଥିବା ପରିଲକ୍ଷିତ ହେଉଛି। ନିରାମୟ…
ଡ୍ରେନ୍ ସଫେଇରେ ଦୁର୍ନୀତି ଅଭିଯୋଗ
ବିଞ୍ଝାରପୁର,୨୮ା୪(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅଧୀନ ସୟଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ଡ୍ରେନ୍ ସଫେଇରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବ୍ଲକ୍ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ସୟଦପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିବଦ୍ଧତା ଅନୁଯାୟୀ ପଞ୍ଚାୟତର ବିଭିନ୍ନ ଡ୍ରେନ୍ ସଫେଇ ପାଇଁ…
Archives


