୬୩ ବର୍ଷ ପୁରୁଣା କଲେଜର ନାହିଁ ସ୍ଥାୟୀ ପଟ୍ଟା
ଢେଙ୍କାନାଳ ଅଫିସ, ୫।୧୧: ରାଜ୍ୟର ଅନ୍ୟତମ ପୁରାତନ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୧୯୫୯ରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନକୁ ୨୦୦୩ରେ ସ୍ବୟଂଶାସିତ ମାନ୍ୟତା ମିଳିଛି। ବିଡ଼ମ୍ବନାର ବିଷୟ କଲେଜର ନିଜସ୍ବ ସ୍ଥାୟୀ ପଟ୍ଟା ଅଦ୍ୟାବଧି ହୋଇପାରିନାହିଁ,...
ଜମି ଫାଟି ଆଁ, କେନାଲ ପାଣିକୁ ଅନାଇଛନ୍ତି ଚାଷୀ
କାମାକ୍ଷାନଗର, ୩।୧୧(ଡି.ଏନ୍.ଏ.): ଶୁଖିଲା ପଡ଼ିଛି ଜମି। ପାଣି ନ ଥିବାରୁ ଧାନଗଛ ବଢ଼ିପାରୁନି କି କେଣ୍ଡା ବାହାରୁନି। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଣ୍ଡାଧର ଡ୍ୟାମ ବାମପାର୍ଶ୍ୱ କେନାଲରେ ପାଣି ଛଡ଼ାଯାଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା...
ଫେରିଲା ଫୁଟ୍ବଲ୍ ଫିଭର
ଢେଙ୍କାନାଳକୁ ଫେରିଛି ଫୁଟ୍ବଲ ଫିଭର। ସର୍ବଭାରତୀୟ ଫୁଟ୍ବଲ ମହାସଂଘ, ଆମେ ଓଡ଼ିଆ ସଙ୍ଗଠନ ଏବଂ ଜିଲା କ୍ରୀଡ଼ା ସଂସଦ ସହଯୋଗରେ ନଭେମ୍ବର ୩ରୁ ଆୟୋଜିତ ହେଉଛି ‘ବାଜି ରାଉତ କପ୍ ଫୁଟ୍ବଲ୍ ଟୁର୍ନାମେଣ୍ଟ’। ସେହିପରି ରାଜ୍ୟ ସରକାର, ଜିଲା କ୍ରୀଡ଼ା...
ଫେରିଛି ‘ତେଲିଙ୍ଗି ବାଜା’ଚମକ
ଢେଙ୍କାନାଳ ଅଫିସ, ୧।୧୧: ଏବେ ଡିଜିଟାଲ ଯୁଗ। ବଦଳିଛି ଜୀବନଶୈଳୀ। ପୋଷାକ ପରିଚ୍ଛଦ, ଖାଦ୍ୟପେୟ, ନୃତ୍ୟଗୀତ ସବୁକିଛିରେ ବାରି ହୋଇପଡୁଛି ଆଧୁନିକତାର ଛୁଙ୍କ୍। ଜୀବନକୁ ଭିନ୍ନ ଢଙ୍ଗରେ ଜିଇବା ଆରମ୍ଭ କରିଛନ୍ତି ଯୁବପିଢ଼ି। ବଡ଼ ବଡ଼ ରେଷ୍ଟୁରାଣ୍ଟ, ତାରକା ହୋଟେଲରେ...
ନିଯୁକ୍ତି ମେଳା: ୧,୩୪୬ ଆଶାୟୀ ପଞ୍ଜୀକୃତ
ଢେଙ୍କାନାଳ ଅଫିସ, ୧।୧୧: ଢେଙ୍କାନାଳ ସହରସ୍ଥିତ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସୋମବାର ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ସଦର, ହିନ୍ଦୋଳ, ଗଁଦିଆ, ଓଡ଼ାପଡା...
ଯୋଡ଼ିହେଲା ୮ ପିଜି ପାଠ୍ୟକ୍ରମ
ଢେଙ୍କାନାଳ ଅଫିସ, ୧।୧୧: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ୮ ନୂଆ ବିଭାଗରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲିବ। ଉଚ୍ଚଶିକ୍ଷା ବିଭାଗ ଚିଠି ସଂଖ୍ୟାା ୪୫୨୭୪/ତା୨୯ା୧୦ା୨୨ରିଖରେ ରାଜ୍ୟ ସରକାର ଏଥିଲାଗି ଅନୁମତି ପ୍ରଦାନ କରିଥିବା ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ପ୍ରଧାନ ସୋମବାର...
ପର୍ଯ୍ୟଟନର ନୂଆ ସମ୍ଭାବନା ‘ଗଦଗଦି’
ଢେଙ୍କାନାଳ ଅଫିସ, ୩୧।୧୦: ପର୍ଯ୍ୟଟନ ସମ୍ଭାରରେ ଭରପୂର ଢେଙ୍କାନାଳ। ଜିଲାର ପ୍ରାକୃତିକ ଶୋଭାରାଜି ଯେତିକି ମନୋରମ, ସେତିକି ସମୃଦ୍ଧ ଏଠାକାର ପ୍ରାଚୀନ କୀର୍ତ୍ତିରାଜି। କପିଳାସ, ସପ୍ତଶଯ୍ୟା, ମହିମା ଧର୍ମପୀଠ ଯୋରନ୍ଦା, କୁଆଲୋ ଅଷ୍ଟଶମ୍ଭୁ, ସରାଙ୍ଗ ଅନନ୍ତଶୟନ ଭଳି ପର୍ଯ୍ୟଟନସ୍ଥଳୀ ବର୍ଷତମାମ...
ବିଇଓ ଅଫିସ ଘେରିଲେ ଦୁର୍ଗାପ୍ରସାଦ ଗ୍ରାମବାସୀ
ଢେଙ୍କାନାଳ ଅଫିସ, ୨୯।୧୦: ଆଠଟି ଶ୍ରେଣୀରେ ପଢୁଛନ୍ତି ୧୭୨ ପିଲା। ହେଲେ ସେମାନଙ୍କ ପଢ଼ାଇବା ପାଇଁ ଅଛନ୍ତି ମାତ୍ର ୪ ଶିକ୍ଷୟିତ୍ରୀ। ସମସ୍ୟା ସମ୍ପର୍କରେ ଅବଗତ ଥିବା ଶିକ୍ଷା ବିଭାଗ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ...
ବାଇକ୍କୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ୨ ଜୀବନ
ଢେଙ୍କାନାଳ ଅଫିସ,୨୮ା୧୦: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳର ୫୫ ନଂ ଜାତୀୟ ରାଜପଥରେ ଶୁକ୍ରବାର ପୂର୍ବାହ୍ନରେ ଏକ ଟ୍ରକ୍ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ୨ ବାଇକ୍ ଆରୋହୀ ରାସ୍ତାକୁ ଛିଟିକି ପଡ଼ିଥିଲେ। ଟ୍ରକ୍ଟି ଉଭୟଙ୍କ...
ସୂଚନା ଦେଉନାହାନ୍ତି ଅଧିକାରୀ
କାମାକ୍ଷାନଗର,୨୮।୧୦(ଡି.ଏନ୍.ଏ.): ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକରେ ସରକାରୀ ଯୋଜନାର ଅର୍ଥ ହରିଲୁଟ୍ ହେଉଥିବା ଅଭିଯୋଗ ହେଉଛି। ଜନଜାତି ସମ୍ପ୍ରଦାୟର ଲୋକଙ୍କ ଲାଗି ଆସୁଥିବା ଜନହିତକର ପ୍ରକଳ୍ପ ସମ୍ପର୍କିତ ଅନୁଦାନ ଟଙ୍କା ହଡ଼ପ କରାଯାଉଥିବା ସୂଚନା ଅଧିକାର କର୍ମୀ...
ଏଟିଏମ୍ ଭାଙ୍ଗି ଲୁଟ୍ ମାମଲାର ପର୍ଦ୍ଦାଫାଶ: ୩ ଗିରଫ, ୪ ଫେରାର
ଢେଙ୍କାନାଳ ଅଫିସ,୨୭ା୧୦: ଢେଙ୍କାନାଳ ଜିଲା ଗଁଦିଆ ଥାନା ବରପଦା ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଷ୍ଟେଟ୍ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଏଟିଏମ୍କୁ ଗତ ୩ ତାରିଖ ରାତିରେ ତାଡ଼ି ୭ ଜଣ ଦୁର୍ବୃତ୍ତ ୨୨ ଲକ୍ଷ ୧୭ ହଜାର...
ଯୁବବର୍ଗଙ୍କୁ ମିଳିବ ରୋଜଗାର ସୁଯୋଗ
ଢେଙ୍କାନାଳ ଅଫିସ,୨୭।୧୦: ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ୍ଠାରେ ଆସନ୍ତା ନଭେମ୍ବର ୬ ପୂର୍ବାହ୍ନ ୯ଟାରେ କୌଶଳ ମହୋତ୍ସବ ତଥା ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଜାତୀୟ ଦକ୍ଷତା ବିକାଶ...
Archives


