ଗଞ୍ଜାମ

ଚାଲିଥିଲା ଜୁଆ ଆଡ଼ା, ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୨।୧୦( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ବେଲଗାଁ ଓ ହିଞ୍ଜିଳି ଥାନା ପୋଲିସ ୨ଟି ଜୁଆ ଆଡ଼ା ଉପରେ ଚଢ଼ାଉ କରି ଗୁରୁବାର ୧୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଏବଂ ମୋବାଇଲ…

ଭଞ୍ଜନଗରରେ ଜଳସମ୍ପଦ ବିଭାଗର ସାଂସ୍କୃତିକ ମଞ୍ଚ ସ୍ଥାନାନ୍ତରକୁ ସ୍ୱାଗତ: ଭବିଷ୍ୟତର ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଚିନ୍ତା

ଭଞ୍ଜନଗର,୨୨।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଦୁର୍ଗାପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଗୁରୁବାର ମଞ୍ଚକୁ ପୂଜା ମଣ୍ଡପ ସମ୍ମୁଖ ରାସ୍ତାରୁ ହଟାଇ ନିକଟସ୍ଥ ସ୍ୱାସ୍ଥ୍ୟ ବିଭାଗର ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ବିଭାଗର ଏହି ପଦକ୍ଷେପକୁ ଦର୍ଶକ…

କୁମାର ପୂର୍ଣ୍ଣମୀ ପୂର୍ବରୁ ଦିଗପହଣ୍ଡିରେ ପୋଲିସର ଚଢ଼ାଉ: ଛତ୍ରଭଙ୍ଗ ଦେଲେ ଜୁଆଡ଼ି; ୯ ଗିରଫ, ନଗଦ ୧.୫୫ ଲକ୍ଷ ଟଙ୍କା…

ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଆଶ୍ୱିନ ପାର୍ବଣ ଦଶହରା ଓ କୁମାର ପୂର୍ଣ୍ଣମୀ ପୂର୍ବରୁ ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଖେଳ ଉପରେ କେ. ନୂଆଗାଁ ପୋଲିସର କଡ଼ା ପ୍ରହାର। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମରେ ଚାଲିଥିବା ଏକ…

ଦିଗପହଣ୍ଡି ଠାକୁରାଣୀ ଯାତ୍ରା: ମା’ ଘରେ ପୂଜା ପାଇଲେ ବୁଢ଼ୀ ଠାକୁରାଣୀ, ଭଉଣୀ ଫୁଲସୁନ୍ଦରୀଙ୍କ ସହ ହେଲା ଭେଟ

ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବର ଷଷ୍ଠ ଦିବସ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଆଶ୍ୱିନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ବଜାରସାହି ଗାନ୍ଧୀଛକ…

ଗଜଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଠି, ୭ ଦିନ ଧରି ଚାଲିବ ପୂଜାର୍ଚ୍ଚନା

ଗଞ୍ଜାମ,୨୨।୧୦(ବିଦ୍ୟାଧର ସାହୁ): ଆସନ୍ତା ୨୫ରେ ମା ଗଜଲକ୍ଷ୍ମୀଙ୍କ ପୂଜା । ଏଥିପାଇଁ ବଡ଼ ବଜାର ବଣିକ ସଙ୍ଘ ପକ୍ଷରୁ ମା ଗଜଲକ୍ଷ୍ମୀଙ୍କ ପୂଜା ନିମନ୍ତେ ଶୁଭଖୁଣ୍ଟ ସ୍ଥାପନ କରାଯାଇଛି । ଜଗନ୍ନାଥ ପୂଜକ ରିଣ୍ଟୁ ଶତପଥୀଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ବୁଧବାର…

ବିକଶିତ ଭାରତ ନିର୍ମାଣରେ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୨୨।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁବାର ପୁରାତନ ଛାତ୍ରୀଛାତ୍ରଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିଥିମାନେ ଯୋଗଦେଇ ବିକଶିତ ଭାରତ ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି…

ନିଆରା ପରମ୍ପରା ; ପାଟପୁର ପୋଲିସର ପଥର ଉଠା କାର୍ଯ୍ୟକ୍ରମ, ଥାନା ଅଧିକାରୀ….

ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପରିସରରେ ପବିତ୍ର ଦଶହରା ପୂଜା ପୂର୍ବରୁ ଗଙ୍ଗାମାତା ଆବାହନ ସମୟରେ ପ୍ରତିବର୍ଷ ଏକ ନିଆରା ପରମ୍ପରା ପାଳନ କରାଯାଉଛି । ଚଳିତବର୍ଷ ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ…

ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି ହାତୀପଲ, ଦଳିଚକଟି ନଷ୍ଟ କରୁଛନ୍ତି ଧାନଫସଲ

ଦିଗପହଣ୍ଡି,୨୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାଶପୁର, ସୁମନ୍ତପୁର, ଢେପାଗୁଡ଼ା ଖଇର ପଦର, ସିଙ୍ଗପୁର, ହରିଣ, ଗୁଣ୍ଡୁରିଗୁଡ଼ା, ଆଦିକନ୍ଦପୁର, ସୁନାଖଣ୍ଡି ପ୍ରଭୃତି ଗ୍ରାମରେ ଗତ ପ୍ରାୟ ୧ ସପ୍ତାହ ହେଲା ହାତୀ ଉପଦ୍ରବ ଯୋଗୁ ସନ୍ଧ୍ୟା ହେଲେ ରାସ୍ତାରେ…

ଦିଗପହଣ୍ଡି ଠାକୁରାଣୀ ଯାତ୍ରା: ଦର୍ଶକଙ୍କ ମନ ମୋହିଲା ପୌରାଣିକ ନାଟକ

ଦିଗପହଣ୍ଡି,୨୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ବୁଧବାର ୫ ଦିନ ବିତିଛି। ଦୂରଦୂରାନ୍ତରେ ରହୁଥିବା ବହୁ ସଂଖ୍ୟକ ସହର ବାସିନ୍ଦା ଯାତ୍ରା ପୀଠରେ ମା’ଙ୍କ ଦର୍ଶନ ଓ…

କଲେଜ ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ପ୍ରସଙ୍ଗ: ସିସିଟିଭି ଯାଞ୍ଚ କଲା ସ୍ବତନ୍ତ୍ର ଟିମ୍‌

ଗଞ୍ଜାମ,୨୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଗତ ଶନିବାର ଛତ୍ରପୁର ଉପଜିଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଡଃ ଶିବାଶିଷ ବରାଳଙ୍କୁ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥତ୍ମାନେ ଲିଖିତ ଦାବିପତ୍ର ପ୍ରଦାନ…

ମା’ ଗଙ୍ଗାଦେବୀ ପୀଠରେ ଯାତ୍ରା ଆରମ୍ଭ, ଗ୍ରାମ୍ୟ ପରିକ୍ରମା ପରେ ଦ୍ୱାର ଭୋଗ ଖାଇ…

ଗଞ୍ଜାମ,୨୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ନିକଟରେ ଅବସ୍ଥିତ ପ୍ରସିଦ୍ଧ ମା’ ଗଙ୍ଗା ଦେବୀଙ୍କ ପୀଠରେ ପବିତ୍ର ଦଶହରା ଅବସରରେ ଯାତ୍ରା ବୁଧବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ମଙ୍ଗଳବାର ବିଳମ୍ବିତ ରାତିରେ ମା’ଙ୍କୁ ବାଦ୍ୟବାଜଣା ବଜାଇ…

ଜୁଆ ଆଡ୍ଡାରେ ଚଢ଼ାଉ: ୬୧ ଗିରଫ; ୨.୧୯ ଲକ୍ଷ ଟଙ୍କା ଜବତ

ଛତ୍ରପୁର, ୨୧।୧୦ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ସମଗ୍ର ଜିଲା ଉତ୍ସବମୁଖର ହୋଇଥିବା ବେଳେ ଗଞ୍ଜାମ ଜିଲାରେ ବେଆଇନ ଜୁଆ କାରବାର ବିରୋଧରେ ପୋଲିସର ଚଢ଼ାଉ ଜାରି ରହିଛି। ଗତ ୨୦ ତାରିଖରେ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୦ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?