ଜମିହରା କର୍ମଚାରୀଙ୍କୁ ପୁନଃ ଅବସ୍ଥାପିତ ଦାବି
ଢେଙ୍କାନାଳ ଅଫିସ,୧୯।୪ ଢେଙ୍କାନାଳ ଜିଲା ଓଡାପଡା ବ୍ଲକ କୁରୁଣ୍ଟିଠାରେ ଗତ ୨୦୨୦ ମସିହାରୁ ବନ୍ଦହୋଇ ପଡିଥିବା ବିଆର୍ଜି ଷ୍ଟିଲ ପ୍ଲାଣ୍ଟ କିଛିଦିନ ତଳେ ରିମ୍ଝିମ୍ ଷ୍ଟିଲକୁ ବିକ୍ରି ହୋଇଯାଇଛି। ବିଆର୍ଜି କମ୍ପାନୀର ଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ…
ଚମକିଲେ ଇ-ଟେକ୍ ଛାତ୍ରୀଛାତ୍ର
ଢେଙ୍କାନାଳ ଅଫିସ,୧୭।୪: ଢେଙ୍କାନାଳ ଇ-ଟେକ୍ ଯୁକ୍ତ ୩ ମହାବିଦ୍ୟାଳୟରେ ମେଧାବୀ ଛାତ୍ରୀଛାତ୍ରମାନେ ଶିକ୍ଷାନୁଷ୍ଠାନର ଗୌରବ ବଢ଼ାଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିବା ପ୍ରଥମ ବ୍ୟାଚର ଉଦ୍ଭିଦ ବିଜ୍ଞାନ (ସମ୍ମାନ) ଛାତ୍ରୀ ରୋଜାଲିନ ୍ ବେହେରା ବିଶ୍ୱବିଦ୍ୟାଳୟସ୍ତରରେ ୭ମ ସ୍ଥାନ ଏବଂ ରସାୟନ…
ପାର୍କିଂସ୍ଥଳ ନିର୍ମାଣକୁ ବିରୋଧ
ଢେଙ୍କାନାଳ ଅଫିସ,୧୭।୪: ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ନିର୍ମାଣାଧୀନ ପାର୍କିଂ ସ୍ଥଳକୁ ଶନିବାର ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଜଙ୍ଗଲ ଜମିରେ ଉକ୍ତ ଯାନବାହନ ରହଣି ସ୍ଥଳ ନିର୍ମାଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ୫୫ନଂ. ଜାତୀୟ…
ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଅଭିଯୁକ୍ତଙ୍କ ସ୍ତ୍ରୀ, ପୁଅକୁ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଥିଲା ବେଳେ ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସ୍ତ୍ରୀ ସାରଥୀ ନାୟକ (୩୦) ଓ ପୁଅ…
ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଗଲା ଜଣଙ୍କ ଜୀବନ
ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ହେଲେ ୧୪ ନଂ ଓ୍ବାର୍ଡମେମ୍ବର ପଙ୍କଜିନୀ ନାୟକଙ୍କ ଶ୍ୱଶୁର ଦଳେଇ ନାୟକ…
ଝାଞ୍ଜିରୁ ମିଳୁନି ନିସ୍ତାର
ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଗ୍ରୀଷ୍ମପ୍ରବାହ ରେକର୍ଡ ଭାଙ୍ଗୁଛି। ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବାବେଳେ ଏଥିରୁ ବାଦ୍ ପଡ଼ିନି ଶିଳ୍ପ ଜିଲା ଢେଙ୍କାନାଳ। ଶୁକ୍ରବାର ଜିଲାର ପାରଦ ୪୧ ଡିଗ୍ରୀ ଟପିଥିବାବେଳେ ସକାଳୁ ଅପରାହ୍ନ ଯାଏ ପ୍ରବାହିତ ଝାଞ୍ଜିରେ…
