ଗଞ୍ଜାମ

ଏମ୍‌କେସିଜି ମେଡିକାଲରେ ବେଡର ଅଭାବ: ବାରଣ୍ଡାରେ କରୋନା ସନ୍ଧିଗ୍ଧ

ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ କରୋନା ବର୍ତ୍ତମାନ ବଢ଼ିବାରେ ଲାଗିଛି। ପ୍ରତିଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେବେ ବ୍ରହ୍ମପୁର ମହାନଗର ନିଗମର କୁଠାରୀ ମନ୍ଦିର ସାହିର ଜଣେ ଯୁବକଙ୍କ ଗତ ୨୮ ତାରିଖରେ କରୋନାରେ ମୃତ୍ୟୁ ଘଟିଥିବା…

କରୋନା ପାଇଁ ମରିଗଲା ମାନବିକତା: ଗାଁ ଦାଣ୍ଡରେ ୮ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

ଜଗନ୍ନାଥ ପ୍ରସାଦ, ୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଗୌଡ଼ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ କରୋନା ଭୟରେ ସାହି ଲୋକେ ଛୁଉଁ ନାହାନ୍ତି। ପ୍ରକାଶ ଯେ, ପଞ୍ଚଭୂତି…

ବାଳସୁଧାର ଗୃହରେ ପୁଣି ୫ ଅନ୍ତେବାସୀ କରୋନା ପଜିଟିଭ୍‌

ବ୍ରହ୍ମପୁର,୩ା୮: ବ୍ରହ୍ମପୁର ମଣ୍ଡଳକାରାଗାର ପରେ ଏବେ ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ବାଳସୁଧାର ଗୃହ (ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ)ରେ ଗତ ୧ ତାରିଖରେ ୪୫ ଜଣ ଅନ୍ତେବାସୀଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିବା ବେଳେ ସୋମବାର ପୁଣି ୫…

ଯୁବକଙ୍କ ମୁଣ୍ଡ କାଟି ହତ୍ୟା ଘଟଣା: ପରକୀୟା ପ୍ରୀତିରୁ ସ୍ତ୍ରୀ ଦ୍ୱାରା ଡାକି ହତ୍ୟା

ସୋରଡା,୨ା୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡ଼ଗଡ଼ ଥାନା ଏକଲପୁର ଗ୍ରାମ ନିକଟ କେଶବ ତୋଟା ପାଖ ବିଲମାଳରୁ ବୋରସିଂର ନୀଳାଞ୍ଚଳ ପ୍ରଧାନ (୨୩)ଙ୍କ ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଥିଲା। ମୃତଦେହର ଗଣ୍ଡି ଧାନ ବିଲରୁ ଓ ୫୦ ଫୁଟ…

ଶିଶୁକନ୍ୟା ପାଟିରେ ପଶିଗଲା ରଡ୍‌

ବ୍ରହ୍ମପୁର,୨ା୮: ଗଞ୍ଜାମ ଜିଲା କେଶପୁର ନିକଟ ପାଳକଷଣ୍ଢ ଗାଁରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଘର ଛାତ ଉପରେ ଖେଳୁଥିବା ସମୟରେ ଏକ ୪ବର୍ଷର ଶିଶୁକନ୍ୟା ପାଟିରେ ଲୁହା ରଡ୍‌ ପଶିଯାଇଛି। ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି…

କରୋନାକୁ ହରାଇ ଘରକୁ ଫେରିଲେ କ୍ରୀଡ଼ାଶିକ୍ଷକ

ବୁଗୁଡ଼ା,୨ା୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଅନ୍ତର୍ଗତ ବୁଗୁଡ଼ା ପିପୁଲସ କଲେଜର କ୍ରୀଡ଼ା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଶନିବାର ରାତିରେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗତ ୨୫ ତାରିଖରେ କୋଭିଡ୍‌…

ପ୍ରଥମ ଜିଲା ଭାବେ ମୃତ୍ୟୁରେ ଶତକ ଛୁଇଁଲା କରୋନା

ଭୁବନେଶ୍ୱର,୨।୮(ବ୍ୟୁରୋ): ଦିନକୁ ଦିନ ଗଞ୍ଜାମର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କରୋନା ସଂକ୍ରମଣ ଚିହ୍ନଟ ହେବାଠାରୁ ଆରମ୍ଭ କରି ମୃତକଙ୍କ ସଂଖ୍ୟାରେ ଜିଲା ସର୍ବାଗ୍ରେ ରହିଛି। ଇତି ମଧ୍ୟରେ ଜିଲାରେ ମୋଟ ୧୦୯୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ…

ଗୋଦାମରେ ସେକ୍ସ ର଼୍ୟାକେଟ୍:‌ ୨ ଦେହଜୀବୀ ଉଦ୍ଧାର, ୫ ଗ୍ରାହକ ଗିରଫ

ଗଞ୍ଜାମ,୧ା୮(ଡି.ଏନ୍‌.ଏ.)- ରମ୍ଭା ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରରେ ପାଟ୍ରୋଲିଂ କରୁଥିବାବେଳେ ଜହାମି ନିକଟ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏକ ଗୋଦାମରେ ଚଢାଉ କରିଥିଲା। ସେଠାରୁ ୨ ଦେହଜୀବୀଙ୍କୁ ଉଦ୍ଧାର କରିଥିବାବେଳେ ୫ ଗ୍ରାହକଙ୍କୁ ଗିରଫ କରିଛି। ଏକ କାର (ନଂ.ଓଆର୍‌୦୫ଏକ୍ସ-୦୬୮୧)…

ହତ୍ୟାକାରୀଙ୍କୁ ଗିରଫ ଦାବି: ଭେଜିପୁଟ ଫାଣ୍ଡି ଘେରିଲେ ଗ୍ରାମବାସୀ

ଖଲ୍ଲିକୋଟ,୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପଥରା ପଞ୍ଚାୟତ ଖଟିଆ ସାହିର ୩ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଶନିବାର ପୂର୍ବାହ୍ନ ୧୦ଟାରୁ ଭେଜିପୁଟ ଫାଣ୍ଡି ଘେରାଉ କରିଥିଲେ। ଜୁଲାଇ ୩ରେ ଘଟିଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏପରି ଘେରାଉ…

ରାମମନ୍ଦିର ନିର୍ମାଣ ଭୂମିପୂଜା ଲାଗି ଡାକଯୋଗେ ପଠାଗଲା ଋଷିକୂଲ୍ୟା ଜଳ

ପୁରୁଷୋତ୍ତମପୁର,୧ା୮: ଅଯୋଧ୍ୟାଠାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା ନିମନ୍ତେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ବାସସ୍ଥାନ ରତ୍ନଗିରି ପାହାଡ଼ର ମାଟି ଓ ପବିତ୍ର ଋଷିକୂଲ୍ୟା ନଦୀର ଜଳ ଲାଗି ପାଇଁ…

କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାରେ ଅବହେଳା: ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଗଞ୍ଜାମ,୧।୮(ଡି.ଏନ୍‌.ଏ.): ଗଞ୍ଜାମ ସହରର ଯୁବ ବ୍ୟବସାୟୀ ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ପାତ୍ର (ନାହାଣ)ଙ୍କ କରୋନାରେ ମୃତ୍ୟୁ ଘଟିଛି। କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ…

କରୋନା ନେଲା ଔଷଧ ଦୋକାନୀଙ୍କ ଜୀବନ: ଗଭୀର ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡର ବହୁ ପୁରୁଣା ସାହୁ ମେଡିକାଲ ଷ୍ଟୋର ମାଲିକ ସୀମାଞ୍ଚଳ ସାହୁଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଗତ କିଛିଦିନ ହେଲା ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?