ବିବାଦ ପାଇଁ ବଳିପଡ଼ିଲା
ଢେଙ୍କାନାଳ ଅଫିସ,୨।୯: ପୌର ନିର୍ବାଚନକୁ ବିତିଛି ୬ମାସ। ପୌରାଧ୍ୟକ୍ଷା-ଉପାଧ୍ୟକ୍ଷ, ବିଜେଡି-ଭାଜପା କାଉନ୍ସିଲରଙ୍କ କାଦୁଅ ଫିଙ୍ଗା ରାଜନୀତି ମଧ୍ୟରେ ବିତିଛି ଏହି ମୂଲ୍ୟବାନ ସମୟ। ଏହି ବିବାଦରେ ବଳିପଡ଼ିଛି କୁଞ୍ଜକାନ୍ତ ପୋଖରୀ ପାର୍ଶ୍ୱ ପାର୍କ ଏବଂ ଓପନ୍ ଜିମ୍। ସ୍ବାୟତ୍ତ ଶାସନ...
ଜେଲ୍ ଗଲେ ଲାଞ୍ଚୁଆ ଡିଏସ୍ପି
ଢେଙ୍କାନାଳ ଅଫିସ,୩୧ା୮: ଲାଞ୍ଚ ମାମଲାରେ ବୁଧବାର ଜେଲ୍ ଯାଇଛନ୍ତି ଢେଙ୍କାନାଳ ସଦର ଥାନାଧିକାରୀରୁ ଡିଏସ୍ପି ପଦୋନ୍ନତି ପାଇଥିବା ଅଭିନବ ଡାଳୁଆ। କୋଇଲା ପରିବହନକାରୀଙ୍କଠାରୁ ୨ଟି ଟ୍ରକ୍ ପାଇଁ ମଙ୍ଗଳବାର ସଦର ଥାନାରେ ୩୦ ହଜାର ଟଙ୍କା ଲାଞ୍ଚ ନେଇ କଟକ...
ବିଦ୍ୟାଦାତାଙ୍କ ପାଇଁ ବ୍ୟଗ୍ର
ଢେଙ୍କାନାଳ ଅଫିସ,୩୧।୮: ମଣ୍ଡପରେ ବିରାଜିବେ ବିଦ୍ୟାଦାତା। ଅନ୍ତ ହେବ ୨ବର୍ଷର ପ୍ରତୀକ୍ଷା। ଶିକ୍ଷାନୁଷ୍ଠାନରେ ବିଘ୍ନହର୍ତ୍ତାଙ୍କ ଆବାହନ ପାଇଁ ବ୍ୟଗ୍ର ଛାତ୍ରୀଛାତ୍ର। ଚଳଚଞ୍ଚଳ ପୂଜା ପ୍ରତିଷ୍ଠାନ। ପ୍ରାଚୀନ ମନ୍ଦିରରେ ନୀତିକାନ୍ତି ଅନୁଯାୟୀ ପୂଜା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ସବୁଠି ସୃଷ୍ଟି...
ଭିଜିଲାନ୍ସ ଜାଲରେ ଡିଏସ୍ପି
ଢେଙ୍କାନାଳ ଅଫିସ,୩୦।୮: ଢେଙ୍କାନାଳ ସଦର ଥାନା ଇନସ୍ପେକ୍ଟରରୁ ଡିଏସ୍ପିକୁ ପଦୋନ୍ନତି ହୋଇଥିବା ଅଭିନବ ଡାଳୁଆ ମଙ୍ଗଳବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଡିଏସ୍ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କ ନେତୃତ୍ୱରେ ୧୧ ଜଣିଆ ଦଳ...
ନବାନ୍ନରେ ଉତ୍ସବମୁଖର ଯୋରନ୍ଦା
ଢେଙ୍କାନାଳ ଅଫିସ, ୩୦।୮: ଦୀର୍ଘ ୨ବର୍ଷ ପରେ ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ମହିମାଗାଦିରେ ଅନୁଷ୍ଠିତ ହୋଇଛି ସାମୂହିକ ନବାନ୍ନ କାର୍ଯ୍ୟକ୍ରମ। ମାଘମେଳା ପରେ ଏହି ଦ୍ୱିତୀୟ ପ୍ରସଦ୍ଧ ଗଣପର୍ବକୁ ନେଇ ମହିମା ଧର୍ମାବଲମ୍ବୀଙ୍କ ମଧ୍ୟରେ ବିପୁଳ ଉତ୍ସାହ...
