କାର୍ରେ ଢେଙ୍କାନାଳରୁ ଲଦାଖ
ଢେଙ୍କାନାଳ ଅଫିସ, ୧୯ ।୬: କାର୍ରେ ଢେଙ୍କାନାଳରୁ ଲଦାଖ। ଲଦାଖରୁ ପୁଣି ଢେଙ୍କାନାଳ। ମୋଟ ୪,୭୫୦ କିଲୋମିଟରର ଯାତ୍ରା। ବରଫାବୃତ୍ତ ପାହାଡ଼, ସଂକୀର୍ଣ୍ଣ ରାସ୍ତା, ଅକ୍ସିଜେନ ସମସ୍ୟା ମଧ୍ୟରେ ପାଦେ ପାଦେ ମୃତ୍ୟୁର ଭୟ। ଏଭଳି ଏକ ଦୁଃସାହସିକ ଯାତ୍ରା କରି...
ସରିଲା ଆଳତୁମା ରଜ ମହୋତ୍ସବ
କାମାକ୍ଷାନଗର, ୧୮।୬(ଡି.ଏନ୍.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍ଏସି ଆଳତୁମା ଆମ୍ବତୋଟାରେ ୩ଦିନ ଧରି ଚାଲିଥିବା ଦ୍ୱାଦଶ ରଜ ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ରଜ ମହୋତ୍ସବ କମିଟି ସଭାପତି ବାଳକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି...
ଅଧିକାରୀ କରୁଛନ୍ତି ପକ୍ଷପାତିତା
ଭୁବନ, ୧୮।୬(ଡି.ଏନ୍.ଏ.) ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀ ପକ୍ଷପାତିତା କରୁଥିବା ଅଭିଯୋଗରେ ଶୁକ୍ରବାର ଢେଙ୍କାନାଳ ଜିଲା ଭୁବନ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଘେରିଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା। ବିଡିଓ ଆଶୀର୍ବାଦ ବେହେରା ଅଭିଯୋଗର ଅନୁଧ୍ୟାନ...
ଆୟ ତୁଳନାରେ ଅଧିକ ବ୍ୟୟ
ଢେଙ୍କାନାଳ ଅଫିସ, ୧୭ା୬ ଆୟ ତୁଳନାରେ ବଢ଼ିବାରେ ଲାଗିଛି ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗର ବ୍ୟୟ। ତଥାପି ଖର୍ଚ୍ଚ ପରିଚାଳନା ଲାଗି ନାହିଁ କୌଣସି ଯୋଜନା। ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଗୁରୁବାର ଅନୁଷ୍ଠିତ...
ଦୁଇବର୍ଷରେ ଦୟନୀୟ
ଭୁବନ, ୧୭ା୬(ଡି.ଏନ୍.ଏ.) କେଉଁଠି ଭାଙ୍ଗିପଡ଼ିଛି କଳକବ୍ଜା ତ ଆଉ କେଉଁଠି ଚୋରି ହୋଇଗଲାଣି ଯନ୍ତ୍ରାଂଶ। ଦୁଇବର୍ଷ ତଳେ ଯେଉଁ ବ୍ୟାୟାମଶାଳାରେ ସକାଳେ ସଞ୍ଜରେ ଅସମ୍ଭବ ଭିଡ଼ ହେଉଥିଲା, ଏବେ ସେହି ସ୍ଥାନ ଖଁା ଖଁା। ହାତଗଣତି ଲୋକ ଆସୁଛନ୍ତି। ଯେଉଁମାନେ...
ଢେଙ୍କାନାଳରେ ଆମେରିକା ପ୍ରତିନିଧି ଦଳ
ଢେଙ୍କାନାଳ ଅଫିସ, ୧୬।୬ – ଆମେରିକାର ବିଲ୍ ଆଣ୍ଡ୍ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ (ବିଏମ୍ଜିଏଫ୍)ର ଏକ ପ୍ରତିନିଧି ଦଳ ବୁଧବାର ଢେଙ୍କାନାଳ ଜିଲା ପରିଦର୍ଶନରେ ଆସିଛନ୍ତି। ବିଏମ୍ଜିଏଫ୍ର ବ୍ରିଆନ୍ ଆର୍ବୋଗାଷ୍ଟଙ୍କ ନେତୃତ୍ୱରେ ରୋଶନ ଶ୍ରୋଷ୍ଠା, ଅର୍ଚ୍ଚନା ବ୍ୟାସ, ସଫି ଗୁଡୱାନୀ...
