ଗଞ୍ଜାମ

ବିଦ୍ୟୁତ୍‌ ବିଭ୍ରାଟକୁ ନେଇ କୁହୁଳୁଛି ଅସନ୍ତୋଷ

ପୁରୁଷୋତ୍ତମପୁର, ୩୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରବାସୀଙ୍କ ଉପରେ ଟିପିଏସ୍‌ଓଡିଏଲ୍‌ ଦାଉ ସାଧିଛି। ସାଉଥକୋଠାରୁ ଟାଟା ପାୱାର(ଟିପିଏସ୍‌ଓଡିଏଲ୍‌) ଗତ ଜାନୁୟାରୀ ୨୦୨୧ରୁ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେଇଛି। ଏହା ପରଠାରୁ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଲାଗି ରହିଥିବା ଅଭିଯୋଗ...

ମନ୍ତ୍ରୀଙ୍କ ହତ୍ୟା ଘଟଣା: ଗୋପାଳଙ୍କ ଘରେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌

ବ୍ରହ୍ମପୁର ଅଫିସ, ୩୧।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ୨୯ ତାରିଖରେ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳିକରି ହତ୍ୟା କରିଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟାକାରୀ ପୋଲିସ ଏଏସ୍‌ଆଇଙ୍କ ଘର...

ଭିଜିଲାନ୍ସ ଜାଲରେ ଟିପିଏସଓଡ଼ିଏଲ ଜିଏମ

ବ୍ରହ୍ମପୁର ଅଫିସ, ୩୧।୧- ବ୍ରହ୍ମପୁର ଭିଜିଲାନ୍ସ ସ୍ବତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ସାଉଥକୋ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ବ୍ରହ୍ମପୁର ସାଉଥକୋ ଇଲେକ୍ଟ୍ରିକାଲ ଜେନେରାଲ ମ୍ୟାନେଜର (ଜିଏମ) ପ୍ରମୋଦ...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୩୧ା୧: ବ୍ରହ୍ମପୁର ପୋକ୍‌ସୋ କୋର୍ଟ ଜଜ୍‌ ବିକ୍ରମ ପଟ୍ଟନାୟକ ସୋମବାର ଏକ ନାବାଳିକା ଛାତ୍ରୀ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ସାକ୍ଷ୍ୟ ପ୍ରମାଣକୁ ଅଧାରକରି ଅଭିଯୁକ୍ତ ଗାଙ୍ଗପୁର ଅଞ୍ଚଳର ସତ୍ୟନାରାୟଣ ସ୍ବାଇଁ(୨୪)ଙ୍କୁ ୩ବର୍ଷ ସଶ୍ରମ ସହ ୫ହଜାର ଟଙ୍କା...

ଏସିଆ ବୁକ୍‌ ଅଫ୍‌ ରେକଡର୍‌ସରେ ଆଇଟିଆଇର ସର୍ବବୃହତ୍‌ ହକି ଫିଲ୍ଡ ଲୋଗୋ

ବ୍ରହ୍ମପୁର ଅଫିସ୍‌, ୩୧ା୧:ୱେଷ୍ଟ ଟୁ ହେଲ୍‌ଥ ଦକ୍ଷତାକୁ ନେଇ ବ୍ରହ୍ମପୁର ଆଇଟିଆଇ ପୁଣି ଏକ ରେକର୍ଡ ହାସଲ କରିଛି। ଆଇଟିଆଇ ବିଦ୍ୟାର୍ଥୀଙ୍କ ଦ୍ୱାରା ନିର୍ମିତ ବୃହତ୍ତମ ହକି ଫିଲ୍ଡ ଲୋଗୋ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଛି। ଏହି...

କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ବାଇକ ଆରୋହୀ ମୃତ

ହିଞ୍ଜିଳିକାଟୁ ୩୦।୧(ଡି.ଏନ.ଏ.): ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଏବଂ ପୋଚିଲିମା ଗ୍ରାମ ମଧ୍ୟ ରାସ୍ତାରେ କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆସିକା ଥାନା ଅନ୍ତର୍ଗତ ପଢାଳ ଗ୍ରାମର ବାବୁଲା...

ଅଟୋରୁ ପ୍ରେମ, ବିବାହ ପରେ ନିର୍ଯାତନା

ଛତ୍ରପୁର,୩୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଉକ୍ତ ଗ୍ରାମର ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ସେ ସୋମବାର...

୨ ମାସ ତଳେ କରିଥିଲେ ବିବାହ: ପିନ୍ଧା ଲୁଗାରେ ଜୀବନ ହାରିଲେ ନବବଧୂ

ବ୍ରହ୍ମପୁର ଅଫିସ,୩୦ା୧: ପିନ୍ଧା ଲୁଗାରେ ଝୁଲିପଡ଼ିଲେ ନବବଧୂ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଗୁରୁଣ୍ଡି ଗ୍ରାମରେ। ମୃତକ ଜଣଙ୍କ ଗୁରୁଣ୍ଠି ଗ୍ରାମର କନକ ବେହେରା (୧୯)। ନିମଖଣ୍ଡି ପୋଲିସ ମୃତଦେହ ଜବତ କରି ନଂ.୨/୨୩...

ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ନିର୍ଯାତିତା ମହିଳା

ଛତ୍ରପୁର,୩୦ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ସୁମନ୍ତପୁର ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନା ସହୁଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସେ ସୋମବାର ଛତ୍ରପୁର ଆସି ଗଞ୍ଜାମ ଏସ୍‌ପିଙ୍କ...

ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ମଧୁମନ୍ଦିର

ବ୍ରହ୍ମପୁର ଅଫିସ,୩୦।୧:୧୯୨୦ରୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ ଗଠିତ ହୋଇଥିଲା। ଏହାପରେ ୧୯୨୧ରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସ ସ୍ବାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା ସାଜିଥିଲେ। ଏଥିରେ ଗୋପବନ୍ଧୁଙ୍କ ଅନୁରୋଧ କ୍ରମେ ୧୯୨୧ ମାର୍ଚ୍ଚ...

ଦୁବାଇରୁ ଆସିଲା ଶ୍ରମିକଙ୍କ ମୃତଦେହ

ଛତ୍ରପୁର,୨୯ା୧(ଡି.ଏନ.ଏ.): ଦୁବାଇରୁ ଶ୍ରମିକଙ୍କ ମୃତଦେହ ରବିବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ ପାଇତାରି ଗାଁରେ ଆସି ପହଞ୍ଚିଛି। ସେ ହେଲେ ସନ୍ତୋଷ ବେହେରା(୪୧)। ଗତ ୧୮ତାରିଖରେ ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।...

୧ରୁ ପୋର୍ଟ ଟ୍ରକ୍‌ ମାଲିକ ସଂଘର ଆନ୍ଦୋଳନ

ଛତ୍ରପୁର,୨୯ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡିକୁ ମାଲ ପରିବହନ ନେଇ ବ୍ୟବସ୍ଥା କରିବାକୁ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି ା ଅନ୍ୟପକ୍ଷରେ ସଂଘର ଅନ୍ୟାନ୍ୟ ଦାବି ସମ୍ପର୍କରେ ଗତ ୨୧...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri