ଗଞ୍ଜାମ

ଦର୍ଶନ ଲାଗି ଧାଡ଼ିରେ ଠିଆ ହୋଇଥିଲେ, ବେକରୁ ଝାମ୍ପିନେଲେ ସୁନାହାର

ବ୍ରହ୍ମପୁର ଅଫିସ,୧୦।୭: ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଛନ୍ତି। ରବିବାର ହରିଶୟନ ଏକାଦଶୀ। ଏହି ଅବସରରେ ଠାକୁରଙ୍କ ଦର୍ଶନ ପାଇଁ ଗୋଶାଣୀନୂଆଗାଁ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ମହିଳାମାନେ ଧାଡ଼ିରେ ଠିଆହୋଇ ଠାକୁରଙ୍କୁ ଦର୍ଶନ କରିବା ପାଇଁ…

ସମସ୍ୟାରେ ସନ୍ତୁଳିତ ଚିତ୍ରକର ପରିବାର

ଧରାକୋଟ,୧୦।୭(ଡି.ଏନ୍‌.ଏ.): ଠାକୁରଙ୍କ ଚିତ୍ର ଆଙ୍କିବା ପାଇଁ ରାଜା ପୁରୀ ବାଲିହରଚଣ୍ଡି ସାହିରୁ ଧରାକୋଟ ଆଣିଥିଲେ ଚିତ୍ରକର ପରିବାରକୁ। ଘର ସହ ଇନାମ ଆକାରରେ ଜମି ମଧ୍ୟ ଖଞ୍ଜୀଥିଲେ। ପ୍ରାୟ ଚାରିଶହ ବର୍ଷ ପୂର୍ବର ଜଗନ୍ନାଥ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାବେଳେ ଧରାକୋଟ…

୭ ମାସ ପରେ ବି ଅନ୍ତେବାସୀଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ,୧୦।୭: ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ (ବାଳକ)ରୁ ଅନ୍ତେବାସୀ ଚମ୍ପଟ ଘଟଣାର ୭ ମାସ ପରେ ବି ପୋଲିସ ୫ ଜଣଙ୍କ ପତ୍ତା ପାଇପାରିନାହିଁ। ଚମ୍ପଟ ଅନ୍ତେବାସୀମାନେ ନିଜ ଘରକୁ ଫେରିଲେ…

ଜାମୁଗଣ୍ଡ ନାଳରେ ଦୌଡ଼ି ବାନ୍ଧି ଘରକୁ ଗଲେ ଛାତ୍ରୀଛାତ୍ର

ପାତ୍ରପୁର,୧୦।୭(ଡି.ଏନ.ଏ): ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତରେ ବର୍ଷା ପାଣି ଯୋଗୁଁ ଜାମୁଗଣ୍ଡ ନାଳ ଭର୍ତ୍ତି ହୋଇଯିବାରୁ ଦଉଡ଼ି ବାନ୍ଧି ଛାତ୍ରୀଛାତ୍ର ଘରକୁ ଆସିଛନ୍ତି। ବୁରାତାଲ ପଞ୍ଚାୟତ କମଳାଖତ ନୂଆଁସାହି ତଥା ସେହି ଅଞ୍ଚଳରେ ଥିବା ପ୍ରାୟ ଦଶ ଖଣ୍ଡ ଗ୍ରାମକୁ ଯିବା…

ତାରାତାରିଣୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର ଅଫିସ,୧୦।୭: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀ ଦର୍ଶନ କରିଛନ୍ତି। ପରେ ସେ ବ୍ରହ୍ମପୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେଶନ…

ବନ୍ଦ ଘରୁ ମହିଳାଙ୍କ ମୃତଦେହ ଜବତ

ଦିଗପହଣ୍ଡି,୮ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ସାହସପୁର ପଞ୍ଚାୟତ ହାଟପଦା ଗ୍ରାମରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି । ସେ ହେଲେ ହାଟପଦା ଗ୍ରାମର ଏସ. ସରବା(୫୦)। ସରବା ଘରେ ଏକୁଟିଆ ରହୁଥିବା ବେଳେ ସାହି ପଡିଶାରେ…

ସ୍ମାର୍ଟ ସ୍କୁଲରେ ତାଲା, ପ୍ରାଥମିକ ବିଦ୍ୟାଳୟରେ ପାଠପଢା

ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ଛାତ୍ରୀଛାତ୍ରଙ୍କୁ ଉନ୍ନତ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୩୦ଟି ହାଇସ୍କୁଲକୁ ରୂପାନ୍ତରିତ କରାଯାଇଛି। ଗତ ଜୁନ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଏସବୁ ସ୍ମାର୍ଟ ସ୍କୁଲର ଉଦଘାଟନ କରାଯାଇଥିଲା। ଏଥିମଧ୍ୟରେ ବ୍ରହ୍ମପୁରରେ ୭ଟି…