ରେଲୱେ ପରୀକ୍ଷାର୍ଥୀ ହନ୍ତସନ୍ତ
ଢେଙ୍କାନାଳ ଅଫିସ୍, ୧୬।୬ – ରେଲୱେ ପରୀକ୍ଷା ଦେବା ଲାଗି ଢେଙ୍କାନାଳ ଆସିଥିବା ପରୀକ୍ଷାର୍ଥୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ରହିବା ପାଇଁ ଘର କି ଖାଦ୍ୟ ମିଳୁନାହିଁ। ପରୀକ୍ଷା ପରିଚାଳନାରେ ଏଭଳି ତ୍ରୁଟିକୁ ନେଇ...
ରଜ ପାନ ବିନା ମଉଜ ଅଧା
କାମାକ୍ଷାନଗର, ୧୬।୬(ଡି.ଏନ୍.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ହନୁମାନ ଛକରେ ପାନ ଦୋକାନ କରିଥିବା ସଦାନନ୍ଦ ନାଥଙ୍କୁ ଏବେ ଫୁରସତ୍ ନାହିଁ। ସକାଳ ୭ଟାରୁ ରାତି ୧୦ଟା ଯାଏ ତାଙ୍କ ଦୋକାନରେ ଅସମ୍ଭବ ଭିଡ଼। କୌଣସି ଜଣେ ବି ଗ୍ରାହକ ଯେପରି...
ବଖାଣିଲେ ରାହୁଲ ଉଦ୍ଧାର ଅନୁଭୂତି
ଢେଙ୍କାନାଳ ଅଫିସ, ୧୬।୬: ସେପଟେ ଜଗିଥିଲା ମୃତ୍ୟୁ। ଏପଟେ ମୃତ୍ୟୁ ପଞ୍ଝାରୁ ଜୀବନକୁ ଛଡ଼ାଇ ଆଣିବାକୁ ଚାଲିଥିଲା ସଂଘର୍ଷ। ୧୦୬ ଘଣ୍ଟାର କଷ୍ଟକର ସମୟ। ଛତିଶଗଡ଼ ସରକାର, ମାଇନିଂ ଏକ୍ସପର୍ଟ, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେନା ଯବାନ, ସ୍ଥାନୀୟ ପୋଲିସଙ୍କ ସମେତ...
ରଜରେ ମୁଖରିତ ରଞ୍ଜାଗୋଳ
ସାତମାଇଲ, ୧୪।୬ ରଜ ମହୋତ୍ସବ ପାଇଁ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ରଞ୍ଜାଗୋଳ। ଦୀର୍ଘ ୨୦୦ ବର୍ଷ ହେଲା ଏଠାରେ କୃଷିଭିତ୍ତିକ ପର୍ବ ରଜ ପାଳିତ ହୋଇ ଆସୁଛି। କରୋନା କଟକଣା ପାଇଁ...
ରାସ୍ତାକୁ ଓହ୍ଲାଇଲେ ବଡ଼ଝରାବାସୀ
ପରଜଙ୍ଗ, ୧୪।୬ (ଡି.ଏନ୍.ଏ.) ଜମି ପାଖଦେଇ ଯାଇଛି କେନାଲ। ହେଲେ ବିଲକୁ ମାଡୁନି ପାଣି। ସ୍ଥାଣୁ ପାଲଟିଛି ବସୁଧା ପ୍ରକଳ୍ପ। ଏନ୍ଏଚ୍ ସମ୍ପ୍ରସାରଣରେ ବିଲବାଡ଼ି କ୍ଷତିଗ୍ରସ୍ତ ହୋଇଗଲାଣି। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିବାବେଳେ ଏହାର ପ୍ରତିବାଦରେ...
ସମୃଦ୍ଧ ହେବ ଡୋକ୍ରା ହସ୍ତଶିଳ୍ପ
ଢେଙ୍କାନାଳ ଅଫିସ, ୧୪।୬ ଢେଙ୍କାନାଳ ହେବ ଡୋକ୍ରା ହସ୍ତକଳାର ହବ୍। ଏଠାରୁ ପ୍ରସ୍ତୁତ ସାମଗ୍ରୀ ଦେଶବିଦେଶରେ ପହଞ୍ଚତ୍ବ। ଏହାକୁ ଜୀବିକା ଭାବେ ଗ୍ରହଣ କରିଥିବା ଶିଳ୍ପୀଙ୍କ ଆର୍ଥତ୍କ ଅବସ୍ଥା ବଦଳିବ। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର-ସଦେଇବେରେଣୀରେ କଳାକୃତି ଗ୍ରାମ...
Archives


