ଗଞ୍ଜାମ

୩୪ ଦିନରେ ୩୬ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ୍‌,୫।୧: ବ୍ରହ୍ମପୁର ସହରର ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗଠନ ହୋଇଛି ଟ୍ରାଫିକ ୟୁନିଟ୍‌। ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ଗଠିତ ଟ୍ରାଫିକ୍‌ ୟୁନିଟର ମୂଳ ଲକ୍ଷ୍ୟ ଲୋକଙ୍କୁ ଏବଂ ଯାନବାହନ ଚାଳକଙ୍କୁ ଟ୍ରାଫିକ୍‌…

ସୁନ୍ଦର ସହର ଗଢ଼ି ତୋଳିବାକୁ ଆହ୍ବାନ

ବ୍ରହ୍ମପୁର ଅଫିସ୍‌,୫।୧: ବ୍ରହ୍ମପୁର ମହାନଗରକୁ ଦେଶରେ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପରିକଳ୍ପନା କରାଯାଇଛି। ତେଣୁ ସମସ୍ତେ ମିଳିମିଶି ଏହାର ସଫଳ ରୂପାୟନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଶମ ନଗରବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସହରରେ ବାଣିଜ୍ୟ…

ଦୀର୍ଘ ୯ ମାସ ପରେ ଖୋଲିଲା ମା’ ତାରାତାରିଣୀ ମନ୍ଦିର

ପୁରୁଷୋତ୍ତମପୁର,୩।୧(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ତଥା ଓଡ଼ିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ମନ୍ଦିର ମହାମାରୀ କରୋନା ଭୂତାଣୁ ଯୋଗୁ ଦୀର୍ଘ ୯ ମାସ ବନ୍ଦ ରହିଥିଲା। ଯାହାକି ଜିଲା ପ୍ରଶାସନର କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ, ରବିବାର ଅତିରିକ୍ତ ଜିଲାପାଳ…

ବ୍ରହ୍ମପୁର ବନଖଣ୍ଡ: ପକ୍ଷୀଗଣନାରେ ସାମିଲ ହେବେ ୩୮ ଦଳ

ବ୍ରହ୍ମପୁର ଅଫିସ,୨।୧- ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳରେ ରବିବାର ବାର୍ଷିକ ପକ୍ଷୀ ଗଣନା ହେବ। ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହେବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ବନଖଣ୍ଡ ଅଧୀନ ଦିଗପହଣ୍ଡି, ଖଲ୍ଲିକୋଟ, ବ୍ରହ୍ମପୁର ଓ ସାମନ୍ତିଆପଲ୍ଲୀ…

ତାରାତାରିଣୀଙ୍କୁ ଦର୍ଶନ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଛତ୍ରପୁର,୨ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଥିବା ମା’ ତାରାତାରିଣୀ ମନ୍ଦିର ରବିବାରଠାରୁ ଜନସାଧାରଣଙ୍କ ଦର୍ଶନ ଲାଗି ଗାଇଡ୍‌ଲାଇନ୍‌ ଅନୁସାରେ ହେବ। ଏନେଇ ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ସମ୍ପର୍କରେ ଅପରାହ୍ନରେ…

ଘରେ ରହି ନୂଆବର୍ଷ ସ୍ବାଗତ କରିବାକୁ ପରାମର୍ଶ

ଛତ୍ରପୁର,୩୧ା୧୨(ଡି.ଏନ୍‌.ଏ.)-ଘରେ ନିଜ ପରିବାର ସହ ରହି ନୂଆବର୍ଷର ପ୍ରଥମ ଦିନକୁ ସ୍ବାଗତ କରିବାକୁ ଗଞ୍ଜାମ ଜିଲାବାସୀଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ଜିଲାପାଳ କହିଛନ୍ତି, ନୂଆବର୍ଷ ପାଇଁ ବାହାରକୁ ଯଥା ପାର୍କ, ବେଳାଭୂମିକୁ ଯାଇ…

ଗଞ୍ଜାମରେ ୭ ଘଣ୍ଟା ୧୪୪ ଧାରା

ଛତ୍ରପୁର,୩୧ା୧୨(ଡି.ଏନ.ଏ.)-ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଥିରେ କଟକଣା ଲଗାଇଛନ୍ତି। ଗୁରୁବାର ରାତି ୧୦ରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ହୋଇଛି।…

କପିଳାସ ଚିଡିଆଖାନାକୁ ଗଲା ଉଦ୍ଧାର ହାତୀ ଛୁଆ

ବ୍ରହ୍ମପୁର ଅଫିସ,୩୧ା୧୨-ଗଞ୍ଜାମ ଜିଲା ଚିକିଟି ବ୍ଲକ ବାହୁଦା ନଦୀ ତଟ ଚିଙ୍ଗୁଡ଼ି ଘେର ଜାଲରେ ଫସିଯାଇଥିବା ହାତୀ ଛୁଆକୁ ମଙ୍ଗଳବାର ସ୍ଥାନୀୟ ଲୋକେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଉଦ୍ଧାର ହାତୀ ଛୁଆକୁ ଗୁରୁବାର କପିଳାସ ଚିଡିଆଖାନାକୁ ପଠାଯାଇଛି…

ମାଛଘେରି ନଷ୍ଟ କଲେ ହାତୀପଲ

ଚିକିଟି,୩୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଗତ କିଛିଦିନ ହେଲା ହାତୀପଲ ଉପଦ୍ରବ ଚଳାଇଛନ୍ତି। ୧୫ ଦିନ ତଳେ ବ୍ଲକ୍‌ ଅନ୍ତର୍ଗତ ଗୋବିନ୍ଦନଗର, ପିତାତଳି, ରାମଚନ୍ଦପୁର ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ହାତୀପଲ ପଶି ଧାନଫସଲ ସମେତ ପାନବରଜ ଆଦି…

୩୧ରେ ଗୋପାଳପୁର ବେଳାଭୂମି ମନା

ଛତ୍ରପୁର,୨୮ା୧୨(ଡି.ଏନ୍‌.ଏ.): ଚଳିତବର୍ଷର ଶେଷଦିନ ଅର୍ଥାତ୍‌ ୩୧ତାରିଖ (ଗୁରୁବାର) ଗୋପାଳପୁର ବେଳାଭୂମିକୁ ଯିବା ମନା ହୋଇଛି। କାହାରିକୁ ସେଠାକୁ ଛଡ଼ାଯିବନି ବୋଲି ରବିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏଥିସହ ବାହାରେ ଜିରୋନାଇଟ୍‌ ପାଳନ କରିବାକୁ ନିଷେଧ କରାଯାଇଥିବା…

ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି

ବ୍ରହ୍ମପୁର ଅଫିସ୍‌,୨୮ା୧୨: ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ପୁଣି ଥରେ ଏକ ନୂତନ ରେକର୍ଡ ହାସଲ କରିବା କ୍ଷେତ୍ରରେ ସଫଳ ହୋଇଛନ୍ତି। ସତ୍ୟଙ୍କ ଦ୍ୱାରା ୧୧୧୫ ବୋତାମରେ ନିର୍ମିତ ହୋଇଥିବା କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ…

ବ୍ରହ୍ମପୁରର ଗୁଗଲ୍‌ ଗର୍ଲ ଜିଜ୍ଞାସା

ବ୍ରହ୍ମପୁର ଅଫିସ୍‌,୨୮ା୧୨: ପିଲାଟି ଦିନରୁ ସବୁ ବିଷୟରେ ଜାଣିବାକୁ ଇଚ୍ଛା ରଖିଥିବା ୪ ବର୍ଷର ଝିଅ ଆଜି ବ୍ରହ୍ମପୁରର ଗୁଗୁଲ୍‌ ଗର୍ଲ ଭାବେ ପରିଚୟ ପାଇଛି। ସେ ହେଉଛି ବ୍ରହ୍ମପୁର ଫାଷ୍ଟଗେଟ୍‌ ଅଞ୍ଚଳର ଜିଜ୍ଞାସା ମହାନ୍ତି। ସାଧାରଣ ଜ୍ଞାନ ଦକ୍ଷତାରେ ବେଶ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri