ଗଞ୍ଜାମ

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୫ ତମ ଜାତୀୟ ଭୋଟର ଦିବସ: ପୁରସ୍କୃତ ହେଲେ

ଦିଗପହଣ୍ଡି,୨୫।୧(ଅଶେଷ ନାଥ ମିଶ୍ର) ବ୍ରହ୍ମପୁର ସ୍ଥିତ ଟାଉଲ ହଲ ପରିସରରେ ଶନିବାର ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୫ ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଛି। ଏହି ଅବସରରେ ଦିଗପହଣ୍ଡିର ସହକାରୀ ଶିକ୍ଷକ ଉପେନ୍ଦ୍ର ପଣ୍ଡାଙ୍କୁ…

ବାଇକ୍‌ ଚୋରି ଘଟଣା, ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ସୁବଳୟା ଶାସନ ଗ୍ରାମରୁ ଚୋରି ଯାଇଥିବା ବାଇକର ସନ୍ଧାନ ମିଳିବା ସହ ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ଜାଣନ୍ତୁ କିଏ ହେଲେ ଗଞ୍ଜାମ ଜିଲା ଭାଜପା ସଭାପତି

ଭୁବନେଶ୍ୱର,୨୫।୧: ବିଭିନ୍ନ ଜିଲାରେ ଭାଜପା ଦଳୀୟ କାର୍ଯ୍ୟାଳୟରେ ସଭାପତି ଘୋଷଣା ହେଉଛି। ବରିଷ୍ଠ ନେତାଙ୍କୁ ବାଛି ତାଙ୍କୁ ବିଜିଲାର ଦାୟିତ୍ୱ ଦିଆଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲା ଭାଜପା ସଭାପତିଙ୍କ ନା ଘୋଷଣା ହୋଇଛି। ସରୋଜ ସାବତଙ୍କୁ ଦଳ ଜିଲା ସଭାପତି…

ନବୀନ ପଟ୍ଟନାୟକଙ୍କ ଉପରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ:ଲେଖକ ପ୍ରକାଶ ମିଶ୍ରଙ୍କ କୁଶପୁତ୍ତଳିକା ଦାହ

ହିଞ୍ଜିଳିକାଟୁ, ୨୫।୧(ଦ୍ବିତୀକୃଷ୍ଣ ପଣ୍ଡା):ପୂର୍ବତନ ଆଇପିଏସ୍‌ ଅଧିକାରୀ ପ୍ରକାଶ ମିଶ୍ରଙ୍କ ‘କମେଡି ଇନ ଖାକି’ ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅରୁଚିକର ଲେଖା ଲେଖିଥିବାରୁ ହିଞ୍ଜିଳିକାଟୁରେ ଏହା ବିରୋଧରେ ପ୍ରତିବାଦର ସ୍ବର ଉଠିଛି। ଶୁକ୍ରବାର ବିଜେଡି ପକ୍ଷରୁ ଏକ ବିକ୍ଷୋଭ…

ସ୍ବାମୀ ଆଣିଥିଲେ ଋଣ ମୂଳଟଙ୍କା ନେବାକୁ ଆସି ସ୍ତ୍ରୀଙ୍କ ସହ ଅସଦାଚାରଣ

ଦିଗପହଣ୍ଡି,୨୪।୧(ଅଶେଷ ନାଥ ମିଶ୍ର): ସ୍ବାମୀ ଘରେ ନ ଥିବା ବେଳେ ମହିଳାଙ୍କୁ ଘରେ ପଶି ଅସଦାଚରଣ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡ ମେନ୍‌ ରୋଡ଼ରେ। ପାଟପୁର ଗ୍ରାମର ବାଦଲ ସ୍ବାଇଁ ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ…

ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ: ଜେଲ୍‌ ଗଲେ ଅଭିଯୁକ୍ତ ସ୍ବାମୀ

ଦିଗପହଣ୍ଡି,୨୪ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ନୂଆ ବଳଧିଆ ଗ୍ରାମର ସଞ୍ଜୁ କୁମାରୀ ପ୍ରଧାନଙ୍କୁ ତାଙ୍କ ସ୍ବାମୀ କୁନା ପ୍ରଧାନ ନିସ୍ତୁକ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁବାର…

ବାଳିକା ସଶକ୍ତୀକରଣ ମୂଳଲକ୍ଷ୍ୟ

ଦିଗପହଣ୍ଡି,୨୪ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଶୁକ୍ରବାର ଦିଗପହଣ୍ଡି ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ…

ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମଜିତ ସାହୁ

ଛତ୍ରପୁର,୨୪।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଆଜି ସମ୍ବିତ ସଂଗ୍ରାମଜିତ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୨ ବ୍ୟାଚ ଓଏଏସ ସଂଗ୍ରାମଜିତ ସାହୁ ଭୁବନେଶ୍ୱର ପର୍ଯ୍ୟଟନ ବିଭାଗରେ ଓଏସଡି ଭାବେ ନିଜ ଦାୟିତ୍ୱ ସମ୍ପାଦନ…

ଓଲଟିଲା ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି: ୪ ଆହତ

ଭଞ୍ଜନଗର,୨୪।୧: ଗଞ୍ଜାମ ଜିଲା ଶାଳୁଆପଲି ଗାଁ ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି ଏକ ଗଛରେ ପିଟି ହୋଇ ଓଲଟି ପଡିଛି। ଦୁର୍ଘଟଣାରେ ଅତିରିକ୍ତ ଏସ୍‌ପି ଏବଂ ତାଙ୍କ ସ୍ତ୍ରୀଙ୍କ ସହ ୪ଜଣ ଆହତ ହୋଇଥିବା ଜଣାପଡିଛି।…

ମିଶନ ଶକ୍ତି ଭବନ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ନିକଟରେ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମିଶନ ଶକ୍ତି ଭବନକୁ ଗୁରୁବାର ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଉଦ୍‌ଘାଟନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି…

ଶିବାଶିଷ ହେଲେ ଛତ୍ରପୁରର ନୂତନ ଉପଜିଲାପାଳ

ଛତ୍ରପୁର,୨୩।୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁରର ନୂତନ ଉପଜିଲାପାଳ ଭାବେ ଶିବାଶିଷ ବରାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଶେରଗଡ଼ ବିଡିଓ ଭାବେ କାର୍ଯ୍ୟରତ ଥିଲେ। ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ, ବିକାଶମୂଳକ ଯୋଜନାର କାର୍ଯ୍ୟକାରୀ ଓ ଧାନସଂଗ୍ରହ…

ନୌସେନା ଅଫିସର ନିଖୋଜ, ରାସ୍ତାରୁ ମିଳିଲାଆଇଡି କାର୍ଡ

ବ୍ରହ୍ମପୁର,୨୩ା୧(ସବାସ ଚନ୍ଦ୍ର ପାଢ଼ୀ): କେରଳର କୋଚି ଆଇଏଏସ୍‌ ଗରୁଡ଼ାରେ କାର୍ଯ୍ୟରେ ଯୋଗଦେବାକୁ ଟ୍ରେନ୍‌ରେ ଯାଉଥିବା ଜଣେ ନୌସେନା ଅଫିସର ଗତ ୧୯ ତାରିଖରୁ ନିଖୋଜ ଅଛନ୍ତି। ସେ ହେଲେ ବ୍ରହ୍ମପୁର ଗେଟ୍‌ ବଜାରର ସୌରଭ କୁମାର ପାତ୍ର (୨୫)। ସୌରଭ ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?