ଗଞ୍ଜାମ

ଚଳନ୍ତା ବାଇକ୍‌ ରାସ୍ତାରେ ଜଳିଗଲା

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି -ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଆଇଟିଆଇ ନିକଟରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ଏକ ବାଇକ୍‌ ଚଳନ୍ତା ଅବସ୍ଥାରେ ଜଳିଯାଇଛି। ତେବେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାଇକ୍‌ ଚଲାଉଥିବା ଯୁବକ ବାଇକ୍‌ରେ…

୩ଟି ଚୋରି ଘଟଣାରେ ୨ଭାଇ ଗିରଫ

ଦିଗପହଣ୍ଡି,୨୮|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ ୩ ଟି ଚୋରି ଘଟଣାରେ ଦୁଇ ଭାଇ ଙ୍କ ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର…

ଜିଲା ପ୍ରଶାସନର ଏଭଳି ପ୍ରୟାଶ : ଦିବ୍ୟାଙ୍ଗ ହେଲେ ଉପକୃତ 

ପରୁଷୋତ୍ତମପୁର,୨୮।୧(ସିମାଞ୍ଚଳମିଶ୍ର): ଗଞ୍ଜାମଜିଲା ପ୍ରଶାସନ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଷରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଭାରାପ୍ରାପ୍ତ ବିଡିଓ ତଥା ତହସିଲଦାର ବିନୋଦକୁମାର ବେହେରାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ତହସିଲଦାର ବିନୋଦକୁମାର ବେହେରା ଶିବରର ଲକ୍ଷ…

ରାଇସ୍‌ମିଲ୍‌ରେ ଟଳିପଡିଲେ ଚାଷୀ

ସୋରଡା,୨୮।୧(ରଜନୀ ମହାପାତ୍ର): ଧାନ କଟନିଛଟନିକୁ ନେଇ ହୃଦଘାତରେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗହୋଇଛି। ଗଞ୍ଜାମ ଜିଲା ସୋରଡା ବ୍ଲକ ସରାବଡି ପଞ୍ଚାୟତ ଅନ୍ତର୍ଗତ ଚାକୁଣ୍ଡା ଗ୍ରାମର ଗଣେଶ ବିଷୋୟୀଙ୍କ ମୃତ୍ୟୁକୁ ନେଇ ସୋମବାର ରାତିରେ ଉତ୍ତେଜନା ଦେଖାଦେଇଛି। ଏ ନେଇ ତାଙ୍କ…

୪ ଯୁବକଙ୍କୁ ଅପହରଣ ମାମଲା: ୨ ଗିରଫ

ଦିଗପହଣ୍ଡି,୨୮।୧(ଅଶେଷ ନାଥ ମିଶ୍ର): ୪ ଯୁବକଙ୍କୁ ଅପହରଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି କେ.ନୂଆଗାଁ ଥାନା ପୋଲିସ। କାଲି ଅଟକ ଥିବା ଯୁବକ ସହ ମୁଖ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ଗିରଫ କରାଯାଇଛି। ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି…

ନାଗସାପ ଦେଖାଇ ଭୟଭୀତ କରୁଥିଲେ ଅଭିଯୁକ୍ତ:୪ ଅପହୃତଙ୍କୁ ଉଦ୍ଧାର କଲା ପୋଲିସ, ଜଣେ ଗିରଫ

ବ୍ରହ୍ମପୁର/ଦିଗପହଣ୍ଡି/ଚିକିଟି,୨୭ା୧(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଦୁଇ କୋଟି ଟଙ୍କା ପାଇଁ ଗତ ୪ ଦିନ ହେଲା ଗଞ୍ଜାମ ଜିଲାରେ ଅପହରଣକାରୀଙ୍କ କବଳରେ ଥିବା ଏକ ଫାଇନାନ୍ସ ସଂସ୍ଥାର ୪ କର୍ମଚାରୀ ସୋମବାର ଉଦ୍ଧାର ହୋଇଛନ୍ତି। ଅପହରଣକାରୀଙ୍କ କବଳରୁ…

ଗଞ୍ଜେଇ ବୋଝେଇ ଅଟୋ ଜବତ, ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅବକାରୀ ଥାନା ଏସ.ଆଇ ଅନୀତା ପ୍ରଧାନ ସୋମବାର ସଦଳବଳେ ପିଛା କରି ଏକ ଗଞ୍ଜେଇ ବୋଝେଇ ଅଟୋ ନଂ. (ଓଡି୦୭ ଏଏସ ୩୬୨୯) ଜବତ କରିଛନ୍ତି। ଅଟୋଟି ଗଜପତି ଜିଲା ମୋହନା ଗ୍ରାମରୁ ଦିଗପହଣ୍ଡି ପୁଞ୍ଜିକୟାଁ…

ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ଚାମ୍ପିୟନ ହେଲେ…

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ବ୍ୟାଡ୍‌ମିଣ୍ଟନ (ଡବଲ୍ସ) ଟୁର୍ନାମେଣ୍ଟ ଉଦଯାପିତ୍‌ ହୋଇଯାଇଛି।୧୫ ବର୍ଷରୁ କମ ଜୁନିୟର ବିଭାଗରେ ଆୟୁଷ୍ମାନ ବକ୍ସି ଏବଂ ଦେବାଶିଷ ପଟ୍ଟନାୟକ ଯୋଡି ଚାମ୍ପିୟନ ହୋଇଥିବା…

୨ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ

ଛତ୍ରପୁର,୨୭।୧(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ):ଗଞ୍ଜାମ ପୋଲିସ ଜିଲାରେ କାର୍ଯ୍ୟରତ ୨ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ମିଳିଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ଏହି ପଦକ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ…

ବିଧାୟକଙ୍କ ପାଖେ ଦାବି ଜଣାଇଲେ ଓକିଲ ସଂଘ

ପୁରୁଷୋତ୍ତମପୁର,୨୭।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲସଂଘ ପକ୍ଷରୁ କବିସୂର୍ଯ୍ୟଗରର ନବନିର୍ବାଚିତ ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କୁ ସୋମବାର ସମ୍ବର୍ଦ୍ଧନା ଦିଆଯାଇଛି। ଓକିଲମାନେ ବାଜାବାଣ ଫୁଟାଇ ଶୋଭାଯାତ୍ରାରେ ବିଧାୟକଙ୍କୁ ସଂଘ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ଏହି ଅବସରରେ ଓକିଲମାନେ ଅଞ୍ଚଳର ସମସ୍ୟା ଜଣାଇବା…

ନାଗ ସାପ ଦେଖାଇ କିଡ୍‌ନାପ: ଗୋଟିଏ ବନ୍ଦ ଘରୁ ଉଦ୍ଧାର ହେଲେ ୪ ଯୁବକ, ଦିଆଯାଉଥିଲା ଅକଥନୀୟ ନିର୍ଯାତନା

ଦିଗପହଣ୍ଡି,୨୭ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଚିକିଟି ଗଡ଼ ଗ୍ରାମର ନୂତନ ପାତ୍ରଙ୍କ ଘରେ ବନ୍ଧକ ରଖାଯାଇଥିବା ୪ ଯୁବକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଯୁବକଙ୍କ ମଧ୍ୟରେ ଜଣେ ନୂଆ ଦିଲ୍ଲୀର ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ…

ଦିଗପହଣ୍ଡିରେ ୭୬ ତମ ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ କିଏ କେଉଁଠିକ କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୨୬।୧(ଅଶେଷନାଥ ମିଶ୍ର): ଗଞ୍ଜାଜିଲା ଦିଗପହଣ୍ଡି ବିଜ୍ଞାପିତଅଞ୍ଚଳ ପରିଷଦ ସମେତ ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ରବିବାର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଦିଗପହଣ୍ଡି ଜେଏମ୍‌ଏଫ୍‌ସି କୋର୍ଟରେ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଜାତୀୟ ପତାକା ଉତ୍ତୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?