ଦୁଇ ବାଇକ୍ ମୁହଁ।ମୁହିଁ:୨ ଜୀବନ ଗଲା
ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କାଠଚିରା ନିକଟରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହଁ। ମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନୟାଗଡ଼ ଜିଲା ବାଣିଗୋଛା…
କ୍ୱାରାଣ୍ଟାଇନ୍ ସେଣ୍ଟରକୁ ଗଲା ମଦ, ଜଣେ ଗିରଫ
ଶେରଗଡ଼,୧୮ା୫(ଡି.ଏନ୍.ଏ.)-ଗଞ୍ଜାମ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା ଦେଖାଯାଉଛି। ସୋମବାର ଶେରଗଡ଼ ବ୍ଲକ ବନ୍ଧାଗୁଡ଼ା ଗ୍ରାମ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଅନ୍ତେବାସୀଙ୍କୁ…
ଧାନ ବିକ୍ରିର ୪ ମାସ ବିତିଲା, ମିଳିନି ଟଙ୍କା
ଛତ୍ରପୁର,୧୮ା୫(ଡି.ଏନ୍.ଏ.)-ପାତ୍ରପୁର ବ୍ଲକ ଅନ୍ତର୍ଗତ ପଦାଦିଗି ଦାମୋଦରପଲ୍ଲୀ ସୋସାଇଟିରେ ଧାନ ବିକ୍ରି କରିବାର ୪ ମାସ ପରେ ବି ଚାଷୀ ଟଙ୍କା ପାଇନାହାନ୍ତି। ଧାନ ବିକ୍ରି କରିବାର ୨୪ ଘଣ୍ଟା ମଧ୍ୟରେ ଅନଲାଇନ୍ରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବା ନିୟମ ରହିଥିଲେ…
ହୋମ୍ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ: କ୍ୱାରାଣ୍ଟାଇନ ସେଣ୍ଟର ଗଲେ ସମ୍ପୃକ୍ତ ବ୍ୟକ୍ତି
ଛତ୍ରପୁର,୧୮ା୫(ଡି.ଏନ୍.ଏ)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବାସ୍ଥ୍ୟ ଆପ୍। ଜିଲାରେ ହୋମ୍ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କୁ ଏହି ଆପ୍ ଦ୍ୱାରା ମନିଟରିଂ କରାଯାଉଛି। ଉକ୍ତ ଆପ୍ର ଡାଟାରୁ ମିଳିଥିବା ସୂଚନା ପ୍ରକାରେ ଜଣେ ବ୍ୟକ୍ତି ହୋମ୍ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ…
ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା: ଦିନକରେ ୧୫ ପଜିଟିଭ୍ ଚିହ୍ନଟ, ଗୁଣବନ୍ଧ ଗାଁରୁ ଚାଲିଛି ସ୍ବାବ୍ ସଂଗ୍ରହ
ବ୍ରହ୍ମପୁର ଅଫିସ,୧୮ା୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଯୋଗୁ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ଜିଲାରେ ପୁଣି ୧୫ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଶୀର୍ଷ ସ୍ଥାନରେ…
ବାଘୁଆ ଜଳଭଣ୍ଡାରରୁ ୨ ଗେଟ୍ ଦେଇ ଜଳ ନିଷ୍କାସନ, ପ୍ରତି ସେକେଣ୍ଡ୍ରେ ୩୧ ଘନମିଟର ଜଳ ନିଷ୍କାସିତ ହେଉଛି
ବୁଗୁଡ଼ା,୧୮ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ରବିବାର ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇ ନଦୀରେ ଛଡ଼ାଯାଇଥିବା ଜଣାପଡ଼ିଛି। ଜଳସମ୍ପଦ ବିଭାଗର ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ…
ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ସଙ୍ଗରୋଧରୁ ଆସି ମୁଖାଗ୍ନି ଦେଲେ ପୁଅ
ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍.ଏ.)- ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଗ୍ରାମର ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଶନିବାର ପଡୋଶୀ ଉଦ୍ଧାର କରିଛନ୍ତି। ସେ ହେଲେ ରୋହିଣୀ ଦାଶ (୭୫)। ସୁରଟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା ପୁଅ ମୁଖାଗ୍ନି ଦେଇଛନ୍ତି। ରୋହିଣୀଙ୍କ ୨ ପୁଅ ବାହାରେ…
ସ୍ବାମୀଙ୍କୁ ହତ୍ୟା କରି ଜେଲ ଗଲେ ସ୍ତ୍ରୀ
ବ୍ରହ୍ମପୁର ଅଫିସ,୧୭ା୫-ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଶନିବାର ସ୍ତ୍ରୀ ସୁନୀତା ବେହେରାଙ୍କୁ ଗିରଫ କରିଛି। ଘଟଣା ବେଳେ ବ୍ୟବହୃତ ରକ୍ତଭିଜା ଶିଳପୁଆ ଜବତ କରିଛି। ମାମଲା ନଂ.୯୫/୨୦ରେ ସୁନୀତାଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, ଗେଟବଜାର…
୩ ଟ୍ରେନ୍ରେ ଫେରିଲେ ୪୬୬୪ ପ୍ରବାସୀ
ଛତ୍ରପୁର,୧୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସମେତ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଟ୍ରେନ୍ ଯୋଗେ ଜଗନ୍ନାଥପୁର ଷ୍ଟେଶନକୁ ଆସିବାରେ ଲାଗିଛନ୍ତିି। ଶନିବାର ମଧ୍ୟ ପ୍ରବାସୀମାନେ ଟ୍ରେନ୍ ଯୋଗେ ଉକ୍ତ ଷ୍ଟେଶନରେ ଆସି ପହଞ୍ଚଛନ୍ତି। ଭୋର ୫ଟା ୩୦ରେ ସୁରଟରୁ ୧୭୪୨ ଜଣଙ୍କୁ ନେଇ ଜଗନ୍ନାଥପୁର…
ଖାଦ୍ୟ ଖାଇଲେନି ଅନ୍ତେବାସୀ, ନିମ୍ନମାନର ଅଭିଯୋଗ
କବିସୂର୍ଯ୍ୟନଗର,୧୭ା୫(ଡି.ଏନ୍.ଏ.)- ନିମ୍ନମାନର ଅଭିଯୋଗ ଆଣି ଖାଦ୍ୟ ଖାଇଲେ ନାହିଁ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆ। ଏପରି ଘଟଣା ଘଟିଛି କବିସୂର୍ଯ୍ୟନଗର ବାଳିକା ହାଇସ୍କୁଲରେ। ଏଠାରେ ୭୮ ଜଣ ଅନ୍ତେବାସୀ ରହୁଛନ୍ତି। ସରକାରୀ ମେନୁ ପ୍ରକାରେ ଶନିବାର ମଧ୍ୟାହ୍ନ ଭୋଜନରେ ଭାତ, ଡ଼ାଲି…
‘ଅମ୍ଫନ’ ପାଇଁ ଜଳଭଣ୍ଡାରରୁ ପାଣି ଛଡାଗଲା
ଭଞ୍ଜନଗର,୧୭।୫(ଡି.ଏନ୍.ଏ.)- ସାମୁଦ୍ରିକ ଝଡ଼ ଅମ୍ଫନ୍ ପ୍ରଭାବ ଓଡ଼ିଶାର କେତେକ ଜିଲାରେ ପଡିବାକୁ ଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାରେ ଥିବା ଜଳଭଣ୍ଡାରର ଜଳସ୍ତର କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର, ସୋରଡ଼ା, ଡ଼ହ, ବାଘୁଆ, ଧନେଇ, ଘୋଡ଼ାହାଡ଼, ବାଘଲଟି…
କ୍ୱାରାଣ୍ଟାଇନ ସେଣ୍ଟରରେ କୋଭିଡ ତାଲିମ କ୍ଲାସ: ସୁସ୍ଥ ହେଲେଣି ୪୯
ଛତ୍ରପୁର,୧୭।୫(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କୁ ପ୍ରଶାସନ ପକ୍ଷରୁ ୧୦ଦିନିଆ କୋଭିଡ-୧୯ ସମ୍ବନ୍ଧିୟ ତାଲିମ ପ୍ରଦାନ କରାଯାଉଛି। ଅନ୍ତେବାସୀମାନେ କୋଭିଡ ସମ୍ପର୍କରେ କିପରି ସଚେତନ ହେବେ ସେ ନେଇ ତାଲିମ ଦିଆଯାଉଛି ବୋଲି ରବିବାର ଗଞ୍ଜାମ ଜିଲାପାଳ ବିଜୟ…

