ଢେଙ୍କାନାଳ

୪ବର୍ଷ ହେଲା ଖୋଲିନାହିଁ ଚାବି

ରାସୋଳ, ୩୦।୯(ଡି.ଏନ୍‌.ଏ.): ଚାଷୀଙ୍କୁ ଦିଆଯିବ କୃଷି ସମ୍ପର୍କିତ ପରାମର୍ଶ। ଫସଲରେ ରୋଗପୋକ ବ୍ୟାପିଲେ ଏଥିରୁ ମୁକୁଳିବାର ବାଟ ବତାଇବେ ଅଧିକାରୀ। ସରକାରଙ୍କ ଚାଷଭିତ୍ତିକ ଯୋଜନାର ପ୍ରଚାର ପ୍ରସାର ଏବଂ ଏହାର ଲାଭ ଯେପରି ପ୍ରକୃତ ହିତାଧିକାରୀ ପାଇବେ ତାହାକୁ ଦୃଷ୍ଟିରେ ରଖି…

ଢେଙ୍କାନାଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର

ଢେଙ୍କାନାଳ ଅଫିସ,୨୯ା୯: ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆରଡିସି) ଡ. ସୁରେଶ ଚନ୍ଦ୍ର ଦଳେଇ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗ ଓ ଓ୍ବାର୍ଡ…

ଜଗତପୁରରେ ଆତଙ୍କ ଖେଳାଉଥିବା ହାତୀ ଢେଙ୍କାନାଳରେ

ଢେଙ୍କାନାଳ ଅଫିସ, ୨୯।୯: କଟକ ଜିଲା ଜଗତପୁରରେ ଆତଙ୍କ ସୃଷ୍ଟି କରିଥିବା ମାଈ ହାତୀକୁ ଢେଙ୍କାନାଳ ଜିଲା କପିଳାସ ପ୍ରାଣି ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଛି। ହାତୀଟିକୁ ଟ୍ରାଙ୍କୁଲାଇଜର କରି ଏକ ଟ୍ରକ୍‌ ସାହାର୍ଯ୍ୟରେ ଉଦ୍ୟାନ ଅଣାଯାଇଥିଲା।…

ଘରୋଇ ଜମିରେ ଆଶ୍ରମ ବିଦ୍ୟାଳୟ: ଅଡୁଆରେ ଢେଙ୍କାନାଳ ଜିଲା ଏସ୍‌ସି/ଏସ୍‌ଟି ବିଭାଗ

ଢେଙ୍କାନାଳ ଅଫିସ, ୨୯।୯: ଏକ ଘରୋଇ ଜମିରେ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସ ନିର୍ମାଣ କରିବା ଢେଙ୍କାନାଳ ଜିଲା ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ବିଭାଗର ଅଡୁଆ ବଢ଼ାଇଛି। ଉକ୍ତ ନିର୍ମାଣକୁ ଅବୈଧ ଦର୍ଶାଇ ହାଇକୋର୍ଟ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଜାରି…

୫୦ବର୍ଷ ପରେ ପୁନର୍ମିଳନ: ଯୋଡ଼ିହୋଇଛି ଭଙ୍ଗା ମନ

ଭୁବନ, ୨୯।୯(ଡି.ଏନ୍‌.ଏ.): ପେଟପାଟଣା କଥା ବୁଝୁଥିଲେ ବଳଦ। ଚାଷବାସଠାରୁ ଆରମ୍ଭ କରି ବ୍ୟବସାୟ ଯାଏ ସେମାନେ ଯୋଡ଼ି ହୋଇରହିଥିଲେ ମାଲିକଙ୍କ ସହିତ। ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ମଧୁର ସମ୍ପର୍କର ସ୍ମୃତି ରୋମନ୍ଥନ କରିବାକୁ ଆରମ୍ଭ ହୋଇଥିଲା ଐତିହାସିକ ବଳଦଯାତ୍ରା। କେଉଁ…

ଯାତ୍ରା ପାଇଁ ଭଡ଼ାରେ ବଳଦ

ଭୁବନ, ୨୯।୯(ଡି.ଏନ୍‌.ଏ.): ଜମି ଥିଲା। ବର୍ଷତମାମ ହେଉଥିଲା ଚାଷବାସ। ଲୋଡ଼ା ହେଉଥିଲେ ବଳଦ, ପୋଢ଼ ଭଳି ଭାରବାହୀ ପ୍ରାଣୀ। ଏବେ କିନ୍ତୁ ଯାନ୍ତ୍ରିକ ଯୁଗ। କଳଲଙ୍ଗଳରେ କମ୍‌ ସମୟରେ ହୋଇଯାଉଛି ଚାଷ। ଆଉ ବର୍ଷତମାମ ଖର୍ଚ୍ଚ କରି ବଳଦ ପାଳିବାକୁ ମନ…

ତପୋବନ ରାସ୍ତା ଶୋଚନୀୟ

ଢେଙ୍କାନାଳ ଅଫିସ, ୨୮।୯: ମହିମା ଧର୍ମର ଅନ୍ତୁଡ଼ିଶାଳ ତଥା ମହିମା ଗୋସାଇଁଙ୍କ ଆତ୍ମଯୋଗ ସାଧନାର ପୀଠସ୍ଥଳ କପିଳାସ ଅଭୟାରଣ୍ୟ ଭିତରେ ଥିବା ତପୋବନ ପୀଠ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଗାଡ଼ି ଯାତାୟାତ ତ ଦୂରର କଥା ପାଦରେ ଚାଲିକରି ଯିବା ବି…

ନିମ୍ନମାନର ଖାଦ୍ୟକୁ ନା

ଢେଙ୍କାନାଳ ଅଫିସ, ୨୮।୯: ପାର୍ବଣ ଋତୁ ହେଉଛି ବ୍ୟବସାୟର ସମୟ। ବ୍ୟବସାୟୀମାନେ ଏହି ଦୁଇମାସକୁ କରିଥାଆନ୍ତ ଅପେକ୍ଷା। ଅଧିକ ଲାଭ ମନାଭାବ ହେଉ କି ସଚେତନତାର ଅଭାବ ଅନେକ ସମୟରେ ସେମାନେ ଭୁଲିଯାଆନ୍ତି ଖାଦ୍ୟ ନିରାପତ୍ତା। ପାଟିକୁ ସ୍ବାଦିଷ୍ଟ ଲାଗୁଥିଲେ ମଧ୍ୟ…

ଶିଳ୍ପାନୁଷ୍ଠାନରେ ପ୍ରଦୂଷଣ ଯାଞ୍ଚ

ଢେଙ୍କାନାଳ ଅଫିସ, ୨୭।୯: ଓଡ଼ିଶା ବିଧାନସଭା ପ୍ରଦୂଷଣ ନିୟନ୍ତ୍ରଣ ସବ୍‌କମିଟି ସଦସ୍ୟ ସୋମବାର ଢେଙ୍କାନାଳ ଜିଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ପରିଦର୍ଶନ କରି ପ୍ରଦୂଷଣ ସ୍ଥିତି ଯାଞ୍ଚ କରିଛନ୍ତି। କମିଟି ଅଧ୍ୟକ୍ଷ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଧାୟକ ସାରଦା ପ୍ରସାଦ ନାୟକ,…

ନକଲି ନଥି, ନକଲି ସମ୍ପର୍କ

ଢେଙ୍କାନାଳ ଅଫିସ, ୨୭।୯: କାଗଜପତ୍ରଠାରୁ ଆରମ୍ଭ କରି ଆଧାରକାର୍ଡ ସବୁ ନକଲି। ଏହାକୁ ବ୍ୟବହାର କରି ବହୁମୂଲ୍ୟ ଜମି ବିକ୍ରି କରିବାକୁ ରଚିଥିଲେ ଷଡ଼ଯନ୍ତ୍ର। ଏଥିପାଇଁ ପୌରସଂସ୍ଥାର ସିଲ୍‌କୁ କରିଥିଲେ କପି। ଏପରି କି ଜମି କିଣିବାକୁ ଆଗ୍ରହୀ ଆଶାୟୀଙ୍କଠାରୁ ଅଗ୍ରୀମ…

ସମ୍ବଲପୁରରୁ ଢେଙ୍କାନାଳ ଦେଇ କୋଲକାତାକୁ ଗଡ଼ିବ ଟ୍ରେନ୍‌

ଢେଙ୍କାନାଳ ଅଫିସ,୨୬ା୯: ଖୁବ୍‌ଶୀଘ୍ର ସମ୍ବଲପୁରରୁ ଅନୁଗୋଳ-ତାଳଚେର-ଢେଙ୍କାନାଳ ଦେଇ କୋଲକାତାକୁ ଦୈନିକ ଯାତ୍ରୀବାହୀ ଟ୍ରେନ୍‌ ଚାଲିବ। ଏଥିସହ ଢେଙ୍କାନାଳ ରେଳଷ୍ଟେଶନର ନବକଳେବର ହେବ। ଅବିଭକ୍ତ ଢେଙ୍କାନାଳ ଜିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ବଡ଼ ଉପହାର। କେନ୍ଦ୍ର ରେଳମନ୍ତ୍ରୀ ଏହାର ଶୁଭାରମ୍ଭ…

ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ଢେଙ୍କାନାଳ ଅଫିସ,୨୫।୯: ଢେଙ୍କାନାଳ ଜିଲା କଣ୍ଠାବଣିଆ ଥାନା ୫୫ ନମ୍ବର ଜାତୀୟ ରାଜପଥ ଇଟାପ ଛକ ନିକଟରେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ବଅଁରପାଳ ଆଡୁ ଆସୁଥିବା ଏକ ବାଇକ୍‌କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri