ଏମ୍ଭି ଦେବୀ ଜାହାଜକୁ ବିକ୍ରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପାରାଦୀପ,୨୨ା୮(ଶରତ ରାଉତ):୨୦୨୩ ନଭେମ୍ବର ୩୦ରେ ପାରାଦୀପ ବନ୍ଦରରେ ଲାଗିଥିବା ଏମ୍ଭି ଦେବୀ (ନଂ. ଆଇଏମ୍ଓ ୯୬୧୬୭୩୫) ଜାହାଜରୁ ୨୦ ପ୍ୟାକେଟ କୋକେନ୍ ଜବତ ହୋଇଥିଲା, ଯାହାର ବଜାର ମୂଲ୍ୟ ୨୨୦ କୋଟି ହେବ। ଏହା ପରେ ଆଙ୍କରେଜ ଏରିଆରେ ଏମ୍ଭି ଦେବୀ…
୧୦ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ
ନାଉଗାଁ,୧୯ା୮(ସୁଧା ବେହୁରା): ମଧ୍ୟାହ୍ନ ଭୋଜନର ତଥ୍ୟ ସରକାରୀ ପୋର୍ଟାଲରେ ଅପ୍ଲୋଡ ନ କରିବା ନାଉଗାଁ ବ୍ଲକର ୧୦ ଜଣ ପ୍ରଧାନ ଶିକ୍ଷକଙ୍କ ପାଇଁ କାଳ ହୋଇଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପକାଶିତ ଚିଠି (ନଂ. ୬୬୨୩/୧୪।୮।୨୩) ଅନୁସାରେ ସେମାନଙ୍କ ଦରମା ବନ୍ଦ…
ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ପାରାଦୀପ,୧୬ା୮: ପାରାଦୀପରେ ଆଉ ଏକ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୁଜଙ୍ଗ ସବ୍ଜଜ୍ଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡ଼ି କୁଆଡ଼େ ଯାଇପାରିବ ନାହିଁ।…
ସୀମାରେ ବାଂଲାଦେଶୀ ଭୟ, ପାରାଦୀପ ଦେଇ ପଶି ଆସିଲେ ୧୨ଜଣ
ପାରାଦୀପ,୧୫।୮: ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ତେବେ ଗୁରୁବାର ପାରାଦୀପ ଦେଇ ୧୨ଜଣ ସନ୍ଦିଗ୍ଧ ବାଂଲାଦେଶୀ…
ବଙ୍ଗୀୟ ବ୍ୟକ୍ତିଙ୍କୁ ବାଡ଼େଇ ବାଡ଼େଇ ସାତବେଣ୍ଟିଆ କଲେ ଓଡ଼ିଶାଲୋକ
ପାରାଦୀପ,୧୪।୮(ଶରତ ରାଉତ): ପାରାଦୀପ ଲକ୍ ଥାନା ଅନ୍ତର୍ଗତ ବାଲିଡିଆ ଗ୍ରାମରେ ଗାଁ ମନ୍ଦିର ପୂଜାସାମଗ୍ରୀ ଚୋରି ଘଟଣାକୁ ନେଇ ମଙ୍ଗଳବାର ବିବାଦ ହୋଇଛି। ଜଣେ ବଙ୍ଗୀୟ ଲୋକ ଏଭଳି ଚୋରି କରୁଥିବା ଗାଁ ଲୋକେ ଜାଣିବା ପରେ ତାଙ୍କୁ ସାତବେଣ୍ଟିଆ କରି…
ଭିଜିଲାନ୍ସ ହାତରେ ଧରାପଡ଼ିଲେ ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ
ଜଗତସିଂହପୁର,୯।୮: ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ। ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ସ୍ମୃତିରଞ୍ଜନ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଠିକାଦାରଙ୍କଠୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଶ୍ମଶାନ ଉନ୍ନତୀକରଣ କାମର ବିଲ୍ କରାଇବାକୁ…
ମାଟିରେ ମିଶିବା ପରେ ସ୍ମୃତି ହୋଇଗଲା ଭ୍ୟୁ ଟାଓ୍ବାର
