ସ୍ତ୍ରୀଙ୍କୁ ଗୁଳି ମାରିଲେ ସ୍ବାମୀ
ଧରାକୋଟ,୧୯ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ରହୁଥିବା ସ୍ବାମୀ ମହାଦେବ ପାତ୍ର ଓ ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ ମଧ୍ୟରେ ବୁଧବାର କୌଣସି କାରଣରୁ ନେଇ ବଚସା ହୋଇଥିଲା। ଉଭୟ ଜୀବିକା ଅନ୍ବେଷଣରେ ଜଙ୍ଗଲ…
ପ୍ରମାଣ ପତ୍ର ନ ଥିବାରୁ ଅପାଠୁଆ ରହିଲେ ପିଲା
ଧରାକୋଟ,୧୯ା୧୦(ଡି.ଏନ୍.ଏ.): ଧରାକୋଟ ଗ୍ରାମପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା ଏବେ ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି। ମୁଣ୍ଡ ଗୁଞ୍ଜି ରହିଥିବା ଘର ହେଉ ବା ପିଲାଙ୍କ ପାଠପଢା ସବୁ କିଛି ସମସ୍ୟା ମଧ୍ୟରେ ଗତି କରୁଛି। ୧୯୯୦ ମସିହାର ବନ୍ୟା…
ଖୋଡ଼ାସିଂ ତୋରଣ ମୁଖ୍ୟ ଆକର୍ଷଣ
ବ୍ରହ୍ମପୁର ଅଫିସ,୧୯।୧୦: ରେଶମ ସହରରେ କାଳୀପୂଜା ଲାଗି ଜୋର୍ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୨୪ ତାରିଖରେ ମା’ କାଳୀଙ୍କ ପୂଜା ଆରମ୍ଭ ହେବ। ସହରରେ ମୁଖ୍ୟତଃ ଖୋଡ଼ାସିଂର କାଳୀପୂଜା ଜିଲା ପ୍ରସିଦ୍ଧ। ପୂର୍ବରୁ ଖୋଡ଼ାସିଂ ମୁଖ୍ୟ ରାସ୍ତାରେ ପୂଜା ହେଉଥିଲା। ୨୦୧୯…
ପୁରୁଣାକୁ ଅଣଦେଖା, ନୂଆ ପାଇଁ ଯୋଜନା
ବ୍ରହ୍ମପୁର ଅଫିସ,୧୯ା୧୦: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) କାର୍ଯ୍ୟାଳୟ ପରିସରରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଏବେ ଅଚଳ ହୋଇ ଖତ ଖାଉଛି। ଏହାକୁ ମରାମତି ଦିଗରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଅନ୍ୟପଟେ ବର୍ଷାଋତୁରେ ସହରକୁ ଜଳବନ୍ଦୀରୁ ମୁକ୍ତ ପାଇଁ…
ଅତିରିକ୍ତ ଦାୟିତ୍ୱରେ ଯନ୍ତ୍ରୀ, କାର୍ଯ୍ୟ ବାଧାପ୍ରାପ୍ତ
ଭଞ୍ଜନଗର,୧୮।୧୦(ଡି.ଏନ.ଏ) ବାବୁଲା ପ୍ରଧାନ: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଜଳ ଯୋଗାଣ (ଆର୍ଡବ୍ଳୁଏସ୍ଏସ୍)ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ୧୧ ବ୍ଲକ ଏବଂ ୨ଟି ଏନ୍ଏସିକୁ ପାଇପ ଯୋଗେ ଜଳ ଯୋଗାଇବା ପାଇଁ ୧୮୦୭କୋଟି ୪ଲକ୍ଷ ୩୦ହଜାର ୩୦୬ ଟଙ୍କା ୧୦ପଇସାର…
ବିଷାକ୍ତ ସାପ କାମୁଡାରେ ବୃଦ୍ଧ ଗୁରୁତର
ଦିଗପହଣ୍ଡି,୧୭।୧୦(ବ୍ୟୁରୋ): ଗଞ୍ଜାମ ଜିଲା ବିଷାକ୍ତ ସାପ କାମୁଡାରେ ସୋମବାର ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି। ସେ ହେଲେ କଇଠଡା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମର ଏ.ସାକିଲି ପାତ୍ର(୫୮)। ଘଟଣାସ୍ଥଳରୁ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…
ରାସ୍ତାରେ ଜମୁଛି ବର୍ଷାପାଣି: ବିଦ୍ୟାର୍ଥୀ ହନ୍ତସନ୍ତ
ଧରାକୋଟ,୧୭ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାସ୍ତାରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଜମି ରହିଥିବାରୁ ଛାତ୍ରୀଛାତ୍ରମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଧରାକୋଟ ଜାନବିଲି ପୂର୍ତ୍ତ ବିଭାଗ ରାସ୍ତାରୁ ଅନନ୍ତ ନାରାୟଣ…
ନିର୍ମାଣ ସାମଗ୍ରୀ ଚୋରି ଅଭିଯୋଗରେ ବନ୍ଧା ହେଲେ ୪ ଅଭିଯୁକ୍ତ
ହିଞ୍ଜିଳିକାଟୁ,୧୭।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମହୁଲପଲୀଠାରେ ଏକ ଡ୍ରେନ ନିର୍ମାଣ ନିମନ୍ତେ ଠିକାଦାରଙ୍କ ୩୦ ସ୍ଲଟର ପ୍ଲେଟ୍ ଚୋରି ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରତନପୁର ଗାଁର ଶରତ…
ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖସିଲେ ବଳାତ୍କାରୀ
ବ୍ରହ୍ମପୁର ଅଫିସ,୧୭।୧୦: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫାଷ୍ଟଟ୍ରାକ ପୋକ୍ସୋ ଜଜ୍ ଗଣେଶ୍ୱର ପତି ସୋମବାର ରାୟ ଶୁଣାଇଛନ୍ତି। ପ୍ରମାଣ ଅଭାବରୁ କୋର୍ଟ ଅଭିଯୁକ୍ତ ଜରଡ଼ା ଥାନା ଇଲାକାର ବିଜୁ ସାହୁ(୨୪)ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏନେଇ ମୁଦୁଲାଙ୍କ…
ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ, ପୁଣି ଆର ବର୍ଷକୁ ଅପେକ୍ଷା…
ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିର ପୂଜାମଣ୍ଡପରେ ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଦୀଘ ୮ ଦିନ ଧରି ପୂଜା ପାଉଥିବା ମା ଗଜଲକ୍ଷ୍ମୀଙ୍କୁ ସୋମବାର ବିଦାୟ ଦିଆଯାଇଛି। ବିଦାୟ ଦେବା ବେଳେ ସମସ୍ତଙ୍କ ଆଖିରୁ ଲୁହ ଝରିପଡ଼ିଥିଲା। ପୁଣି ଆରବର୍ଷକୁ ମା’ଙ୍କ…
ଆଦର୍ଶ ବିଦ୍ୟାଳୟର ୨ କର୍ମଚାରୀ ହାତାହାତି: ସୋସିଆଲ ମିଡିଆରେ ଭାଇରାଲ
ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡ଼ା ଆଦର୍ଶ ବିଦ୍ୟାଳୟର ଜଣେ ମହିଳା ଏବଂ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତା ବାଇଧର ମନ୍ଦିର ନିକଟରେ ହାତାହାତି ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ…
ଦୂଷିତ ପାଣି ମୁଖ୍ୟ କାରଣ: ସିଡିଏମ୍ଓ
ବ୍ରହ୍ମପୁର ଅଫିସ,୧୭ା୧୦: କୁକୁଡ଼ାଖଣ୍ଡି ବ୍ଲକ୍ ଲାଠି ଗ୍ରାମରେ ଗତ ୧ ତାରିଖରୁ ଝାଡ଼ାବାନ୍ତି ବ୍ୟାପିଥିଲା। ଲାଠି ପଞ୍ଚାୟତର ଲାଠି ଓ ବେନ୍ଧାଳିଆ ଗ୍ରାମର ପ୍ରାୟ ୬୦ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ। ପାଣି ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ…
Archives


