ଜଳାଶୟ ଶୁଖୁଛି, ବଢୁଛି ଜଳ ସଙ୍କଟ ସମସ୍ୟା
ଜଗତ୍ସିଂହପୁର ଅଫିସ, ୨।୬: ଚଳିତବର୍ଷ ମଧ୍ୟ ପ୍ରବଳ ଗ୍ରୀଷ୍ମ ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ପ୍ରତିକାର ପାଇଁ ଚିନ୍ତା କରାଯାଉନାହିଁ। ଅର୍ଥାତ୍ ପ୍ରାକୃତିକ ମାଧ୍ୟମରେ ତାପମାତ୍ର କିପରି କମାଯାଇ ପାରିବ ସେ ଉପରେ...
ଶ୍ରମିକ ବଦଳରେ ମେଶିନ କରୁଛି କାର୍ଯ୍ୟ
ନାଉଗାଁ,୧।୬(ସ୍ବ.ପ୍ର.): ଗ୍ରାମାଞ୍ଚଳର ଆର୍ଥତ୍କ ଅନଗ୍ରସର ଲୋକଙ୍କୁ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇବା ପାଇଁ ଏମ୍ଜିଏନ୍ଆରଇଜିଏସ୍(ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ନାଉଗାଁ ବ୍ଲକରେ ଏହି ଯୋଜନା ବାଟବଣା ହୋଇଥିବା ମନେ ହେଉଛି। ଏଠାରେ ଏହି...
ରାଷ୍ଟ୍ରପତିଙ୍କଠୁ ପୁରସ୍କାର ପାଇବେ ଖୁଲଣା
ଜଗତ୍ସିଂହପୁର ଅଫିସ, ୧।୫: ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଲେବର ରୁମ ଇନଚାର୍ଜ ଖୁଲଣା ବାରିକ ୨୦୨୧ ଜାତୀୟ ଫ୍ଲୋରେନ୍ସ ନାଇଟ୍ଙ୍ଗେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସମ୍ମାନିତ ହେବେ ବୋଲି...
ଖୁଣ୍ଟ ଅଛି, ବିଦ୍ୟୁତ୍ ସଂଯୋଗ ହେଉନି
ରାହାମା,୩୧ା୫(ଡି.ଏନ୍.ଏ.):ଜଗତ୍ସିଂହପୁର ଜିଲା ରାହାମା-ଖୋସାଲପୁର ପୋଲ ମହାନଦୀ ଉପରେ ନିର୍ମାଣ କରାଯାଇଛି। ଦେଢ଼ କିମି ବ୍ୟାପୀ ଏହି ପୋଲ ଦେଇ ଦୈନିକ ବହୁ ସଂଖ୍ୟାରେ ଲୋକ କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରକୁ ଯାତାୟାତ କରିଥାନ୍ତି। ମାତ୍ର ଏଠାରେ ଆଲୋକୀକରଣ ପାଇଁ ବ୍ୟବସ୍ଥା ହୋଇ...
ହାଉସିଂ ବୋର୍ଡ ଘର ଅକ୍ତିଆର କରିପାରୁନି ପୌରପାଳିକା
ପାରାଦୀପ,୩୦ା୫(ସ୍ବ.ପ୍ର.): ପାରାଦୀପର ସବୁଠାରୁ ଭିଆଇପି ଅଞ୍ଚଳ ମଧୁବନସ୍ଥ ହାଉସିଂ ବୋର୍ଡକୁ କୁହାଯାଏ। ସେଠାରେ ଥିବା ୫୮ଟି ଘରକୁ ପୁଞ୍ଜିପତି, ଶିଳ୍ପପତି, ରାଜନେତା, କମ୍ପାନୀ ନେଇଛନ୍ତି। ସେହି ୫୮ଟି ଘର ମଧ୍ୟରୁ ପାରାଦୀପ ପୌରପାଳିକାର ଦୁଇଟି ଘର ରହିଛି। ତନ୍ମଧ୍ୟରୁ ଗୋଟିଏ...
