ମନ୍ଦିର ଜମି ବିକ୍ରି ବିରୋଧରେ ମେଳି ବାନ୍ଧିଲେ ଚାଷୀ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଦିଗପହଣ୍ଡି,୧୦ା୬(ଡି.ଏନ୍.ଏ.)- ଦିଗପହଣ୍ଡି ସ୍ଥିତ ରାଧାମୋହନ ଏବଂ ରାଧା ଦାମୋଦରଙ୍କ ମନ୍ଦିର ଜମିକୁ ବେଆଇନ ଭାବେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ବୁଧବାର ବହୁ ଭାଗଚାଷୀ ଆଇନଜୀବୀ କୁରେଶୁ ପଣ୍ଡାଙ୍କ ଉପସ୍ଥିତିରେ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ…
ରାସ୍ତାପାର୍ଶ୍ୱରୁ ଗଛକଟା, ଭେଣ୍ଡିଂ ଜୋନ୍କୁ ନେଇ ପ୍ରଶାସନ-ଅଞ୍ଚଳବାସୀ ମୁହାଁମୁହିଁ
ଗଞ୍ଜାମ,୧୦ା୬(ଡି.ଏନ୍.ଏ.): ଗଞ୍ଜାମ ସହରରେ ୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜବରଦଖଲ କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ସହରାଞ୍ଚଳର ସାନବଜାର ମାଛ ମର୍କେଟଠାରେ ଚାଲିଥିବା ବେଳେ ସହରବାସୀ ଏହାକୁ ବିରୋଧ କରିଥିଲେ। ଗଞ୍ଜାମ ସହରରେ ପ୍ରତିବର୍ଷ ଐତିହାସିକ ଦୋଳଯାତ୍ରା ଆୟୋଜିତ ହେଉଥିବା ବେଳେ…
ମଦ, ଜୁଆ ଆଡ୍ଡା ଉପରେ ଚଢ଼ାଉ: ୭୦ ହଜାର ଜବତ
ଛତ୍ରପୁର,୧୦।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ ପୋଲିସର ଧରପଗଡ଼ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ମାସ୍କ ପିନ୍ଦି ନ ଥିବା ଅମାନିଆଙ୍କଠାରୁ ୩୭ ହଜାର ୭୦୦ ଟଙ୍କା ଜରିମାନା ଆଦାୟ ହୋଇଛି ।…
କୋଭିଡ୍-୧୯ ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
ବ୍ରହ୍ମପୁର ଅଫିସ,୧୦ା୬: ଏମ୍କେସିଜି ମେଡିକାଲ କାଜୁଆଲଟି ପରିସରରେ ବୁଧବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ମେଡିକାଲରୁ ଜଣେ କରୋନା ପଜିଟିଭ୍ ରୋଗୀଙ୍କୁ ନେଇ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଯାଉଥିବା କୋଭିଡ୍-୧୯ ଆମ୍ବୁଲାନ୍ସ ନମ୍ବର ଓ ଆର ୦୭ ଭି…
ଚାଷୀଙ୍କ ସମସ୍ୟା ସମାଧାନ ଦାବି: ଗଞ୍ଜାମ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଛତ୍ରପୁର,୧୦।୬(ଡି.ଏନ୍.ଏ): ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ବୁଧବାର ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମୁଖ୍ୟ ଦାବି ଗୁଡିକ ମଧ୍ୟରେ ଗତ ଖରିଫ ଋତୁରେ…
ଆଶିଂକ ଲକ୍ଡାଉନ୍ ହେଲା ପୋଲରାଜପୁର: ଗ୍ରାମବାସୀଙ୍କ ରାସ୍ତାରୋକୋ
ପାତ୍ରପୁର,୯।୬(ଡି.ଏନ.ଏ.)- ପାତ୍ରପୁର ବ୍ଲକ ପୋଲରାଜପୁର ଗ୍ରାମରେ ୨ଜଣ କରୋନା ପଜିଟିଭ ଚିହ୍ନଟ ପରେ ଗ୍ରାମବାସୀଙ୍କ ସମସ୍ୟା ବଢିଛି। ପ୍ରଶାସନ ପକ୍ଷରୁ ଘରଘର ବୁଲି ଥର୍ମାଲ ସ୍କ୍ରିନିଂ ସହ ଗ୍ରାମକୁ ଆଶିଂକ ଲକ୍ଡାଉନ୍ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି। ଗ୍ରାମରୁ କେହି ଅନ୍ୟ…
