କରୋନା ପାଇଁ ମରିଗଲା ମାନବିକତା: ଗାଁ ଦାଣ୍ଡରେ ୮ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

ଜଗନ୍ନାଥ ପ୍ରସାଦ, ୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଗୌଡ଼ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ କରୋନା ଭୟରେ ସାହି ଲୋକେ ଛୁଉଁ ନାହାନ୍ତି।
ପ୍ରକାଶ ଯେ, ପଞ୍ଚଭୂତି ଗୌଡ଼ ସାହିର ଗଣେଶ ସତପଥିଙ୍କୁ ଜ୍ୱର ହେବାରୁ ସକାଳ ୮ଟାରେ ସ୍ତ୍ରୀତାଙ୍କୁ ଜଗନ୍ନାଥ ପ୍ରସାଦ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା l ଚାରି ଦିନ ପୂର୍ବେ ବଡ଼ ଭାଇ ବିନାୟକଙ୍କର ହୃଦ୍‌ରୋଗରେ ମୃତ୍ୟୁ ଘଟିଥିଲା l କରୋନା ଜନିତ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ସାହିବାସୀ ଅନୁମାନ କରି ଗଣେଶଙ୍କ ମୃତଦେହକୁ କେହି ଛୁଇଁବାକୁ ରାଜି ହେଉ ନାହାନ୍ତି। ଦୀର୍ଘ ୬ ଘଣ୍ଟା ହେବା ତାଙ୍କ ମୃତଦେହ ଗାଁ ଦାଣ୍ଡରେ ପଡିରହିଥିବା ଦେଖିବାକୁ ମିଳୁଛି। ଖବର ଲେଖାହେବା ବେଳକୁ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସାହିରେ ପହଞ୍ଚିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ସମସ୍ୟାକୁ ଗୃହରେ ଜୋରଦାର କରିବ କଂଗ୍ରେସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଚାଲିବ। ଗୃହରେ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ...

ଆଜି କରୋନା ନେଲା ୮ ଜୀବନ

ଭୁବନେଶ୍ୱର,୯।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୦୭୮...

କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ମାମଲା: ନାରାୟଣଙ୍କ ସ୍ତ୍ରୀଙ୍କ ପକ୍ଷରୁ ମାମଲା ରୁଜୁ

କଟକ ଅଫିସ, ୮ା୮: କଟକରେ କିଛିଦିନ ତଳେ ୨୪ଘଣ୍ଟା ମଧ୍ୟରେ ୩ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ନୟାଗଡ଼ ଅଞ୍ଚଳର ନାରାୟଣ ସାହୁଙ୍କୁ...

ଚୋରାରେ ବିକୁଥିଲେ ଗ୍ୟାସ, ଧରା ପକାଇ ଦେଲେ ପଡ଼ୋଶୀ

ପାଟଣା,୭ା୧୨(ସ୍ବ ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ସଅଁରାପଶି ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ଘରେ ଯୋଗାଣ ବିଭାଗର ୫ଜଣିଆ ଟିମ୍‌ ଚଢ଼ାଉ କରି ମଙ୍ଗଳବାର...

ଭାରତ କଲା ରେକର୍ଡ: ଚାଇନା-ଆମେରିକା ପଡ଼ିଲେ ପଛରେ …

ନୂଆଦିଲ୍ଲୀ,୨୧।୪: କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଏକ ନୂଆ ରେକର୍ଡ ରଚିଛି। ଶୀଘ୍ର ସାର୍ବଜନୀକ ଟିକାଦାନ କରି ଭାରତ ପୃଥିବୀରେ ନୂଆ ରେକର୍ଡ କରିଛି। ଟିକାଦାନରେ...

ଦେଖନହାରୀ ସାଜିଛେ ପରଶାସନ: ସୀମା ଟପୁଛେ ସାମାଜିକ ବାସଁଦ୍‌ର ଜାତ୍‌ନା

ବାମରା, ୧୫।୧ (ଡି.ଏନ୍‌.ଏ.)-ଝାଡ଼ଖଣ୍ଡ ସୀମଡ଼େଗା ଅଂଚଲରୁ ଆସି ଗଲା ୨୫ ବଛର ହେଲା ବାମରା ବ୍ଲକ କେସାଇବାହାଲରେ ରହୁଥିବାର ପୁସୁ ମାଝିକଁର ପରିବାର ସାମାଜିକ ବାସଁଦ୍‌ର...

ବିପଦ ସୃଷ୍ଟି କରୁଛି ବାଡ଼ା ବିହୀନ ପୋଲ

ବାଲିଆ,୯।୮: ଜଳସେଚନ ବିଭାଗର ବେପରୁଆ ନୀତି ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି...

ଭାଗବତଙ୍କ ରାଷ୍ଟ୍ରବାଦ କଥାକୁ ନିରଞ୍ଜନଙ୍କ କଟାକ୍ଷ : ଭାଜପା କହିଲା ଯେମିତି ଚଷମା ପିନ୍ଧିଛନ୍ତି ସେମିତି ଦେଖାଯାଉଛି

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଆର୍‌ଏସ୍‌ଏସ୍‌ର ଅଖିଳ ଭାରତ କାର୍ଯ୍ୟକାରୀ ମଣ୍ଡଳ ବୈଠକ ପ୍ରଥମ ଥର ଲାଗି ଓଡିଶାରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ...

Advertisement


Archives

Model This Week