ବଜ୍ରପାତରେ ୧୦ ମହିଳା ଆହତ

ଛତ୍ରପୁର,୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଟଲାମପୁର ଗ୍ରାମ ପଞ୍ଚାୟତର ଗଙ୍ଗାପୁର-୧ କମା ସାହିରେ ଶୁକ୍ରବାର ବଜ୍ରପାତରେ ୧୦ରୁ ଊର୍ଦ୍ଧ୍ୱ ମହିଳା ଆହତ ହୋଇଛନ୍ତି। ସେମାନେ ହେଲେ ସୁକୁମା ନାହାକ, ମଞ୍ଜୁଳା ନାହାକ, ହେମ ନାହାକ, ଲିଲି ନାହାକ, ପ୍ରବାସୀ ନାହାକ,…

ଘର ସମ୍ମୁଖରୁ ନେଇଥିଲେ ବାଇକ୍‌, ଏବେ ପଡ଼ିଲେ ଧରା

ବ୍ରହ୍ମପୁର ଅଫିସ,୮ା୭: ବଡବଜାର ଥାନା ପୋଲିସ ଦୁଇ ଚୋରି ବାଇକ୍‌ ଜବତ କରିବା ସହ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ସାଗର ପଣିଗ୍ରାହୀ ଓ ପିଣ୍ଟୁ ସେଠୀ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରେମନଗରରେ ରହୁଥିବା ରବିନାରାୟଣ ପାଢୀଙ୍କ…

ପରିବାର ଲୋକେ ମନାକରିବାରୁ ସୁଧାର ଗୃହ ଗଲେ ଉଦ୍ଧାର ମହିଳା

ଆସିକା,୮।୭(ଡି.ଏନ୍‌.ଏ.): ଗାଙ୍ଗପୁର ଥାନା ଚଞ୍ଚରାପଲ୍ଲୀ ଗ୍ରାମର ସାଇବାଣୀ ଗୌଡ ୫ବର୍ଷ ହେଲା ନିଖୋଜ ଥିଲେ। ତାଙ୍କୁ ଗାଙ୍ଗପୁର ପୋଲିସ ହରିୟାଣାର ଶିର୍ଶା ଜିଲା ଅନ୍ତର୍ଗତ ଏଲାନାବାଗରୁ ଉଦ୍ଧାର କରି ମଙ୍ଗଳବାର ଗାଁକୁ ଆଣିଥିଲେ। ତେବେ ପରିବାରରେ ତାଙ୍କ ରହିବା ନେଇ କୌଣସି…

ଗଞ୍ଜାମ ଜିଲାପାଳଙ୍କ ନାମରେ ଫେକ୍‌ ହ୍ବାଟ୍ସଆପ୍‌

ବ୍ରହ୍ମପୁର ଅଫିସ,୮ା୭: ସାଇବର ଠକମାନେ ସାଧାରଣ ଲୋକଙ୍କୁ ଠକି ଟଙ୍କା ଲୁଟି ନେଉଥିବା ଘଟଣା ନେଇ ବାରମ୍ବାର ଥାନାରେ ଏତଲା ହେଉଛି। ହେଲେ ବର୍ତ୍ତମାନ ଗଞ୍ଜାମ ଜିଲାପାଳଙ୍କ ନାମରେ ଫେକ୍‌ ହ୍ବାଟ୍ସଆପ୍‌ ଖୋଲାଯାଇ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ମେସେଜ୍‌ ଆସୁଥିବା ଘଟଣା…

ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ୨ ବ୍ଲକର ସମସ୍ତ ସରପଞ୍ଚ

ଗଞ୍ଜାମ,୭ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଓ ହିଞ୍ଜିଳି ବ୍ଲକର ବିଭିନ୍ନ ପଞ୍ଚାୟତ ସରପଞ୍ଚ ଗୁରୁବାର ଗଞ୍ଜାମ ବ୍ଲକ ଗସ୍ତରେ ଆସି ପ୍ରଥମେ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିଦର୍ଶନ କରିଥିଲେ। ସେଠାରେ ଶିଶୁ ପାର୍କ, କଲ୍ୟାଣୀ ମଣ୍ଡପ, ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?