ଗଞ୍ଜାମ

ଝିଅ ବିବାହ ଲାଗି ଗାଁକୁ ଆସିଥିଲେ, ପୋଖରୀ ହୁଡ଼ାରୁ ମିଳିଲା ବାପାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ସୋରଡ଼ା,୧୯।୧(ରଜନୀ ମହାପାତ୍ର): ଝିଅକୁ ବିବାହ କରାଇବା ଲାଗି ଗାଁକୁ ଆସିଥିଲେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ବାପା। ହେଲେ ତା’ ପୂର୍ବରୁ ପୋଖରୀ ହୁଡ଼ାରୁ ମିଳିଛି ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ଗଞ୍ଜାମ ଜିଲା ବଡଗଡ ଥାନା ରାଇବନ୍ଧ ଗ୍ରାମରେ…

ଗ୍ରାସୀମ୍‌ କମ୍ପାନୀରେ କ୍ଲୋରିନ୍‌ ଲିକେଜ୍‌ ମକ୍‌ଡ୍ରିଲ

ଗଞ୍ଜାମ,୧୯/୧(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜରୁରିକାଳୀନ ଅପ୍‌ସାଇଡ୍‌ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଗ୍ରାସୀମ୍‌ କମ୍ପାନୀ ସହଯୋଗରେ ଆୟୋଜିତ ଅପ୍‌ସାଇଡ୍‌ ମକଡ୍ରିଲରେ ଜିଲା ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ ଫାକ୍ଟ୍ରି ଡାଇରେକ୍ଟର ରଞ୍ଜିତ ନାୟକ, ଜିଲା ପ୍ଳାନିଂ…

ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ବୁରୁପଡ଼ା ସରପଞ୍ଚ

ହିଞ୍ଜିଳିକାଟୁ,୧୯।୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବୁରୁପଡା ପଞ୍ଚାୟତର ସରପଞ୍ଚ ସନ୍ତୋଷିନୀ ବେହେରା ଓ ତାଙ୍କର ସମର୍ଥକମାନେ ଶନିବାର ଭାଜପା ଛାଡ଼ି ବିଜେଡିରେ ମିଶିଛନ୍ତି। ସେମାନେ ବିଜେଡି ସୁପ୍ରିମୋ ତଥା ହିଞ୍ଜିଳିକାଟୁ ବିଧାୟକ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ନବୀନ ନିବାସରେ…

ନବୀନ ନିବାସକୁ ଇସ୍ତଫାପତ୍ର ପଠାଇଲେ ବ୍ରହ୍ମପୁରର ୨୧ କର୍ପୋରେଟର

ବ୍ରହ୍ମପୁର,୧୯।୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ରେ ବିଜେଡିର ୨ କର୍ପୋରେଟର ଗୋଷ୍ଠୀ ମଧ୍ୟରେ ବିବାଦ ଥମୁ ନ ଥିବା ବେଳେ ଏବେ ଗୋଟିଏ ଗୋଷ୍ଠୀ ଦଳର ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇଥିବାରୁ ରାଜନୀତି ସରଗରମ ହୋଇଛି। ଶନିବାର ଗୋଟିଏ କର୍ପୋରେଟର…

ଘରକୁ ଫେରୁଥିବା ବେଳେ ହୋଇଥିଲା ଅପହରଣ : ଆଉ ଏବେ…

ଦିଗପହଣ୍ଡି,.୧୯। ୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ନିକଟ ରସ ଫ୍ୟାକ୍ଟ୍ରି ନିକଟରୁ ଜଣେ ବିବାହିତାଙ୍କୁ ଜବରଦସ୍ତ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରୟସେ ଫ୍ୟାକ୍ଟ୍ରିରେ କାମସାରି ଗତ ରବିବାର ସନ୍ଧ୍ୟାରେ…

ଭାଜପା ଛାଡ଼ି ବିଜେଡିରେ ଯୋଗଦେଲେ ସରପଞ୍ଚ, ପଞ୍ଚାୟତ ପ୍ରତିନିଧି

ହିଞ୍ଜିଳିକାଟୁ,୧୮ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଶନିବାର ବିଭିନ୍ନ ପଞ୍ଚାୟତ ଜନପ୍ରତିନିଧି ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ଭାଜପା ଛାଡ଼ି ସେମାନେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି। ବୁରୁପଡ଼ା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ସମେତ ପଞ୍ଚାୟତ ପ୍ରତିନିଧି…

