ଜଗତ୍‌ସିଂହପୁର

ବିପଦରେ ପାରାଦୀପ ଭ୍ୟୁ ଟାୱାର

ପାରାଦୀପ,୧୨ା୧(ସ୍ବ.ପ୍ର.): ପାରାଦୀପର ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ଆକର୍ଷଣ ସ୍ଥାନ ନେହେରୁବଙ୍ଗଳା ମନ୍ମଦ ଉଦ୍ୟାନ ଅଞ୍ଚଳ। ଏବେ ଏହା ବିପଦରେ। କାରଣ ମହାନଦୀ ମୁହାଣରେ ତଟକ୍ଷୟ ବର୍ଷେ ହେଲା ହେବାରେ ଲାଗିଛି। ଏପରିକି ମୁହାଣ ପଥରବନ୍ଧଠାରୁ ମାଛଧରା ବନ୍ଦର ପର୍ଯ୍ୟନ୍ତ ନଦୀ ତଟ…

ରାଜସ୍ବ, ବନ ବିଭାଗ ଅଗୋଚରରେ ଚାଲିଛି ଗଛକଟା

ନାଉଗଁା,୧୧ା୧(ସ୍ବ.ପ୍ର): ନାଉଗଁା ବ୍ଲକ ଅନ୍ତର୍ଗତ କୋକିଡିହ-ତେଲସରା ୧୨ କିମି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପୂର୍ବରୁ ଏହି ରାସ୍ତାର ଚଉଡା ୩.୭୫ ମିଟର ଥିବାବେଳ ଏବେ ସମ୍ପ୍ରସାରଣ ପରେ ୫.୭୫ ମିଟର…

ଜଗତ୍‌ସିଂହପୁର ବନବିଭାଗ ରେଞ୍ଜରୁ ୨୦୬୨ପକ୍ଷୀ ଚିହ୍ନଟ

ଜଗତ୍‌ସିଂହପୁର ଅଫିସ, ୧୧ା୧: କଟକ ବନଖଣ୍ଡ ଅଧୀନ ଜଗତ୍‌ସିଂହପୁର ରେଞ୍ଚ ଅଞ୍ଚଳର ସନ୍ତସନ୍ତିଆ ସ୍ଥାନରେ ମଙ୍ଗଳବାର ପକ୍ଷୀ ଗଣନା କରାଯାଇଛି। ଏହି ଗଣନାରେ ବିଭିନ୍ନ ପ୍ରଜାତିର ମୋଟ ୨୦୬୨ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। କଟକ ବନଖଣ୍ଡ ଏସ୍‌ଟିଏଫ୍‌ ସୌଭାଗ୍ୟ କୁମାର ସାହୁ…

ତ୍ରୁଟି ଲୁଚାଇବା ପାଇଁ ଗଣମାଧ୍ୟମକୁ ଦୂରେଇ ରଖାଯାଇଥିବା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ, ୧୦ା୧: ଜିଲାରେ ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ଯୋଜନାଗୁଡିକର ସଫଳ ରୂପାୟନ ହେଉଛି କି ନାହିଁ ସେନେଇ ବିଭିନ୍ନ ସମୟରେ ଜିଲାସ୍ତରରେ ଜିଲାପାଳ ସମୀକ୍ଷା କରୁଛନ୍ତି । ସଚିବମାନେ ମଧ୍ୟ ଅନୁଧ୍ୟାନ ପାଇଁ ଆସୁଛନ୍ତି…

କୁକୁର ମୁଣ୍ଡରେ ପ୍ଲାଷ୍ଟିକ ଡବା

ଜଗତ୍‌ସିଂହପୁର ଅଫିସ, ୯ା୧: ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ରବିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସହରର ଗୋପାଳସାଗର ଓ କଲେଜ ଛକ ଅଞ୍ଚଳରେ ଏକ ବୁଲା କୁକୁର ଇତସ୍ତତ ଭାବେ ଧାଉଁଥିଲା। କେତେବେଳେ କାନ୍ଥରେ ତ କେତେବେଳେ ପାଚେରିରେ ପିଟି…

ଦୋକାନୀଙ୍କ ଦଖଲରେ ଗୋରେଖନାଥ ପୀଠ ରାସ୍ତା

ରଘୁନାଥପୁର,୮।୧(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠ ରାସ୍ତାରେ ଟ୍ରାଫିକ ଜାମ୍‌ ଉତ୍କଟ ରୂପ ନେଇଛି। ନୂଆବର୍ଷ ଉପଲକ୍ଷେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାତ୍ରୀଙ୍କ ପୀଠକୁ ଆଗମନ ହେଉଛନ୍ତି। ମାତ୍ର ଦୋକାନୀମାନେ ରାସ୍ତାକୁ ମାଡ଼ିଯାଇଥିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜିଛି। ଜଇପୁର…