ଗୋଟିଏ ଗଛରେ ୧୦ କିଲୋ ଅଙ୍ଗୁର
ଜଗତସିଂହପୁର ଅଫିସ,୩୦ା୫: ସାଧାରଣତଃ ଓଡ଼ିଶା ପରିବେଶ ଅଙ୍ଗୁର ଚାଷ ପାଇଁ ଅନୁକୂଳ ନୁହେଁ। କିନ୍ତୁ ଜଗତ୍ସିଂହପୁର ସଦର ମହକୁମା ନିକଟ ପାଟେଣୀ ଗାଁର ଜଣେ ପାନ ଦୋକାନୀ ଅଙ୍ଗୁର ଚାଷ କରି ସଫଳ ହୋଇଛନ୍ତି। ସେ ହେଲେ ଅକ୍ଷୟ ସ୍ବାଇଁ...
ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର
ଭୁବନେଶ୍ୱର,୩୦ା୫(ବ୍ୟୁରୋ): ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦୀ ବନ୍ଦର ଭିତ୍ତିଭୂମି ଯୋଜନାର ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛି। ଏହି ଯୋଜନାରେ ପାରାଦୀପ ବନ୍ଦର ବିକାଶ ପ୍ରକଳ୍ପ ସ୍ଥାନ ପାଇଛି। ବିଶ୍ୱସ୍ତରୀୟ ସହ ବୃହତ୍ ଜାହାଜ ପରିଚାଳନାଗତ ସାମର୍ଥ୍ୟ...
ଆଖିପତାରେ ବଢୁଛି ମାଂସପିଣ୍ଡୁଳା
ନାଉଗାଁ,୨୭ା୫(ସ୍ବ.ପ୍ର.): ଆଖି ପତାରେ ବଢ଼ୁଛି ମାଂସପିଣ୍ଡୁଳା। ଅସହ୍ୟ ଯନ୍ତ୍ରଣା ହେଉଛି। ମାତ୍ର ନାବାଳକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। କାରଣ ସେ ଦିବ୍ୟାଙ୍ଗ ହୋଇଥିବାବେଳେ ଅନାଥ। ଚିକିତ୍ସା ବ୍ୟୟ ବହୁଳ ହୋଇଥିବାବେଳେ ଜୀବନ ପ୍ରତି ବିପଦ ଥିବାରୁ ଅନାଥ ଆଶ୍ରମ...
ଜଗତ୍ସିଂହପୁରରେ ଡ୍ରେନ୍ ସମସ୍ୟା ଚିନ୍ତାଜନକ
ଜଗତ୍ସିଂହପୁର ଅଫିସ,୨୭ା୫: ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍ ରୋକାଯାଇ ପାରିବନାହିଁ। ଏହାର ଗତି ବଦଳାଯିବନି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ...
ପାରାଦୀପରେ ଫାଟିଲା ପାଇପ୍ ଲାଇନ, ମାଟିରେ ମିଶିଲା ବିପୁଳ ପରିମାଣର ତୈଳ
ପାରାଦୀପ,୨୬।୫(ସ୍ବ.ପ୍ର.): ଜଗତସିଂପୁର ଜିଲା ପାରାଦୀପ ହଳଦିଆ ବୌରେଣି ଅଶୋଧିତ ତୈଳ ପାଇପ୍ ଲାଇନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପାରାଦୀପର ତୈଳ ବିଶୋଧନାଗାର ଟାଉନସିପ୍ ସମ୍ମୁଖ ନିହାରୁଣୀ ପାଖରେ ଏକ ପାଇପ୍ ଲାଇନ ଫାଟିଯିବାରୁ ବିପୁଳ ପରିମାଣର ତୈଳ ମାଟିରେ...
ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା
କୁଜଙ୍ଗ,୨୫।୫ (ଡି.ଏନ୍.ଏ.): ରାଜୀବଗାନ୍ଧୀ ସେବା କେନ୍ଦ୍ରର ଗୃହରେ ବସାଇ ଦିଆଯାଉ ନ ଥିବା ଅଭିଯୋଗ କରି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ଏଥିସହ ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଫାଟକରେ ତାଲା ପକାଇ...
ପିଲା ଆସୁଛନ୍ତି, ଶିକ୍ଷକଙ୍କ ଦେଖାନାହିଁ
ନାଉଗାଁ,୨୫।୫(ସ୍ବ.ପ୍ର.): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ସମୟ ପରିବର୍ତ୍ତନ କରାଯାଇଛି। ସକାଳ ୬ ରୁ ୯ ଟା ପର୍ଯ୍ୟନ୍ତ...
Archives