ଏରସମା,୫।୮(ଦୀପ୍ତି ଖଣ୍ଡୁଆଳ): ଜଗତ୍ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଏବେ ଶ୍ରୀହୀନ ହୋଇଯାଇଛି। ଲୁଣା ଜୁଆର ପ୍ରତିରୋଧକ ବନ୍ଧ ନିର୍ମାଣ ସମ୍ଭବ ନ ହେବାରୁ ଏହାର ଭିତ୍ତିଭୂମି…
ପାରାଦୀପରେ ମତ୍ସଜୀବୀ ନିଖୋଜ ଘଟଣା: ଉଦ୍ଧାର ହେଲେ ୭ଜଣ
ଭୁବନେଶ୍ୱର,୨।୮: ପାରାଦୀପ ନେହେରୁବଙ୍ଗଳାରେ ମୁହାଁଣରେ ଫସିଥିବା ଟ୍ରଲର ଉଦ୍ଧାର ହୋଇଛି। ଦୁଇ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି ୭ଜଣ ମତ୍ସ୍ୟଜୀବୀ। ଟ୍ରଲରକୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଆରସି। ସୂଚନାଥାଉ କି, ସ୍ଥାନୀୟ ନେହେରୁବଙ୍ଗଳା ମୁହାଣ ମୁହଁରେ ଶୁକ୍ରବାର ଘଟିଛି ଅଘଟଣ…
ଜଗତ୍ସିଂହପୁର ଜିଲାରେ ପ୍ରଥମ ବନ୍ୟାଜଳ ପ୍ରବାହିତ
ଜଗତ୍ସିଂହପୁର, ୩୧।୭ (ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଏକ ତଳିଆ ଜିଲା ଭାବେ ପରିଚିତ। ସମୁଦ୍ର କୂଳବର୍ତ୍ତୀ ଏହି ଜିଲାରେ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା, ବନ୍ୟା ଆଦି ହୋଇଥାଏ। ଯେହେତୁ ଏବେ ବର୍ଷାଦିନ, ତେଣୁ ବନ୍ୟା ପରିସ୍ଥିତି…
ପାରାଦୀପରେ ଚାଇନା ଜାହାଜ, କାରଣ…
ଭୁବନେଶ୍ୱର,୩୦।୭: ପାରାଦୀପରେ ଚାଇନା ଜାହାଜ। ପାରାଦୀପରେ ଅଟକ ରଖାଯାଇଛି ଚାଇନା ଜାହାଜ। ଚାଇନା ଜାହାଜ MV ZHE HAI- 505 କୁ ଅଟକ ରଖାଯାଇଛି। ଏକ କମ୍ପାନୀର ପ୍ରାୟ କୋଟିଏ ଟଙ୍କା ବକେୟା ନ ଦେବାରୁ ଅଟକ ରଖାଯାଇଥିବା ସୂଚନା ମିଳିଛି।…
ଥିଲେ ୩ ବାପି, ଆସିଲେନି ବସନ୍ତ
ପାରାଦୀପ,୨୯।୭(ଶରତ ରାଉତ): ୨୦୨୪ ନିର୍ବାଚନର ମାସେ ୨୪ ଦିନ ପରେ ରବିବାର ପାରାଦୀପ ବିଜେଡିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପାଖରେ ଆୟୋଜିତ ଏହି ବୈଠକରେ ପ୍ରମୁଖ ୩ ବାପି ନେତୃତ୍ୱ ନେଇଥିଲେ।…
ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ପ୍ରଧାନ, ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ
ପାରାଦୀପ,୨୪।୭(ଶରତ ରାଉତ): ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ଲକ୍ପଡା ସରକାରୀ ବିଦ୍ୟାଳୟରେ ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ହେବା ଘଟଣାରେ ମଙ୍ଗଳବାର ବିଭାଗ ପକ୍ଷରୁ ଯାଞ୍ଚ ପରେ ୨ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ…
Archives