ଅସହ୍ୟ ତାତିରେ କଲବଲ ଅହିରାଜ
ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଆରମ୍ଭ ହୋଇଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଏହାର ପ୍ରଭାବ ପଡ଼ିଲାଣି ସଂରକ୍ଷିତ ଜଙ୍ଗଲର ଜୈବ ବିବିଧତା ଏବଂ ବନ୍ୟଜୀବନ ଉପରେ। ତାତି ସହି ନ ପାରି ଅହିରାଜ ଭଳି ବିଶାଳକାୟ ସରୀସୃପ ଜାତୀୟ ପ୍ରାଣୀ କଲବଲ ହେଉଛନ୍ତି।…
‘ପ୍ରୟାସ ପ୍ରଶଂସନୀୟ’
ରାସୋଳ, ୧୫।୪(ଡି.ଏନ୍.ଏ.) କଳା, ସଂସ୍କୃତିର ମାଟି ହେଉଛି ଢେଙ୍କାନାଳ। ଲୋକକଳା, ଲୋକନୃତ୍ୟକୁ ବଞ୍ଚାଇ ରଖିବାରେ ଏହି ଜିଲାର କଳାକାରମାନେ ଅହରହ ଉଦ୍ୟମ କରି ଆସୁଛନ୍ତି। ପୁରାତନ ପରମ୍ପରାକୁ ବଞ୍ଚାଇବାରେ ଏଭଳି ପ୍ରୟାସ ପ୍ରଶଂସନୀୟ ବୋଲି ୧୭ତମ ‘ରାସୋଳ ମହୋତ୍ସବ’ରେ ଯୋଗଦେଇଥିବା ଅତିଥିମାନେ…
ଜାଲ୍ ଦସ୍ତଖତରେ ପଟ୍ଟା ପ୍ରଦାନ
ଢେଙ୍କାନାଳ ଅଫିସ,୧୪।୪: ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟର ଦୁର୍ନୀତି ପିଛା ଛାଡୁନି। ୨୦୨୧ରେ ଚଞ୍ଚକତା କରି ଏକ ଜଳାଶୟର କିସମ ପରିବର୍ତ୍ତନ କରିବା ଘଟଣାରେ ଜଣେ ଅତିରିକ୍ତ ତହସିଲଦାରଙ୍କ ସମେତ ୨ କର୍ମଚାରୀ ଜେଲ ଯାଇଥିବାବେଳେ ଏବେ ଏହାର ପୁନରାବୃତ୍ତି ଘଟିଛି। ଜମି…
ବୋହିନେଲେ ପେଟି ପେଟି ବିୟର
ସାତମାଇଲ, ୧୪।୪(ଡି.ଏନ୍.ଏ.): ଦୁର୍ଘଟଣା ପରେ ଟ୍ରକ୍ ଭିତରେ ଫସି ରହିଥିଲେ ହେଲ୍ପର ଏବଂ ଡ୍ରାଇଭର। ହେଲେ ସେମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଲୋକମାନେ ବୋହିଚାଲିଲେ ପେଟି ପେଟି ବିୟର। ବିପଦ ବେଳେ ସହାୟତାର ହାତ ବଢ଼ାଇବା ବଦଳରେ ବ୍ୟକ୍ତିଗତ ଲାଭ ପାଇଁ ମାନବିକତା…
କାଗଜକଲମରେ କାମ
ଢେଙ୍କାନାଳ ଅଫିସ, ୧୪।୪: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ବଡ଼ଧରଣର ଦୁର୍ନୀତି ହୋଇଛି। ମୃତବ୍ୟକ୍ତି, ସରକାରୀ ଚାକିରିଆ ଏବଂ ସ୍କୁଲ ପିଲାଙ୍କ ନାମରେ ଜବ୍କାର୍ଡ କରାଯାଇ ଦେଢ଼…
ସ୍ନେହ ବଦଳାଇଦେଲା ନରହନ୍ତା ଦନ୍ତା ‘ରାକେଶ’ର ହିଂସ୍ର ସ୍ବଭାବ
ଢେଙ୍କାନାଳ ଅଫିସ, ୧୪।୪:ଗୋଠରୁ ଅଲଗା ହେବା ପରେ ହୋଇଉଠିଥିଲା ହିଂସ୍ର। ମାରିଥିଲା ମଣିଷ। ମୁଣ୍ଡରେ ବୋହିଥିଲା ନରହନ୍ତାର କଳଙ୍କ। ହିଂସ୍ରପ୍ରବୃତ୍ତିରେ ପରିବର୍ତ୍ତନ ପାଇଁ ଟ୍ରାଙ୍କୁଲାଇଜ୍ ହୋଇ ଆସିଲା ଚିଡ଼ିଆଖାନା। ମାସ ମାସ ଧରି ଗୋଡ଼ରେ ପଡ଼ିଲା ବେଡ଼ି। ରଖାଗଲା କ୍ରଲ୍ (ସ୍ବତନ୍ତ୍ର…
Archives


