ଗଞ୍ଜାମ

ଗଞ୍ଜାମ, ରାୟଗଡ଼ାରେ ଗଲା ୩ ଜୀବନ

ଭଞ୍ଜନଗର(ଡି.ଏନ.ଏ)/ ରାୟଗଡ଼ା(ସ୍ବ.ପ୍ର.), ୨୯।୧:ଗଞ୍ଜାମ ଏବଂ ରାୟଗଡ଼ା ଜିଲାର ପୃଥକ୍‌ ସ୍ଥାନରେ ଶନିବାର ସଡ଼କ ଦୁର୍ଘଟଣା ଘଟି ୩ ଜୀବନ ଯାଇଛି। ଅନ୍ୟ ୫ଜଣ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡ଼ାର ଧାନ ବ୍ୟବସାୟୀ ଭୋଳା ପ୍ରଧାନ...

ଏନ୍‌ଏସି ବୈଠକ ଭଣ୍ଡୁର ଉଦ୍ୟମ, ଅଭିଯୋଗ ଆଣିଲେ ଅଧ୍ୟକ୍ଷ

କୋଦଳା,୨୮ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସିର ସାଧାରଣ ବୈଠକରେ ପୁଣି ଥରେ ହୋ-ହଲ୍ଲା ଦେଖିବାକୁ ମିଳିଛି। ପୂର୍ବ ବୈଠକ ବାଦ୍‌ ବିବାଦକୁ ନେଇ ବନ୍ଦ ହୋଇଯାଇଥିବା ବେଳେ ଶନିବାର ପୁଣି ଥରେ ବୈଠକରେ ରାଜନୈତିକ ବିବାଦ ଦେଖିବାକୁ ମିଳିଛି। ଉକ୍ତ...

ରାଜ୍ୟପାଳ ମେଡାଲ ପାଇଲେ ଆସିକା ଥାନା ଅଧିକାରୀ

ଆସିକା,୨୮ା୧(ଡି.ଏନ.ଏ.): ଦେଶର ଶ୍ରେଷ୍ଠ ଥାନା ଭାବେ ବିବେଚିତ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ୨୦୨୨ରେ ରାଜ୍ୟପାଳଙ୍କ ମେଡାଲ ହାସଲ କରିଛନ୍ତି। ଗୁରୁବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ହଲଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ...

ଚୋରି ଅଳଙ୍କାର ଜବତ, ୫ ଗିରଫ

ଗୋପାଳପୁର,୨୮ା୧(ଡି.ଏନ.ଏ.): ଗତ ମାସରେ ଘରେ ପଶି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଚୋରି କରିବା ଘଟଣାରେ ଗୋଳନ୍ଥରା ପୋଲିସ ଚୋରି ସୁନା କ୍ରେତା ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ...

ବିଇଏମ୍‌ସି କମିଶନରଙ୍କ ନାଁରେ ଫେକ୍‌ ହ୍ବାଟ୍ସଆପ୍‌

ବ୍ରହ୍ମପୁର ଅଫିସ,୨୮ା୧: ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲଙ୍କ ନାଁରେ ପୁଣିଥରେ ନକଲି ୱାଟସଆପ ଆକାଉଣ୍ଟ ଖୋଲାଯାଇ ତାଙ୍କ ସମ୍ପର୍କୀୟ ଓ ମହାନଗର ନିଗମ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ଆର୍ଥିକ ସହାୟତା ମଗାଯାଉଛି। ପୂର୍ବରୁ ମଧ୍ୟ କମିଶନରଙ୍କ ନାଁରେ...

ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼: ଆନ୍ଧ୍ରପ୍ରଦେଶରୁ ଗିରଫ ହେଲେ ଅଭିଯୁକ୍ତ

ଗୋପାଳପୁର,୨୭ା୧(ଡି.ଏନ.ଏ.) ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ପିତାତଳି ଗ୍ରାମରେ ଗତ ରବିବାର ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ ପଥର ମାଡ଼ ହୋଇଥିଲା। ଏହି ମାମଲାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ...