ଜାତୀୟ କ୍ରୀଡ଼ା ଦିବସରେ ଖେଳାଳି ସମ୍ବର୍ଦ୍ଧିତ: ଅଭ୍ୟାସ ପାଇଁ ନିର୍ମାଣ ହେବ ପଡ଼ିଆ
ଢେଙ୍କାନାଳ ଅଫିସ୍,୨୯ା୮: ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ସାଇ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଜିଲା ହକି ସଂଘର ସହଯୋଗରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ସୋମବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ଓ କ୍ରୀଡ଼ାବିତମାନେ ହକି...
ବାଇକ୍, ଆକ୍ଟିଭା ଉପରେ ପଡ଼ିଲା ଆମ୍ଭଗଛ
ଢେଙ୍କାନାଳ ଅଫିସ,୨୯।୮: ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ବହୁ ପୁରୁଣା ଆମ୍ବଗଛର ଗୋଟିଏ ବଡ଼ ଡାଳ ସୋମବାର ଅପରାହ୍ନରେ ଭାଙ୍ଗି ପଡ଼ିଥିଲା । ଫଳରେ ଗଛ ଡାଳ ପଡ଼ି ୨ଟି ବାଇକ୍ ସହ ଏକ...
ଅନ୍ତୁଡ଼ିଶାଳରେ ଅଣଦେଖା
ଢେଙ୍କାନାଳ ଅଫିସ, ୨୯।୮: ହକିର ହୃତଗୌରବ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ପ୍ରୟାସ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପ୍ରୟାସରେ ଅଲିମ୍ପିକ୍ରେ ଦୀର୍ଘବର୍ଷ ପରେ ଭାରତୀୟ ପୁରୁଷ ଦଳ ପଦକ ଜିତିବା ହକିର ସ୍ବର୍ଣ୍ଣିମ ସମ୍ଭାବନାକୁ ଉଜ୍ଜୀବିତ କରିଛି। ଏହି...
ଡାକିବାରୁ କବାଟ କିଳିଦେଲେ ଡାକ୍ତର
ଢେଙ୍କାନାଳ ଅଫିସ, ୨୮।୮: ଦୀର୍ଘ ୨୦ ଘଣ୍ଟା ପରେ ବି ମିଳିଲାନି ରକ୍ତ ନମୁନା ପରୀକ୍ଷା ରିପୋର୍ଟ। ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ସାନଭାଇକୁ ଦେଖିବାକୁ ନେହୁରା ହେବା ସତ୍ତ୍ୱେ ମୋବାଇଲରେ ବ୍ୟସ୍ତ ଥିବା ଡାକ୍ତର ଶୁଣିଲେ ନାହିଁ। ଓଲଟି...
ପୁଣି ଏକ ହାତୀର ମୃତଦେହ ଠାବ
ଢେଙ୍କାନାଳ ଅଫିସ,୨୮ା୮: ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ ଘାଘରା ମୁଣ୍ଡା ପଞ୍ଚାୟତର ଆସନ ବାହାଳୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରବିବାର ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ସ୍ଥାନୀୟ ରେଞ୍ଜର...
ଅଟୋ-ଟ୍ରକ ମୁହାଁମୁହିଁ: ୫ ମୃତ୍ୟୁ, କେବଳ ଗୋଟିଏ ପରିବାରରୁ ୩ ଜଣ
କାମାକ୍ଷାନଗର,୨୮।୮(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପଥରଖମ୍ବ ଛକରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଡ୍ରାଇଭରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକଙ୍କ ଘର କାମାକ୍ଷାନଗର...
ବିଜେଡିରେ ମିଶିଲେ ଭାଜପା ସଂଖ୍ୟାଲଘୁ ନେତା
ଢେଙ୍କାନାଳ ଅଫିସ, ୨୮।୮: ଢେଙ୍କାନାଳ ଜିଲା ଭାଜପାର ସଂଖ୍ୟାଲଘୁ ନେତା ତଥା ପୂର୍ବତନ ସଂଖ୍ୟାଲଘୁ ମଣ୍ଡଳ ସଭାପତି ଶେଖ୍ ଅବଦୁଲ ଅଖମଲ ଶନିବାର ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଶାସନ ଏବଂ ବିଧାୟକ...
Archives


