କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାରେ ଅବହେଳା: ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଗଞ୍ଜାମ,୧।୮(ଡି.ଏନ୍‌.ଏ.): ଗଞ୍ଜାମ ସହରର ଯୁବ ବ୍ୟବସାୟୀ ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ପାତ୍ର (ନାହାଣ)ଙ୍କ କରୋନାରେ ମୃତ୍ୟୁ ଘଟିଛି। କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗତ ସପ୍ତାହ ତଳେ କରୋନା ଆକ୍ରାନ୍ତ ହୋଇ ଟାଟା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇ ଥିବା ବେଳେ, ଅବହେଳା ଯୋଗୁ ପରିବାର ଲୋକେ ଭୁବନେଶ୍ୱର ନେଇ ଚିକିତ୍ସା କରିବା ପାଇଁ କହିଥିଲେ। ମାତ୍ର ମେଡିକେଲ କର୍ତ୍ତୃପକ୍ଷ ଛାଡ଼ି ନ ଥିଲେ ।
ଶନିବାର ସକାଳେ ହଠାତ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ତାଙ୍କ ମୃତ୍ୟୁକୁ ସହଜରେ କେହି ବିଶ୍ୱାସ କରିପାରୁ ନ ଥିବା ବେଳେ ଚିକିତ୍ସା ଅବହେଳାକୁ ଦାୟୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

ନବରଙ୍ଗପୁର,୪ା୬(ବି.ପ୍ର.)- ନବରଙ୍ଗପୁର ଜିଲାର ୨ ଜଣ ୧୦ମ ଶ୍ରେଣୀ ଛାତ୍ରୀ ଇସ୍ରୋ ଯିବା ପାଇଁ ମନୋନୀତ ହୋଇ ସୋମବାର ଅହମ୍ମଦାବାଦ ଗସ୍ତ କରିଛନ୍ତି। ଛାତ୍ରୀ ୨...

ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ଉଚ୍ଛେଦ ହେଲା ଦୋକାନ

ଚମ୍ପୁଆ,୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୃହକୁ ଶନିବାର ଚମ୍ପୁଆ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ତହସିଲଦାର...

୧୮ ମାସରେ ବଦଳିବ ସରକାରୀ କୋଠାର ରୂପରେଖ : ଖୁବ୍‌ଶୀଘ୍ର ଆରମ୍ଭ ହେବ ଉଚ୍ଛେଦ ଓ ନିର୍ମାଣ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ରାଜଧାନୀରେ ଥିବା ସରକାରୀ କୋଠା ଏବଂ କ୍ୱାର୍ଟର୍ସଗୁଡିକ ନବୀକରଣ କରାଯିବ। ଏନେଇ ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ସ୍ଥାନ ଚିହ୍ନଟ ହୋଇସାରିଛି। ପୂର୍ତ୍ତ ବିଭାଗ...

ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି ଜୋର

ବାରିପଦା ଅଫିସ, ୩୦।୬- ବିଶ୍ୱ ବିଖ୍ୟାତ ପୁରୀ ରଥଯାତ୍ରା ପରେ ବାରିପଦା ସ୍ବତନ୍ତ୍ର ଗୁରୁତ୍ୱ ରଖୁଥିବାରୁ ଏହାକୁ ‘ଦ୍ୱିତୀୟ ଶ୍ରୀକ୍ଷେତ୍ର’ ମାନ୍ୟତା ପ୍ରଦାନ ଦାବି ଜୋର...

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ମହାକାଳପଡ଼ା,୧୧।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଧୀନ ଦେଉଳପଡ଼ା ପଞ୍ଚାୟତର ସ୍ଥାନୀୟ ଓରତ ଗ୍ରାମର ଜଣେ ବ୍ୟକ୍ତି ବାର୍‌ହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଭ୍ରମରବର...

ସାବତ ମା’ଙ୍କ ତଣ୍ଟିଚିପି ହତ୍ୟା କଲା ପୁଅ

ନବରଙ୍ଗପୁର,୨୦ା୭(ବି.ପ୍ର.): ନବରଙ୍ଗପୁର ଗାଦବାଗଡ଼ା ସ୍ବାମୀ ବିକେକାନନ୍ଦ ବିଦ୍ୟାଳୟ ନିକଟରେ ରହୁଥିବା ଶ୍ରୀଧର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର ଏକ ଗାମୁଚା ସାହାଯ୍ୟରେ ସାବତ ମାଆ ରୁନି...

ବାୟୋମେଟ୍ରିକ୍‌ରେ ହାଜିରା ଦେବେ ସଫେଇ କର୍ମଚାରୀ

ଅନୁଗୋଳ ଅଫିସ, ୨୬।୨ – ଆଉ କାଗଜକଲମରେ ଉପସ୍ଥାନ ଚଳିବ ନାହିଁ। ଅନୁଗୋଳ ପୌରପାଳିକା ଅଧୀନରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନଙ୍କ ଉପସ୍ଥାନ ଏଣିକି ବାୟୋମେଟ୍ରିକ୍‌...

ସଡ଼କ ଦୁର୍ଘଟଣାରେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ

ରାୟଗଡା ଅଫିସ, ୨୫।୧୨: ଏକ ସଡ଼କ ଦୁର୍ଘଟଣାରେ ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ରାମନାଗୁଡ଼ା ବ୍ଲକର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *