ପଥରରେ ନିର୍ମାଣ ହେବ ପୋତାଗଡ଼ ମୁଖ୍ୟ ଫାଟକ: ନିର୍ମାଣ କାର୍ଯ୍ୟ ଶୀଘ୍ର, ୬ କୋଟି ୯୭ ଲକ୍ଷ ବ୍ୟୟ ଅଟକଳ
ଗଞ୍ଜାମ,୨୧।୪(ଡି.ଏନ.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଏହି ଐତିହାସିକ ପୋତାଗଡ଼ ଉନ୍ନତି କରଣ ପାଇଁ ୬ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ହୋଇଥିବା ତହସିଲ ଅଫିସ…
ଅଟକିଛି ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ
ଛତ୍ରପୁର,୨୧।୪(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଆର୍ଥିକ ବର୍ଷରେ ଗଞ୍ଜାମ-କନ୍ଧମାଳ ଜିଲା ବ୍ଲକ ସଂଯୋଗ ଯୋଜନା ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ କେରୁବାଡି-ଆଡିପଙ୍ଗା ଭାୟା ବେଡେପଙ୍ଗା ରାସ୍ତା ନିର୍ମାଣ ପରିକଳ୍ପନା କରାଯାଇଥିଲା। ତେବେ ଉକ୍ତ ରାସ୍ତା ପାଇଁ ଆବଶ୍ୟକ ଜମି ଡିମାରକେଶନରେ…
ଦାବି ପୂରଣ ନ ହେଲେ କାର୍ଯ୍ୟ ବନ୍ଦ ଚେତାବନୀ
ହିଞ୍ଜିଳିକାଟୁ,୨୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଲ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ହିଞ୍ଜିଳିକାଟୁ ବ୍ଲକର ସମସ୍ତ ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ…
ନିମ୍ନମାନର ଛତୁଆ ପ୍ରଦାନକୁ ନେଇ ତୀବ୍ର ଅସନ୍ତୋଷ
ପୁରୁଷୋତ୍ତମପୁର,୨୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ବିଡିଓ ବିଜୟ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ପିଙ୍କି ବେହେରା ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସ୍କା ଏମ୍ପି ପ୍ରମିଳା ବିଷୋୟୀ ଓ ସମ୍ମାନିତ…
ଯୁବକଙ୍କୁ ତହସିଲଦାର ଚାପୁଡ଼ା ମାରିବା ଘଟଣା: ଜିଲାପାଳଙ୍କଠାରେ ତଦନ୍ତ ଦାବି
ଛତ୍ରପୁର,୨୦ା୪(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସିପକୁଦା ଗ୍ରାମର ଅରଣ୍ୟ କୁମାର ନାହାକଙ୍କୁ ୧୩ ତାରିଖରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ସ୍ଥାନୀୟ ଲୋକେ ଏହି ମାଡ଼ ଘଟଣାକୁ ନେଇ ତହସିଲଦାରଙ୍କୁ…
ପୋଲିସକୁ ଚକମା ଦେଖାଇ ଖସିଆସୁଥିଲେ, ରାସ୍ତାରେ ଓଲଟିଲା ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ
ଭଞ୍ଜନଗର,୨୦।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳିଗ୍ରାମ ନିକଟରେ ବୁଧବାର ସକାଳେ ଏକ ପିକ୍ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଭ୍ୟାନରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି। ଖବର ପାଇ ,…
୩ ବର୍ଷ ପରେ ଅଙ୍ଗନୱାଡି ଶିଶୁଙ୍କୁ ମିଳିଲା ପୋଷାକ
ଛତ୍ରପୁର,୧୯।୪(ଡି.ଏନ୍.ଏ .) : ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସି ୯ ନମ୍ବର ୱାର୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କୁ ଦୀର୍ଘ ୩ ବର୍ଷ ପରେ ପୋଷାକ ମିଳିଛି । ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧ କ୍ରମେ ଛତ୍ରପୁର ଏନ୍ଏସିର ୯ ନମ୍ବର ୱାର୍ଡରେ…
ମନ୍ଦିରରୁ ଅଢେଇ କେଜି ରୂପା ଅଳଙ୍କାର ଚୋରି
ବ୍ରହ୍ମପୁର ଅଫିସ,୧୯।୪: ଗଞ୍ଜାମ ଜିଲା ଗୋଶାଣିନନୁଆଗାଁ ଥାନା ଅଧୀନ ମୁସଲିମ ସ୍ମଶାନ ସମ୍ମୁଖରେ ଥିବା ହରିହର ମନ୍ଦିର ନିକଟ ଆୟାପ୍ପା ମନ୍ଦିରରୁ କିଛି ଦୁର୍ବୃତ୍ତ ରୁପା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୂଜକ ମଙ୍ଗଳବାର ସକାଳେ ମନ୍ଦିର କବାଟ…
ମାଓବାଦୀ ନେତା ସବ୍ୟସାଚୀ ୬ ମାମଲାରେ ନିର୍ଦ୍ଦୋଷ
ପାରଳାଖେମୁଣ୍ଡି,୧୯ା୪(ଡି.ଏନ୍.ଏ.):ଗଜପତି ଜିଲା ଦୌରାଜଜ୍ ସୋମବାର ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ୬ଟି ସଙ୍ଗିନ୍ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସବ୍ୟସାଚୀଙ୍କ ବିରୋଧରେ ଜିଲାର ବିଭିନ୍ନ ଥାନାରେ ୪୫ ମାମଲା ରହିଥିଲା। ସେଥିରୁ ୩୨ ମାମଲାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ…
କ୍ୟାଣ୍ଡେଲ, ମୋବାଇଲ ଆଲୁଅରେ ଚିକିତ୍ସା
ପୋଲସରା,୧୮।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ରବିବାର ସନ୍ଧ୍ୟାରେ ବିଦ୍ୟୁତ୍ କାଟ ହୋଇଥିବା ବେଳେ କ୍ୟାଣ୍ଡେଲ ଓ ମୋବାଇଲ ଫୋନ୍ ଆଲୁଅରେ ରୋଗୀ ଚିକିତ୍ସା କରାଯାଇଛି। ଏପରିକି ଜଣେ ମହିଳାଙ୍କ ପ୍ରସବ ମଧ୍ୟ କରାଯାଇଛି। ପୋଲସରା…
ସମସ୍ୟା ଘେରରେ ଡାଳଖାଇ ଓଡିଆର୍ପି କଲୋନୀ
ରମ୍ଭା,୧୮।୪: ରମ୍ଭା ଥାନା ଇଲାକା ଗଞ୍ଜାମ ବ୍ଲକ ରାମଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଳଖାଇ ଓଡିଆରପି କଲୋନୀ ବହୁବିଧ ସୁବିଧା ସୁଯୋଗରୁ ବଞ୍ଚିତ। ସମସ୍ୟା ଘେରରେ ଉବୁଟୁବୁ ହେଉଥିଲେ ମଧ୍ୟ ପ୍ରଶାସନର ଅଣଦେଖା ମନୋଭାବ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବାରେ…
କିନ୍ନରଙ୍କୁ ପଟ୍ଟା ବଣ୍ଟନ କଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୧୮ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ ରହୁଥିବା ୧୭ ଜଣ କିନ୍ନରଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଘରବାଡ଼ି ପଟ୍ଟା ପ୍ରଦାନ କରଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଛତ୍ରପୁରଠାରେ ଏହି ପଟ୍ଟା ବଣ୍ଟନ କରିଥିଲେ। ଏନେଇ ଜିଲାପ୍ରଶାସନକୁ କିନ୍ନରମାନଙ୍କ ପକ୍ଷରୁ…
Archives