ଟ୍ରାକ୍ଟର ଓଲଟି ଚାଳକ ମୃତ, ୬ ଗୁରୁତର
ଆର.ଉଦୟଗିରି,୯ା୬(ଡି.ଏନ.ଏ)- ରାମଗିରି ଥାନା ନିକଟସ୍ଥ ରାଇଗଡ଼ା ବ୍ଲକ ବୋଲଡ଼ାଗୁମା ଛକ ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଲିଡ଼ି ଗ୍ରାମର ମଣ୍ଟୁ ପ୍ରଧାନ। ବଡ଼ପୁତାର ଗ୍ରାମରୁ ବିଦ୍ୟୁତ ପୋଲ୍…
ଲୁଟ୍ ୧୨.୬୦ଲକ୍ଷ ଟଙ୍କା ବ୍ୟବସାୟୀଙ୍କୁ ଫେରାଇଲା ପୋଲିସ
ଧରାକୋଟ,୯ା୬(ଡି.ଏନ୍.ଏ.)- ଧରାକୋଟ ଅଞ୍ଚଳର ବି.ବାୟା ପାତ୍ର, ଏ. ଗଣେଶ ପାତ୍ର, ଏସ୍. ତ୍ରିପତି ପାତ୍ର ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଛେଳି ବିକି ୧୨ଲକ୍ଷ ୮୦ହଜାର ଟଙ୍କା ଧରି ଗତ ୨୭ ତାରିଖରେ ଫେରୁଥିଲେ। ଗିରିସୋଲାରୁ ଏକ ଅଟୋରେ ଫେରୁଥିବାବେଳେ ବିଳମ୍ବିତ ରାତିରେ ଧରାକୋଟ…
ଭଞ୍ଜନଗରରେ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳିତ
ଭଞ୍ଜନଗର,୯।୬(ଡି.ଏନ.ଏ)- ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ତମ ଜୟନ୍ତୀ ମଙ୍ଗଳବାର ଭଞ୍ଜନଗରରେ ପାଳିତ ହୋଇଯାଇଛି। କରୋନା ଯୋଗୁ ସମସ୍ତ ବ୍ୟକ୍ତିଙ୍କୁ ସାନିଟାଇଜ କରାଯିବା ପରେ ସାମାଜିକ ଦୂରତ୍ୱ ବଜାୟ ରଖି ଶ୍ରୀଅରବିନ୍ଦ ଶକ୍ତିପୀଠରେ ଜୟନ୍ତୀ…
କିଆବୁଦାରୁ ଉଦ୍ଧାର କରିଥିବା ଶିଶୁଙ୍କୁ ନେବା ପାଇଁ ୫ ଦିନ ହେଲା ମେଡିକାଲରେ ଜଗିଛନ୍ତିି ମହିଳା
ଛତ୍ରପୁର,୯।୬(ଡି.ଏନ.ଏ):ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀ ପଛପଟୁ ଏକ କିଆବୁଦା ମୂଳରୁ ୫ ତାରିଖରେ ଏକ ନବଜାତ ଶିଶୁ ପୁତ୍ରକୁ ପାଲିଆ ଛତ୍ରପୁରର ଦମନ୍ତି ନାୟକ ଉଦ୍ଧାର କରିଥିଲେ ା ପରେ ଛତ୍ରପୁର ହସ୍ପିଟାଲରେ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଶିଶୁଟିକୁ…
ଓଏସ୍ଏସ୍ଏଫ୍ ଯବାନଙ୍କୁ କରୋନା
ଛତ୍ରପୁର,୯।୬(ଡି.ଏନ.ଏ)- ଗଞ୍ଜାମ ପୋଲିସ ଜିଲାରେ କାର୍ଯ୍ୟରତ ଓଏସଏସଏଫ (ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ)ର ଜଣେ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଖଲିକୋଟ ଥାାନା ଓ ହୁମ୍ମା ଫାଣ୍ଡି ଅଞ୍ଚଳରେ ଥିବା କ୍ୱାରାଣ୍ଟାଇନ୍ ସେଣ୍ଟର ଅଞ୍ଚଳରେ ପାଟ୍ରୋଲିଂ ଡ୍ୟୁଟି କରୁଥିଲେ।…
ଛତୁଆ, ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ଛତ୍ରପୁର,୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡଡୁମୁଳା ପଞ୍ଚାୟତ ଝଗଡ଼ାପଲ୍ଲୀ ଗାଁରେ ଶିଶୁଙ୍କ ଡ୍ରେସ, ଅଣ୍ଡା, ଛତୁଆ ଓ ଚାଉଳ ବଣ୍ଟନରେ ଅନିୟମିତତା ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେମାନେ ଦିଗପହଣ୍ଡି ସିଡିପିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ…