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ସ୍ବାମୀ

ଗୋପାଳପୁର,୨୭ା୧(ଡି.ଏନ.ଏ.): ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ ଅଭିଯୋଗରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ରଣ୍ଢା ଗ୍ରାମର ଶିବରାମ ସେଠୀ (୪୦)। ଶିବରାମ ଏବଂ ସ୍ତ୍ରୀ...

ଅମୃତ ସରୋବରରେ ନୌକା ବିହାର ଉଦଘାଟନ୍‌ କଲେ ମନ୍ତ୍ରୀ

ଟିଟିଲାଗଡ଼,୨୬।୧(ଡି.ଏନ୍‌.ଏ.): ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଖୋଲାଣ ଅମୃତ ସରୋବରରେ ନୌକା ବିହାର ଯୋଜନାକୁ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରିଛନ୍ତ। ବ୍ଲକ ଅନ୍ତର୍ଗତ କୌଣସି ସରୋବରରେ ଏଭଳି ନୌକା...

ଲାଗିଥିଲା ୮ଶହ, ଏବେ ୮ଟି ନାହିଁ

ବୁଗୁଡ଼ା,୨୬ା୧(ଡି.ଏନ୍‌.ଏ.): ବୁଗୁଡ଼ା ବ୍ଲକ ମୋଟାବାଡ଼ି ଗ୍ରାମରେ ଉଦ୍ୟାନ ବିଭାଗ ଅଧୀନରେ ୪ ହେକ୍ଟର ଜମିରେ ୮ଶହ କାଜୁ ଗଛ ଲାଗିଥିବା ନେଇ ଫଳକ ମରାଯାଇଛି। ହେଲେ ସେଠାରେ ଏବେ ୮ଟି ମଧ୍ୟ କାଜୁ ଗଛ ନାହିଁ। ଫଳକରେ ଲେଖାଯାଇଥିବା ସୂଚନାନୁସାରେ...

ପୁଅର ଖଣ୍ଡାଚୋଟରେ ବାପା ମୃତ

ଛତ୍ରପୁର,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗାଁ ମଠସାହିରେ ହତ୍ୟାକାଣ୍ଡ ଘଟିଛି। ବାପା ପାଣ୍ଡ ମହାଙ୍କୁଡ (୬୦)ଙ୍କୁ ପୁଅ ସଞ୍ଜୟ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଏସ୍‌ଆଇ ସିଲୁ ଧଳ...

୫ ଘଣ୍ଟା ପାଇଖାନାରେ ବନ୍ଦ ରହିଲେ ଛାତ୍ର, ପ୍ରଧାନଶିକ୍ଷୟିତ୍ରୀଙ୍କୁ ରିପୋର୍ଟ ତଲବ

ହିଞ୍ଜିଳିକାଟୁ,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଗଣ୍ଡଳା ପଞ୍ଚାୟତର ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ପାଇଖାନାରେ ୫ ଘଣ୍ଟା ବନ୍ଦ ହୋଇ ରହିଥିଲେ। ସ୍କୁଲ ଶିକ୍ଷୟତ୍ରୀ ଓ କର୍ମଚାରୀ କୌଣସି ଛାତ୍ରୀଛାତ୍ର ସ୍କୁଲ ଭିତରେ...

ଚାଷୀ ଅସନ୍ତୋଷ, ଟୋକନ୍‌ ଲ୍ୟାପ୍ସ ଚିନ୍ତା ଘାରିଛି

ଛତ୍ରପୁର,୨୫।୧(ଡି.ଏନ.ଏ): ଗଞ୍ଜାମ ଜିଲାରେ ଧାନକିଣା ଧିମାରେ ଚାଲିଛି। ମଣ୍ଡି ସମସ୍ୟା ଓ ଟୋକନ୍‌ ଲ୍ୟାପ୍ସ ଆଶଙ୍କା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ା ବିଭିନ୍ନ ବ୍ଲକ, ତହସିଲଠାରୁ ଆରମ୍ଭ କରି ଜିଲାପାଳ ଓ ଜିଲା ଯୋଗାଣ କାର୍ଯ୍ୟାଳୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri