ଏସ୍ଏଚ୍ଜିର ଧାନକ୍ରୟକୁ ଚାଷୀଙ୍କ ବିରୋଧ
ନାଉଗାଁ,୨୪ା୧୨(ସ୍ବ.ପ୍ର): ନାଉଗାଁ ବ୍ଲକ ଜାମୁଗାଁ ପଞ୍ଚାୟତ ଅନ୍ତର୍ଗତ ୩ ରାଜସ୍ବ ଗାଁର ଧାନ କ୍ରୟ ପାଇଁ ଏକ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଚାଷୀମାନେ ବିରୋଧ କରିଛନ୍ତି। ଏ ନେଇ ସେମାନେ ଗୁରୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ…
ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ
ଜଗତ୍ସିଂହପୁର ଅଫିସ,୨୪ା୧୨: ଜଗତ୍ସିଂହପୁର ବ୍ଲକ ଅନ୍ତର୍ଗତ ଅଳା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଯୋଗେନ୍ଦ୍ରନାଥ ମହାରଣା(୯୬)ଙ୍କ ଶୁକ୍ରବାର ଜନ୍ମମାଟିରେ ପରଲୋକ ଘଟିଛି। ମହାରଣା ୧୯୨୩ରେ ଏହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମା’ଧରିତ୍ରୀ ମହାରଣା ଓ ବାପା ଉଚ୍ଛବ ମହାରଣାଙ୍କ ଡାକରାରେ ସେ ଭାରତଛାଡ…
ଅଭିଯୋଗ ଶୁଣାଣି ଦିନ ପଠାଯାଉଛି ଚିଠି
ନାଉଗଁା,୨୩ା୧୨(ସ୍ବ.ପ୍ର.):ନାଉଗଁା ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ଜନ ସୂଚନା ଅଧିକାର ତଥ୍ୟ ବଳରେ କୋରୁଅ ପଞ୍ଚାୟତର କେତେକ ତଥ୍ୟ ମଗା ଯାଇଥିଲା। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳି ପାରି ନ…
ନିଆଁରେ ୮୦ ଛେଳି, ୧ ଗାଈ ଜୀବନ୍ତଦଗ୍ଧ
କୁଜଙ୍ଗ,୨୧। ୧୨(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଦୁଆଡିଆ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ବଖରା ଜଳିଯାଇଛି। ସେଠାରେ ଥିବା ୮୦ ଛେଳି ସମେତ ଗୋଟିଏ ଗାଈ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଆଉ ଏକ ଗାଈର ଅବସ୍ଥା…
ପାଇପ ବିଛା ପାଇଁ ରାସ୍ତା ଖୋଳା ଯାଉଛି, ପୋତା ଯାଉନି
ନାଉଗଁା,୨୦ା୧୨(ସ୍ବ.ପ୍ର.):ରାଜ୍ୟ ସରକାର ବସୁଧା ଯୋଜନାରେ ପ୍ରତି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତ୍ସିଂହପୁର ଜିଲା ନାଉଗଁା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅର୍ଥ ଖର୍ଚ୍ଚ କରାଯାଇ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି। ପାଇପ ବିଛା…
ଅଭିଯୋଗ ଅଧିକ, ଫଇସଲା କମ୍
ଜଗତ୍ସିଂହପୁର ଅଫିସ,୨୦ା୧୨:ଜଗତ୍ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକ ଅଞ୍ଚଳର ଲୋକଙ୍କ ସମସ୍ୟାଗୁଡିକର ସମାଧାନ ନିମନ୍ତେ ପ୍ରତିମାସରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଶିବିର ମାଧ୍ୟମରେ ସହଜରେ ଏବଂ କମ୍ ସମୟ ମଧ୍ୟରେ ଲୋକଙ୍କ…
ଆହତଙ୍କ ସହ ମଦ ପିଇଲେ ଆମ୍ବୁଲାନ୍ସ ଚାଳକ
ଜଗତ୍ସିଂହପୁର ଅଫିସ, ୨୦ା୧୨:ରାସ୍ତା ପାର୍ଶ୍ୱରେ ଆମ୍ବୁଲାନ୍ସ ଅଟକାଇ ଚାଳକ ଗ୍ଲାସରେ ମଦ ପିଉଥିବାବେଳେ ଆହତଙ୍କ ପାଇଁ ପେଗ୍ ବନାଉଛନ୍ତି। ଗାଡ଼ିର ପଛ ସିଟ୍ରେ ଜଣେ ମହିଳା ଓ ଝିଅ ମଧ୍ୟ ବସିଛନ୍ତି। ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ…
ରାସ୍ତାରେ ବାଲି ଗଦା, ବଢୁଛି ଜନ ଅସନ୍ତୋଷ
ଜଗତ୍ସିଂହପୁର ଅଫିସ, ୧୯ା୧୨:ଜଗତ୍ସିଂହପୁର ଜିଲାରେ ବାଲିଘାଟ ନିଲାମ କରି ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ପାଉଛନ୍ତି। କିନ୍ତୁ ରାସ୍ତା ଓ ଲୋକଙ୍କ ସ୍ବାର୍ଥକୁ ଗୌଣ କରାଯାଉଥିବାରୁ ଜନ ଅସନ୍ତୋଷ ବଢ଼ୁଛି। ବିଶେଷକରି ବାଲି ବୋଝେଇ ହାଇୱାଗୁଡିକ ତୀବ୍ର ଗତିରେ ଯାତାୟାତ…
ଦିନକରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ରେକର୍ଡ
ପାରାଦୀପ,୧୬।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଆଉ ଏକ ରେକର୍ଡ କରିଛି। ଦିନକରେ ଅର୍ଥାତ୍ ୨୪ ଘଣ୍ଟାରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ହୋଇଛି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବୁଧବାର ଏହି ସଫଳତା ମିଳିଛି। ଏହାପୂର୍ବରୁ ୨୦୧୮ ଅକ୍ଟୋବର…
ସମ୍ପ୍ରସାରଣରେ ବାଧକ ସାଜିବ ବାସଗୃହ, ବିଦ୍ୟୁତ୍ ଖୁଣ୍ଟ
ନାଉଗଁା,୧୪ା୧୨(ସ୍ବ.ପ୍ର.): ନାଉଗଁା ବ୍ଲକ ଅନ୍ତର୍ଗତ କୋକଢ଼ିହ- ତେଲସରା ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜଗତ୍ସିଂହପୁର ପୂର୍ତ୍ତ ବିଭାଗ ଅଧୀନରେ ଏହି ରାସ୍ତା ରହିଛି। ଏବେ ଏହାକୁ ସମ୍ପ୍ରସାରଣ କରିବାକୁ ସ୍ଥିର କରାଯାଇଛି। ମାତ୍ର ଏଥିରେ ଅନେକ ବାଧା ଉପୁଜିବାର…
ମନମୁଖି ଭାବେ ଚାଲିଛି ଡାକଘର, ଅସୁବିଧା ଭୋଗୁଛନ୍ତି ଲୋକେ
ନାଉଗାଁ,୧୩ା୧୨(ସ୍ବ.ପ୍ର):କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଭାରତୀୟ ଡାକ। ପୂର୍ବରୁ ଡାକ ଘର ମାଧ୍ୟମରେ କେବଳ ଚିଠି ପତ୍ର ଦେବା ନେବା ,ଟଙ୍କା ଜମା ଓ ଉଠାଣ କାର୍ଯ୍ୟ ହେଉଥିଲା। ଏବେ ଡାକ ଘର ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଯାଉଛି।…
ଜଗତ୍ସିଂହପୁରରେ ହେବ ମଡେଲ ବସ୍ଷ୍ଟାଣ୍ଡ
ଜଗତ୍ସିଂହପୁର ଅଫିସ, ୧୩ା୧୨: ଜଗତ୍ସିଂହପୁର ଜିଲା ମୁଖ୍ୟାଳୟରେ ଏକ ସ୍ଥାୟୀ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ୧୦ ବର୍ଷ ପୂର୍ବରୁ ପାଖାପାଖି ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ବସ୍ ମାଲିକ ସଂଘ, ଲୋକ ପ୍ରତିନିଧି, ବୁଦ୍ଧିଜିବୀଙ୍କ ମତାମତ…
Archives


