ଯୋଗ ହେଉଛି ଆମ କର୍ମ, ଆମ ଜୀବନର ପ୍ରମୁଖ ଅଙ୍ଗ
ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶନିବାର ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ କନିସି ହାଟ ବାଲାଜୀ ବିଦ୍ୟାପୀଠ ଖେଳପଡ଼ିଆଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ…
ସରପଞ୍ଚ, ଭାଜପା ନେତାଙ୍କୁ ଆକ୍ରମଣ ଘଟଣା, ୪ ଅଟକ
ହିଞ୍ଜିଳିକାଟୁ,୨୦।୬(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପିତଳ ସରପଞ୍ଚ ରାମରାଘବ ପାତ୍ର ଓ ପିତଳ ଭାଜପା ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟପଟେ ଆକ୍ରମଣ ଘଟଣାକୁ ନେଇ…
ନବଜାତ ଶିଶୁ କନ୍ୟା ସହ ମିଳିଲେ ମହିଳା: ପୋଷ୍ୟକନ୍ୟା ପାଇଁ ଚେଷ୍ଟା ବେଳେ…
ଦିଗପହଣ୍ଡି,୨୦।୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଶନିବାର ସକାଳେ ସ୍ଥାନୀୟ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏନଏସି ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣେ ମହିଳା ଓ ୪/୫ ଦିନ ପୂର୍ବରୁ ଜନ୍ମ ହୋଇଥିବା ତାଙ୍କ…
ବିଞ୍ଜିଗିରିକୁ ସ୍ମାରକୀ ଗ୍ରାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ଜନତା ମୈଦାନରୁ ଆଭାସୀ ମାଧ୍ୟମରେ ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଗ୍ରାମକୁ ସ୍ମାରକୀ ଗ୍ରାମ ଭାବେ ଘୋଷଣା କରିଛନ୍ତି। ଏହାକୁ ନେଇ…
ଭିଡିଓ କନ୍ଫରେନ୍ସିଂରେ ବିଞ୍ଜିଗିରିବାସୀଙ୍କ ପାଇଁ ଦେବେ ଉଦ୍ବୋଧନ
ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ଲୁକ୍କାୟିତ ଅବସ୍ଥାରେ ଥିବା ଘୁମୁସର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବିଗତ କିଛି ମାସ ହେବ ଚେଷ୍ଟା ଚଳାଇଛନ୍ତି। ତାଙ୍କର ପ୍ରଚେଷ୍ଟାର ଆଜି ବଡ଼ ସଫଳତା ମିଳିବାକୁ ଯାଉଛି। ବ୍ରିଟିଶ ଶାସକଙ୍କ…
ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମସ୍ଥଳୀକୁ ସ୍ମାରକୀ ଘୋଷଣା କରିବେ ପ୍ରଧାନମନ୍ତ୍ରୀ, ଭଞ୍ଜନଗରରେ ଖୁସିର ଲହରୀ
ଭଞ୍ଜନଗର,୧୯ା୬(ବାବୁଲା ପ୍ରଧାନ): ଘୁମୁସର ବୀର ଚକରା ବିଷୋୟୀଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବିଞ୍ଜିଗିରିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆଭାସି ମାଧ୍ୟମରେ ସ୍ମାରକୀ ଘୋଷଣା କରିବେ। ଏହି ଖବର ଭଞ୍ଜନଗରରେ ପହଞ୍ଚିବା ପରେ ଚାରିଆଡ଼େ ଖୁସିର ଲହରୀ…
ଚତୁର୍ଦଶ ଦିବସରେ ଅଗସ୍ତି ନୂଆ ଗାଁ ଠାକୁରାଣୀ ଯାତ୍ରା, ମନମୋହୁଛି ବାଘ ନାଚ, ରାମାୟଣ ନାଟକ
ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ପ୍ରତି ତିନି ବର୍ଷକୁ ଥରେ ଅଗସ୍ତି ନୂଆ ଗାଁ’ରେ ଅନୁଷ୍ଠିତ ହେଉଥିବା ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦ୍ଵାଦଶ ଦିବସରେ ପହଁଚିଛି l ଚଳିତ ମାସ ୩ ତାରିଖରେ ଆରମ୍ଭ ହୋଇଥିବା ଯାତ୍ରା ଚତୁର୍ଦଶ ଦିବସରେ ପହଞ୍ଚିଛି l…
ଦିଗପହଣ୍ଡି ବନ୍ୟା ଆଶ୍ରୟସ୍ଥଳୀରେ ସଚେତନତା ସଭା: ତାଲିମ ପରେ ସରିଲା ମକ୍ ଡ୍ରିଲ୍
ଦିଗପହଣ୍ଡି,୧୯|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପ୍ରଶାସନ ଓ ଦିଗପହଣ୍ଡି ବ୍ଳକ ପ୍ରଶାସନର ମିଳିତ ସଂଯୋଜନାରେ ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଖମାରି ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ସ୍ଥିତ ବହୁମୁଖୀ ବନ୍ଯା ଆଶ୍ରୟସ୍ଥଳୀ ପରିସରରେ ବିପର୍ଯ୍ୟୟ ପରିଚାଳନା ନେଇ ଗୁରୁବାର ସଚେତନତା…
ନୂଆ ଡିଏଫ୍ଓଙ୍କ ଦାୟିତ୍ୱ ଗ୍ରହଣ: ବିଭାଗୀୟ କର୍ମଚାରୀଙ୍କୁ ଦେଲେ ଏପରି ପରାମର୍ଶ
ଭଞ୍ଜନଗର,୧୯ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡର ନୂତନ ଡିଏଫ୍ଓ ଭାବେ ଭିପାସା ପାରୁଲ ଗୁରୁବାର ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଅବସରରେ ପୂର୍ବତନ ଡି ଏଫ୍ ଓ ବିନୋଦ ଆଚାର୍ଯ୍ୟ ନୂଆଁ ଡିଏଫ୍ଓଙ୍କୁ ଫୁଲ ତୋଡା…
ପୁସ୍ତକ ନ ଥାଇ ୨୧ରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ସଜଡ଼ା ଚାଲିଛି ଭିତ୍ତିଭୂମି
ଭଞ୍ଜନଗର,୧୯ା୬(ବାବୁଲା ପ୍ରଧା): ଗ୍ରୀଷ୍ମ ଛୁଟି ସରିବା ପରେ ଆସନ୍ତା ୨୧ ତାରିଖରୁ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ ପାଇଁ ଖୋଲିବ। ଏହାପୂର୍ବରୁ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜଡ଼ା ଚାଲିଛି। ଅପରପକ୍ଷେ ଚଳିତ ଶିକ୍ଷାବର୍ଷଠାରୁ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପୁସ୍ତକ ବଦଳିଛି। କିନ୍ତୁ ଚଳିତ…
ବିପର୍ଯ୍ୟୟ ପରିଚାଳନା ପାଇଁ ମକ୍ଡ୍ରିଲ୍
ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ବାତ୍ୟା ଆଶ୍ରୟସ୍ଥଳୀଠାରେ ସେଲଟରସ୍ତରୀୟ ମକ୍ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଡେପୁଟି କଲେକ୍ଟର ଅଭିଷେକ ସାହୁ, ବିଡିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ସିଡିପିଓ ସଲୀଳା ପ୍ରଧାନ,…
ଯୁକ୍ତ ୨ କଲେଜ ଟପ୍ପରଙ୍କୁ ସମ୍ବର୍ଦ୍ଧନା: ଅଧ୍ୟାପକଙ୍କୁ ମନେପକାଇ
ଭଞ୍ଜନଗର,୧୯।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଚଳିତ ବର୍ଷ ଯୁକ୍ତ ୨ କଳା, ବାଣିଜ୍ୟ ଏବଂ ବିଜ୍ଞାନ କଲେଜ ଟପ୍ପରଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ କଳାରେ ଆଶିଷ କୁମାର ସାହୁ, ବାଣିଜ୍ୟରେ…