ବୁଗୁଡାର ନୂତନ ବିଡିଓ ଭାବେ ଯୋଗଦେଲେ ଦୂତିକୃଷ୍ଣ ପାତ୍ର

ବୁଗୁଡ଼ା,୧୮।୧(କାଳିଚରଣ ଦାଶ): ବୁଗୁଡ଼ା ବ୍ଲକରେ ନୂତନ ବିଡିଓ ଭାବେ ଦୂତିକୃଷ୍ଣ ପାତ୍ର ଯୋଗଦେଇଛନ୍ତି । ପାତ୍ର ପୂର୍ବରୁ କୋରାପୁଟ ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେ ବୁଗୁଡ଼ା ବିଡିଓ ଭାବେ ଯୋଗଦେବା ପରେ ବ୍ଲକ କର୍ମଚାରୀ ମାନେ ତାଙ୍କୁ…

ବିବାହିତା ମହିଳାଙ୍କୁ ଜୋର୍‌ ଜବରଦସ୍ତ ଉଠାଇନେଲେ, ଥାନାରେ ପହଞ୍ଚିଲେ ଝିଅ

ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ନିକଟ ରସ୍‌ ଫ୍ୟାକ୍ଟ୍ରି ନିକଟରୁ ଜଣେ ବିବାହିତା ମହିଳାଙ୍କୁ ଜୋର୍‌ ଜବରଦସ୍ତ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ସେ ଫ୍ୟାକ୍ଟ୍ରି…

ବାଳସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ବାଇକ ସହ ଗଞ୍ଜେଇ ଜବତ ଘଟଣାରେ ଗଞ୍ଜାମ ଜିଲା ପାଟପୁର ଥାନା ଏସ୍‌ଆଇ ହିମାଂଶୁ ପାତ୍ର ଶୁକ୍ରବାର ଅଭିଯୁକ୍ତଙ୍କୁ ଥାନା ମାମଲା ନଂ.୩୯/୨୫ ଅନୁଯାୟୀ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଥିଲେ। ଜାମିନ ନାମଞ୍ଜୁର…

ନିଶା ଦେଇ ଜେଜେମା’-ନାତୁଣୀଙ୍କୁ ଅପହରଣ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ସୁନା ଜବତ

ପୁରୁଷୋତ୍ତମପୁର,୧୭ା୧ (ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଯାହାକି ଏକ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଅଟୋ ଚାଳକ ଜଣେ ୬୦ ବର୍ଷିଆ ବୃଦ୍ଧାଙ୍କ ସହ ୬ ବର୍ଷର ଶିଶୁ କନ୍ୟାଙ୍କୁ ଅପହରଣ କରିନେଇ ସେମାନଙ୍କୁ…

ସହରାଞ୍ଚଳ ଜମିର ହେବ ହାଇଟେକ ସର୍ଭେ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର ୧୭।୧(ସନ୍ତୋଷ ପାଢ଼ୀ): ରାଜସ୍ୱ ବିଭାଗ ଓ ଅଦିନିଆ ବର୍ଷାରେ କ୍ଷତିର କ୍ଷତିପୂରଣ ବଣ୍ଟନ, ଧାନ କିଣା ସମ୍ବନ୍ଧୀୟ ସମସ୍ୟା ନେଇ ଗଞ୍ଜାମ ଗସ୍ତ କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ସମୀକ୍ଷା କରିଛନ୍ତି। ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳ…

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦ୍‌ଯାପିତ: ୩୮୧ ପଞ୍ଜିକୃତ, ୨୬୯ଙ୍କୁ ମିଳିଲା ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୧୭ା୧ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷେତିଶ ପ୍ରିୟଦର୍ଶିଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଦିବ୍ୟାଙ୍ଗମାନେ ନିଜ ସ୍ବାସ୍ଥ୍ୟ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?