ବିନା ସୂଚନା ଫଳକରେ ଚାଲିଛି ବୁରୁଜ ନିର୍ମାଣ

ନାଉଗଁା,୭ା୧(ସ୍ବ.ପ୍ର): ବନ୍ୟା ସମୟରେ ଦେବୀ ନଦୀ କୂଳ ଖାଇବା ଯୋଗୁ ପ୍ରତି ବର୍ଷ ନାଉଗଁା ବ୍ଳକ ଅନ୍ତର୍ଗତ ପାରିଶିଖର ଗ୍ରାମର ଅନେକ ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଯାଉଛି। ଚାଷ ଜମିକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶସାନିକ…

ଧୂଆଁ ବଳୟରେ ଜଗତ୍‌ସିଂହପୁର ସହର

ଜଗତ୍‌ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱାରୋପ କରୁଥିବା ନେଇ ଡେଙ୍ଗୁରା ପିଟୁଛନ୍ତି। ଏନେଇ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ସ୍ବଚ୍ଛ ସର୍ବେକ୍ଷଣ ସହ ସ୍ବଚ୍ଛତା ପାଇଁ ପ୍ରତି ବର୍ଷ ସବୁଠୁ…

୪୨ ହଜାରରୁ ଊର୍ଦ୍ଧ୍ୱ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ

ପାରାଦୀପ,୭।୧(ସ୍ବ.ପ୍ର.): ପାରାଦୀପ ପିପିଏଲ୍‌ ପରିସରରେ ଥିବା ଜଳାଶୟରେ ଚଳିତବର୍ଷ ୪୨ ହଜାରରୁ ଊର୍ଦ୍ଧ୍ୱ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଶୁକ୍ରବାର ରାଜନଗର ବନଖଣ୍ଡ ପକ୍ଷରୁ ହୋଇଥିବା ଗଣନାରେ ଏହା ଦର୍ଶାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ପୂର୍ବବର୍ଷ ତୁଳନାରେ…

ପରିବାରଠୁ ଦୂରେଇ ଦେଇଛି ବାତ୍ୟା

ପାରାଦୀପ,୭ା୧(ସ୍ବ:ପ୍ର:): ଗତ ଅକ୍ଟୋବରରେ ୨ଟି ବୋଟ୍‌ ଯୋଗେ ସମୁଦ୍ରରେ ମାଛ ଧରୁଥିଲେ। ସେଥିରେ ଥିଲେ ୩୭ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ। ଏହି ସମୟରେ ବାତ୍ୟା ‘ସିତରଙ୍ଗ’ ପ୍ରଭାବରେ ଉଭୟ ବୋଟ୍‌ ଓଲଟି ପଡ଼ିଥିଲା। ସେମାନେ ସମସ୍ତେ ଅଥଳ ସମୁଦ୍ରରେ ଭାସୁଥିଲେ। ସେମାନଙ୍କ…

ପଣ୍ୟବାହୀ ଜାହାଜରେ ରୁଷୀୟ ନାଗରିକ ମୃତ୍ୟୁ ଘଟଣା: ମୁଣ୍ଡରେ ଲାଗିଛି ଆଘାତ

ପାରାଦୀପ, ୫ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ଆଙ୍କରେଜ ଏରିଆରେ ଥିବା ଏମ.ଭି. ଅଲ୍‌ଦନାହ ଜାହାଜରେ ମଙ୍ଗଳବାର ଭୋରରୁ ଜଣେ ରୁଷୀୟ ନାଗରିକ ତଥା ଜାହାଜର ମୁଖ୍ୟଯନ୍ତ୍ରୀ ମିଲିୟାକୁଭ୍‌ ସର୍ଗେଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଶବ…

ବୁରୁଜରୁ ଛୋଟ ପଥର କାଢି ବଡ଼ ଲଗାଅ

ଜଗତ୍‌ସିଂହପୁର ଅଫିସ, ୪ା୧: ବର୍ଷା ଦିନ ଆସିଲେ ଜଗତ୍‌ସିଂହପୁର ଜିଲାର ନଦୀକୂଳିଆ ଲୋକେ ଚିନ୍ତାରେ ପଡିଯାଆନ୍ତି। ବିଶେଷକରି ଦେବୀ ନଦୀର ବିଭିନ୍ନ ସ୍ଥାନରେ ବିପଦ ଆଶଙ୍କା ପ୍ରକାଶ ପାଏ । ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ କିଛି ସ୍ଥାନରେ କାମ ଚାଲିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri