ଗଞ୍ଜାମ

ଦୀର୍ଘ ୬ ମାସ ହେଲା ଅନ୍ଧାରରେ ନୂଆସାହି ବାସିନ୍ଦା

ପୋଲସରା,୩୦ା୭(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ନୂଆସାହି ବାସିନ୍ଦା ଦୀର୍ଘ ୬ ମାସ ହେବ ଅନ୍ଧାରରେ ଚଳପ୍ରଚଳ କରୁଛନ୍ତି। ଉକ୍ତ ସାହିରେ ଷ୍ଟ୍ରିଟ୍‌ ଲାଇଟ୍‌ ଦୀର୍ଘ ୬ ମାସ ହେବ ବନ୍ଦ ହୋଇପଡ଼ିଛି। ଯାହା ଫଳରେ…

୬ବର୍ଷ ହେଲା ହାତୀ ଗଣନା ହୋଇନି, ମଲେଣି ୫୨୬

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀ ବିବାଦ ବଢ଼ୁଛି। ବିଶେଷ କରି ହାତୀ ଏବଂ ମଣିଷ ଅଧିକାଂଶ ସମୟ ମୁହଁାମୁହିଁ ହେଉଥିବା ଦେଖାଦେଉଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ଶିକାରୀ ହାତୀକୁ ମାରୁଛି। ଏଥିସହ ବିଭିନ୍ନ…

କାଳୀମନ୍ଦିର ଅଳଙ୍କାର ଲୁଟ୍‌: ପୋଲିସର ପଚରାଉଚରା ଜାରି

ଗଞ୍ଜାମ,୨୯ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା କଲେଜ ରୋଡ୍‌ସ୍ଥିତ ଦାମୋଦରପୁର ଗ୍ରାମ ନିକଟରେ ଥିବା ମା’ କାଳୀମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ରଡ୍‌ ସାହାଯ୍ୟରେ ମନ୍ଦିର ତାଲା ଭାଙ୍ଗି ମା’ରୁପା ଓ ସୁନା ଅଳଙ୍କାର ଲୁଟି…

ବଳାତ୍କାରଙ୍କୁ ୪ ବର୍ଷ ଜେଲ

ବ୍ରହ୍ମପୁର,୨୮ା୭(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ସମସ୍ତ ପ୍ରମାଣକୁ ଭିତ୍ତିି କରି ଅଭିଯୁକ୍ତ ପ୍ରହଲ୍ଲାଦ ନଗରର ତ୍ରିଲୋଚନ ସାହୁ ଓରଫ ବାବୁ(୩୦)ଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…

ବନ୍ଧୁକ ସହ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କୋଦଳା,୨୮ା୭(ଅମିତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା ଥାନା ଅଧୀନ କଞ୍ଚଣା ଗ୍ରାମର ଅର୍ଜୁନ ପଲିଟ୍ରି କୁକୁଡ଼ା ଫାର୍ମରେ ଗତ ଏପ୍ରିଲ ମାସରେ ଦାଦାବଟି ମାଗିବା ଏବଂ ବୋମାମାଡ଼ କରିବା ଅଭିଯୋଗରେ କୋଦଳା ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

ରାଜପଥ ପାର୍ଶ୍ୱ ଦୋକାନରେ ପୋଲିସ ଚଢ଼ାଉ

ଗଞ୍ଜାମ,୨୮।୭(ବିଦ୍ୟାଧର ସାହୁ ): ଗତ କିଛି ଦିନ ତଳେ ପୁଇଁତୋଳା ଛକଠାରେ ପାନ ଦୋକାନ କରିଥିବା ଦୁଇ ଭାଇଙ୍କୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ କର୍ନାଟକ ପୋଲିସ ଉଠାଇ ନେଇଥିଲା l ଏହି ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ…

ନାବାଳିକା ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ବ୍ରହ୍ମପୁର,୨୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଲକ୍ଷ୍ମୀନୃସିଂହସାହି ୮ମ ଲାଇନର ସୀମାଞ୍ଚଳ ନାହାକ(୨୩)। ପୋଲିସ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଇଛି। ଧାରା ୧୬୪…

‘ଦେଶର ବିକାଶରେ ଯୁବପିଢ଼ି ଅଂଶୀଦାର ହେବା ଲାଗି ଆହ୍ବାନ’

ଛତ୍ରପୁର,୨୭ା୭(ସନ୍ତୋଷ ପାଢ଼ୀ):‘ଧରିତ୍ରୀ’ର ୫୦ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ‘ଗଣମାଧ୍ୟମ, ଗଣତନ୍ତ୍ର, ଯୁବପଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ…

ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ, ଜଣେ ଗିରଫ

ହିଞ୍ଜିଳିକାଟୁ,୨୬ା୭(ଦ୍ୱିତୀକୃଷ୍ଣ ପଣ୍ଡା): ଟିପିଏସ୍‌ଓଡିଏଲ ଭିଜିଲାନ୍ସ ଟିମ୍‌କୁ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଆକ୍ରମଣ ଘଟଣାରେ ବୁଧବାର ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ଉକ୍ତ ଗ୍ରାମର ରାମକୃଷ୍ଣ ସାହୁ । ମଙ୍ଗଳବାର ବିଦ୍ୟୁତ ଭିଜିଲାନ୍ସର ଏକ ଟିମ୍‌ ବିଦ୍ୟୁତ…

ନ୍ୟାୟ ଦାବିରେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ

ବେଗୁନିଆପଡ଼ା,୨୬ା୭(ସୁଶାନ୍ତ କୁମାର ପଟ୍ଟନାୟକ): ପ୍ରେମ କରି ବାହା ହୋଇଥିଲେ। ଏବେ ହାତ ଛାଡ଼ିଦେଲେ। ପ୍ରେମ ବିବାହ କରି କିଛି ବର୍ଷ ଏକାଠି ରହିବା ପରେ ଏବେ ସ୍ତ୍ରୀଙ୍କ ହାତ ଛାଡ଼ି ଦେଇଛନ୍ତି ସ୍ବାମୀ। ଗଞ୍ଜାମ ଜିଲା ବେଗୁନିଆପଡ଼ା ବାଲିସାହିରେ ଜଣେ ମହିଳା…

ଏମ୍‌କେସିଜିରେ ଅବ୍ୟବସ୍ଥା: ଚିକିତ୍ସା ଅବହେଳାରୁ ଗର୍ଭବତୀ ମା’, ଶିଶୁଙ୍କ ମୃତ୍ୟୁ

ବ୍ରହ୍ମପୁର,(ସୁବାସ ଚନ୍ଦ୍ର ପାଢ଼ୀ)୨୭।୭: ଉତ୍ତମ ଚିକିତ୍ସା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ଏମ୍‌କେସିଜି ମେଡିକାଲରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଲେବର ରୁମରେ ଜଣେ ଗର୍ଭବତୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ତାଙ୍କ ସ୍ବାମୀ ମହେନ୍ଦ୍ର ଜେନା ଅଭିଯୋଗ…

ଟଙ୍କା ଲୋଭରେ ଫେକ ଅସ୍ତ୍ରୋପଚାର

ହିଞ୍ଜିଳିକାଟୁ,୨୫।୭(ଦ୍ବିତୀକୃଷ୍ଣ ପଣ୍ଡା): ଆଖିର ରେଟିନାରେ ଛୋଟିଆ ଛିଦ୍ର ଥିବା କହି ତ୍ରୁଟିପୂର୍ଣ୍ଣ ଓ ଫେକ ଅସ୍ତ୍ରୋପଚାର କରିବା କାରଣରୁ ଦୃଷ୍ଟି ଶକ୍ତି ହରାଇଥିବା ଜଣେ ଆଇନଜୀବୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ହେଲେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବାର ଆସୋସିଏଶନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?