ଘର ଛାଡି ଚାଲିଯିବାକୁ ମହିଳାଙ୍କୁ ଧମକ, ସିସିଟିଭିରେ କଏଦ ହେଲା ଦୃଶ୍ୟ
ବ୍ରହ୍ମପୁର ଅଫିସ,୩।୬: ଜନୈକା ବିଧବା ମହିଳାଙ୍କୁ ବନ୍ଧୁକ ଲଗାଇ ଘର ଛାଡି ଚାଲିଯିବାକୁ ଧମକ ଦିଆଯାଇଥିବା ନେଇ ଥାନାରେ ଏକ ଅଭିଯୋଗ ହୋଇଛି। ଏନେଇ ବଡବଜାର ଥାନା ପୋଲିସ ଏକ ମାମଲା(ନଂ.୧୨୯/୨୨) ରୁଜୁ କରିଛି। ପୋଲିସ ଘଟଣାର ସିସିଟିଭି ଫୁଟେଜକୁ ସଂଗ୍ରହ…
ବାସନ୍ଦ ଘଟଣା: ପୂର୍ବତନ ସରପଞ୍ଚ-ଗ୍ରାମବାସୀ ଟଣାଓଟରା
ଗଞ୍ଜାମ,୩।୬(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଡି.ନିରଞ୍ଜନ ରେଡ୍ଡୀଙ୍କ ସମେତ ୪ ପରିବାରଙ୍କୁ ଗ୍ରାମରୁ ବାସନ୍ଦ କରାଯିବା ଘଟଣା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି । ଏନେଇ ପୂର୍ବତନ ସରପଞ୍ଚ ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…
ଗୋଲ୍ଡ ପାଇ ମା’ବାପାଙ୍କୁ ଶ୍ରେୟ ଦେଲେ ମୁକେଶ
ଗଞ୍ଜାମ,୩ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଚାଲିଥିବା ୧୦ରୁ ୧୫ ବର୍ଷ ବୟସ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଗଞ୍ଜାମ ଓଡ଼ିଆ ଢାମଣା ସାହିର ମନୋରଞ୍ଜନ ସାହୁଙ୍କ ପୁଅ ମୁକେଶ କୁମାର ସାହୁ (ରାଜ) ଗୋଲ୍ଡ ମେଡାଲ ହାସଲ କରି ଗଞ୍ଜାମ ସହର…
ଯୋଶେଫ ହତ୍ୟା ମାମଲା: ୨ ଭାଇଙ୍କୁ ଆଜୀବନ ଜେଲ
ଭଞ୍ଜନଗର,୨।୬(ଡି.ଏନ.ଏ): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଗୌଡ଼ଗୋଠ ପଞ୍ଚାୟତ ଅଧୀନ ଦୁଦୁବୁରୀ ଗ୍ରାମରେ ୨୦୧୬ ଅଗଷ୍ଟ ୨୬ରେ ଘଟିଥିବା ଯୋଶେଫ ପାଟ୍ଟମାଝୀ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଡ. ଅରୁଣ କୁମାର ସାହୁ ସାକ୍ଷୀଙ୍କ ବୟାନକୁ…
ଚକ୍ରେ କ୍ଷୁଦ୍ରତମ ଐତିହ୍ୟ କଳାକୃତି
ବ୍ରହ୍ମପୁର ଅଫିସ୍,୨।୬: ରାଜ୍ୟ ସମେତ ଭାରତବର୍ଷରେ ଥିବା ବିଭିନ୍ନ ଐତିହ୍ୟ ସ୍ଥଳୀଗୁଡିକୁ ଚକ୍ ମାଧ୍ୟମରେ କ୍ଷୁଦ୍ର କଳାକୃତି ନିର୍ମାଣକରି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଛନ୍ତି। ସତ୍ୟ ଗତ ଜାନୟାରୀରେ ଚକ୍ରେ ୦.୫ ଓ…
ନିଶାସକ୍ତଙ୍କୁ ଧରିବାକୁ ପୋଲିସ ସଜାଗ
ବ୍ରହ୍ମପୁର ଅଫିସ,୨।୬: ବ୍ରହ୍ମପୁର ସହରରେ ପୋଲିସ ନିଶାସକ୍ତ ଚାଳକଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଚାଳକଙ୍କୁ ପୋଲିସ ଥାନାକୁ ନେଉଛି। ସେମାନଙ୍କ ଗାଡି ଜବତ କରାଯିବା ସହ ମାମଲା ରୁଜୁ ହେଉଛି। କୋର୍ଟରେ ଜରିମାନା…
ଧାନ ମିଲ୍ର ଧୂଳି, କୁଣ୍ଡା କରୁଛି ଗାଁକୁ ପ୍ରଦୂଷଣ
ପାତ୍ରପୁର,୨।୬(ଡି.ଏନ୍.ଏ.): ସୂର୍ଯ୍ୟ ଉଦୟ ହେଲେ ଗ୍ରମାବାସୀଙ୍କ ଚିନ୍ତା ବଢୁଛି, ଭୋରରୁ ରାତି ୯ଟା ଯାଏ ଘରର ଦାଣ୍ଡ ଦୂଆର ଓ ବାଡ଼ି କବାଟ ଦେଇ ରହିବାକୁ ପଡୁଛି। ଘରୁ ବାହାରକୁ ବାହାରିଲେ ଚୋରଙ୍କ ଭଳି ମୁଣ୍ଡରେ ଗାମୁଛା ଘୋଡ଼େଇ ଆସିବାକୁ ପଡୁଛି।…
୧୦୦ ପୋଖରୀ ପାଇଁ ଜଳ ସମୃଦ୍ଧି ଆରମ୍ଭ
ଛତ୍ରପୁର,୨।୬ (ଡି.ଏନ୍.ଏ.): ଗଞ୍ଜାମ ଜିଲା ପ୍ରଶାସନ ବିଭିନ୍ନ ସମୟରେ ତାରା, ସ୍ବଂୟସିଦ୍ଧା, ନିର୍ଭୟ କଢି, ମୋ ଗେହ୍ଲା ଝିଅ ଭଳି ନିଜସ୍ବ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରି ସେଥିରେ ସଫଳ ହୋଇଛି। ଏହାକୁ ରାଜ୍ୟ ସରକାର ମଧ୍ୟ ପ୍ରଶଂସା କରିଛନ୍ତି।…
ଗଞ୍ଜାମରୁ କୃଷ୍ଣପ୍ରସାଦକୁ ଯୋଗାଣ ହେବ ପାଣି
ଛତ୍ରପୁର,୨।୬ (ଡି.ଏନ.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀରୁ ଗଞ୍ଜାମ ବ୍ଲକ ଓ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକକୁ ପାଇପ ଯୋଗେ ପାଣି ଯୋଗାଣ ପାଇଁ ମେଗା ପ୍ରକଳ୍ପ ଲାଗି ପରିକଳ୍ପନା କରାଯାଇଛି। ବୁଧବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଡିଆରଡିଏର ଜଉଗଡ଼ ସମ୍ମିଳନୀ କକ୍ଷରେ ରାଜ୍ୟ…
ନବୀନଙ୍କ ରାଜନୈତିକ କ୍ୟାରିୟର, ଗଞ୍ଜାମରୁ ଆରମ୍ଭ….
ବ୍ରହ୍ମପୁର ଅଫିସ,୨ା୬: ଗଞ୍ଜାମ ଜିଲାରୁ ନବୀନ ପଟ୍ଟନାୟକ ରାଜନୀତି ଆରମ୍ଭ କରିବାର ୨୫ ବର୍ଷ ବିତିଛି। ଏହି ସମୟ ମଧ୍ୟରେ ସେ ୩ ଲୋକ ସଭା ଓ ୫ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ସବୁ ନିର୍ବାଚନରେ ଅପରାଜିତ ହୋଇ ରାଜନୈତିକ କ୍ଷେତ୍ରରେ…
ନାବାଳିକାଙ୍କୁ ଅସଦାଚରଣ କରି ଅବସରପ୍ରାପ୍ତ ସୈନିକ ଅଟକ
ବାଲେଶ୍ବର ଅଫିସ ୩୧।୫: ବାଲେଶ୍ବର ଜିଲା ବରପୁର ଥାନା ଅଧୀନ ଛତ୍ରପୁର ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସୈନିକ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ବରହମ୍ପୁର ପୋଲିସ ଏକ ମାମଲା(ନଂ.୬୨/୨୦୨୨) ରୁଜୁ କରି ଅବସରପ୍ରାପ୍ତ ସୈନିକ ରାଜକିଶୋର ବେହେରା(୬୨)ଙ୍କୁ ଅଟକ…
ଆଇପିଏଲ୍ ବେଟିଂ: ୪ ଗିରଫ, ୭.୬ ଲକ୍ଷ ଜବତ
ଆସିକା,୩୦ା୫(ଡି.ଏନ୍.ଏ.)-ଆଇପିଏଲ୍ ଫାଇନାଲ ମ୍ୟାଚ ଲାଗି ରବିବାର ବେଟିଂ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଏନ୍ଏସି ସୁନାମ୍ବ ସାହିର ସାହିଲ ଗୌଡ, ଶୁଭମ୍ ଆଚାରୀ, ଶମ୍ଭୁ ପାଢୀ ଏବଂ ଗୁଣ୍ଠପଡା ଗ୍ରାମର ରତ୍ନାକର…
Archives


