ନୌସେନା ଅଫିସର ନିଖୋଜ, ରାସ୍ତାରୁ ମିଳିଲାଆଇଡି କାର୍ଡ
ବ୍ରହ୍ମପୁର,୨୩ା୧(ସବାସ ଚନ୍ଦ୍ର ପାଢ଼ୀ): କେରଳର କୋଚି ଆଇଏଏସ୍ ଗରୁଡ଼ାରେ କାର୍ଯ୍ୟରେ ଯୋଗଦେବାକୁ ଟ୍ରେନ୍ରେ ଯାଉଥିବା ଜଣେ ନୌସେନା ଅଫିସର ଗତ ୧୯ ତାରିଖରୁ ନିଖୋଜ ଅଛନ୍ତି। ସେ ହେଲେ ବ୍ରହ୍ମପୁର ଗେଟ୍ ବଜାରର ସୌରଭ କୁମାର ପାତ୍ର (୨୫)। ସୌରଭ ଏ…
ବିଭିନ୍ନ ଦାବି ନେଇ ଗର୍ଜିଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଛତ୍ରପୁର,୨୨।୧(ସନ୍ତୋଷ ପାଢ଼ୀ): ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ଗୁଡିକର ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଗଞ୍ଜାମ ଜ଼ିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ଦାବିଗୁଡିକ ମଧ୍ୟରେ ଧାନ ମଣ୍ଡି ପରିଚାଳନାରେ…
ଜଙ୍ଗଲରୁ ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା ଗ୍ରାମା ନିକଟରେ ମଇଁଷିଆଟାପ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ଶରୀର ମୃତଦେହ ଉଦ୍ଧାର ହୋଇଛି।…
ବ୍ଲକ କାର୍ଯ୍ୟାଳୟକୁ ଖବରଦାତାଙ୍କ ପ୍ରବେଶ ନିଷେଧ କଲେ ବିଡିଓ
ସାନଖେମୁଣ୍ଡି,୨୧।୧: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଖବରଦାତାମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଏହାକୁ ନେଇ ଖବରଦାତାମାନେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି। ଖବରଦାତା ବ୍ଳକ କାର୍ଯ୍ୟାଳୟକୁ ଆସିଲେ କାଳେ ଦୁର୍ନୀତି ପଦାକୁ ଆସିବ ସେନେଇ ଖବରଦାତାଙ୍କୁ ବାରଣ କରାଯାଇଥିବା…
କିପରି ରୋକାଯାଇ ପାରିବ ଦୁର୍ଘଟଣା: ସବୁଠୁ ଅଧିକ ଶିକାର ହେଉଛନ୍ତି…
ପୁରୁଷୋତ୍ତମପୁର,୨୧।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ପୁରୁଷୋତ୍ତମପୁର ତାରାତାରିଣୀ କଲେଜପରିଷରରେ ଶଡ଼କସୁରକ୍ଷା ସଚ୍ଚେତନତା କାର୍ଯ୍ୟକ୍ରମ ଏମ୍ଭିଆଇ ରବିନ୍ଦ୍ରନାଥ ଯେନାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧକ୍ଷ ଡ. ସୁରେନ୍ଦ୍ରନାଥ ପଣ୍ଡା ପୌରହିତ୍ୟ କରିଥିବାବେଳେ ସମ୍ମାନିତଅତିଥି ଭାବେ…
ଏକ ସପ୍ତାହ୧୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଯୋରଦାର ପ୍ରସ୍ତୁତି
ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ କମଳାପୁର ସ୍ଥିତ ଶ୍ରୀଶ୍ରୀକାଶୀ ବିଶ୍ୱନାଥ ଶୈବ ପୀଠରେ ଆସନ୍ତା ଫେବୃଆରୀ ୫ ଠାରୁ ଏକ ସପ୍ତାହ ବ୍ୟାପୀ ତୃତୀୟ ବିଶ୍ୱଶାନ୍ତି ପଞ୍ଚ କୁଣ୍ଡିୟ ରୁଦ୍ର ମହାଯଜ୍ଞ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି…
ଘରକୁ ମାଡ଼ିଗଲା ହାଇଓ୍ବା: ବର୍ତ୍ତିଗଲେ ପରିବାର
ଆସିକା,୨୧।୧(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଏନ୍ଏସିର ସୁନାମ୍ବ ରଥ ଦାଣ୍ଡସାହି ନୃସିଂହ ମନ୍ଦିର ନିକଟରେ ମଙ୍ଗଳବାର ଭୋର ୫ଟା ସମୟରେ ଏକ ବାଲି ବୋଝେଇ ହାଇୱା ରାସ୍ତାକଡରେ ଥିବା ଏକ ଘର ଉପରକୁ ମାଡି ଯାଇଛି। ତେବେ ଏହି…
ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସୋମବାର ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗ୍ରାମର ଗାଡ଼ି ଚାଳକ କବିସୂର୍ଯ୍ୟ ପାତ୍ର ଓରଫ କବିଙ୍କୁ ସୋମବାର ଦିଗପହଣ୍ଡି ପୋଲିସ ଗିରଫ କରି ଥାନା ମାମଲା ନଂ.୩୧/୨୫ ଅନୁଯାୟୀ କୋର୍ଟ ଚାଲାଣ କରିଛି।…
ସ୍ତ୍ରୀଙ୍କୁ ନିର୍ଯାତନା: ସ୍ବାମୀଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମହିଳା
ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଏମ୍.ଲିଲି ପାତ୍ରଙ୍କୁ ତାଙ୍କ ସ୍ବାମୀ ଏମ୍.ଅଶୋକ ପାତ୍ର ନିସ୍ତୁକ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଲିଲି ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ…
ଚାକିରି କରାଇ ଦେବି କହି ମହିଳାଙ୍କୁ ଠକେଇ, ଜେଲ୍ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ତହସିଲ କିମ୍ବା ବ୍ଲକ କାର୍ଯ୍ୟାଳୟରେ ସରକାରୀ ଚାକିରି କରାଇ ଦେବି କହି ଜଣେ ମହିଳାଙ୍କ ନିକଟରୁ ବିଭିନ୍ନ ପର୍ଯ୍ୟାୟରେ ୨ ଲକ୍ଷ ୯୦ ହଜାର ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ମହିଳା…
ସାଇବର କର୍ମଚାରୀ ପରିଚୟ ଦେଇ ଠକୁଥିଲେ, ୨ଜଣଙ୍କୁ ବାନ୍ଧିଲା ଛତ୍ରପୁର ପୋଲିସ
ଛତ୍ରପୁର ୧୯।୦୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳରୁ ୨ ଜଣ ସାଇବର ଠକକୁ ପୋଲିସ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ହିଞ୍ଜିଳି ଅଞ୍ଚଳର ପବିତ୍ର କୁମାର ପ୍ରଧାନ ଓ ପୋଲସରା ଥାନା…
ଝିଅ ବିବାହ ଲାଗି ଗାଁକୁ ଆସିଥିଲେ, ପୋଖରୀ ହୁଡ଼ାରୁ ମିଳିଲା ବାପାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ
ସୋରଡ଼ା,୧୯।୧(ରଜନୀ ମହାପାତ୍ର): ଝିଅକୁ ବିବାହ କରାଇବା ଲାଗି ଗାଁକୁ ଆସିଥିଲେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ବାପା। ହେଲେ ତା’ ପୂର୍ବରୁ ପୋଖରୀ ହୁଡ଼ାରୁ ମିଳିଛି ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ଗଞ୍ଜାମ ଜିଲା ବଡଗଡ ଥାନା ରାଇବନ୍ଧ ଗ୍ରାମରେ…

