ଢେଙ୍କାନାଳ

ପରିବା ମାର୍କେଟ ପରିବେଶ ଅସ୍ବାସ୍ଥ୍ୟକର

ଢେଙ୍କାନାଳ ଅଫିସ,୧୩ା୧୨: ଢେଙ୍କାନାଳ ସହର ରଥଗଡା ପରିବା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି। ଏହି ସମସ୍ୟାର ସମାଧାନ କରିବା ପାଇଁ ସୋମବାର ଏଏପି ପକ୍ଷରୁ ଜିଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପୌରାଞ୍ଚଳର ଦଳୀୟ କର୍ମକର୍ତ୍ତା ପରିବା ମାର୍କେଟ ପରିଦର୍ଶନ…

ରାସୋଳ ଅଞ୍ଚଳରେ ୧୦୦ ହାତୀ

ରାସୋଳ, ୧୨।୧୨(ଡି.ଏନ୍‌.ଏ.): ଫସଲ ଅମଳ ସମୟରେ ମାତିଛନ୍ତି ହାତୀ। ବର୍ଷସାରା ହାଡ଼ଭଙ୍ଗା ପରିଶ୍ରମ କରିଥିବା ଚାଷୀ ଘରକୁ ଧାନ ଆଣିବାକୁ ଆଶା ବାନ୍ଧି ବସିଥିବାବେଳେ ମାତ୍ର କେଇ ଘଣ୍ଟାରେ ଉଜାଡ଼ି ଦେଉଛନ୍ତି ଚାଷ। ଆଖି ଆଗରେ ସୁନାର ଫସଲ ନଷ୍ଟ ହୋଇଯାଉଥିବା…

୯ ବର୍ଷ ପରେ ଖୋଲିଲା ରହସ୍ୟ

ଢେଙ୍କାନାଳ ଅଫିସ, ୧୨।୧୨: ଢେଙ୍କାନାଳ ପୌରାଞ୍ଚଳ ଭଗବାନପୁର ଅଞ୍ଚଳର ଦୋଳଗୋବିନ୍ଦ ବେହେରା ହତ୍ୟାକାଣ୍ଡ ମାମଲାର ରହସ୍ୟ ଦୀର୍ଘ ୯ ବର୍ଷ ପରେ ଉନ୍ମୋଚିତ ହୋଇଛି। ଛେଳିଚୋରି ରୋକିବାକୁ ଅଭିଯୁକ୍ତମାନେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୋଳଗୋବିନ୍ଦଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ…

ଡିଏଫ୍‌ଓଙ୍କୁ ପଥର ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଅଫିସ,୧୧ା୧୨: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି କୁରମଟାଙ୍ଗର ଗ୍ରାମରେ ନିକଟରେ ଶନିବାର ବିଳମ୍ବିତ ରାତିରେ ପଥର ମାଫିଆମାନେ ଜିଲା ବନଖଣ୍ଡ ଅଧିକାରୀ ତଥା ଡିଏଫ୍‌ଓ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କ ମୁଣ୍ଡର…

‘ସାପୁଆ’ରେ ପର୍ଯ୍ୟଟକଙ୍କୁ ମିଳିବ ସୁରକ୍ଷା

ଢେଙ୍କାନାଳ ଅଫିସ, ୧୦।୧୨: ପର୍ଯ୍ୟଟନ ସମ୍ଭାରରେ ଭରପୂର ‘ସାପୁଆ’ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ। ପର୍ଯ୍ୟଟନ ଋତୁରେ ପୋଲିସ ପକ୍ଷରୁ ନିୟମିତ ପାଟ୍ରୋଲିଂ ଜାରି ରହିବ। ବଣଭୋଜି ପାଇଁ ପାନୀୟ ଜଳର ସୁବନ୍ଦୋବସ୍ତ କରାଯିବ। ରାଜ୍ୟ ପର୍ଯ୍ୟଟନ…

ସାମିଲ ହେଲେ ୨୭୫ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ, ୧୦।୧୨: ଢେଙ୍କାନାଳ ଷ୍ଟାଡିୟମ୍‌ ପରିସରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା। ରାଜ୍ୟ ତୀରନ୍ଦାଜୀ ସଂଘ ଓ ଢେଙ୍କାନାଳ ତୀରନ୍ଦାଜୀ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୪ଟି ଜିଲା, କିଟ୍‌…

ଜୁଆଙ୍ଗଙ୍କ ବିକାଶ ପାଇଁ ଯୋଜନା

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଜୁଆଙ୍ଗ ବହୁଳ ଦୁର୍ଗମ ପୁଟିପାଳ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ସମେତ ଜିଲା ଓ ବ୍ଲକ…

‘ମଗଜି’କୁ ମାନ୍ୟତା ଆଶା ବଢ଼ିଲା

ଢେଙ୍କାନାଳ ଅଫିସ, ୮।୧୨: ଢେଙ୍କାନାଳର ନିଜସ୍ବ ମିଠା ମଗଜି ଲଡୁକୁ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ମାନ୍ୟତା ଆଶା ବଢ଼ିଛି। ପ୍ରସ୍ତୁତି ପ୍ରଣାଳୀ ଏବଂ ସ୍ବାଦରେ ସ୍ବତନ୍ତ୍ର ଏହି ସ୍ବାଦିଷ୍ଟ ମିଷ୍ଟାନ୍ନକୁ ଜିଆଇ ମାନ୍ୟତା ଦେବା ଲାଗି ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର…

ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ମକ୍‌ଡ୍ରିଲ୍‌

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ମଙ୍ଗଳବାର ବିପଦପୂର୍ଣ୍ଣ ସମୟରେ ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଅନସାଇଡ୍‌ ଆପାତକାଳୀନ ମକଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ଜିଲା କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଗ୍ରୁପ୍‌ର ସଦସ୍ୟମାନେ ଅଂଶଗ୍ରହଣ…

ନୟାନ୍ତ କଲାଣି ନିଷିଦ୍ଧ ନିଶା

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲାରେ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲାଗି ପାରୁନାହିଁ। ପୋଲିସ, ଅବକାରୀ ବିଭାଗର ଉଦ୍ୟମ ସତ୍ତ୍ୱେ ମାଫିଆମାନେ ମଧ୍ୟସ୍ଥଙ୍କ ଜରିଆରେ ବ୍ୟବସାୟ ଚଳାଇଛନ୍ତି। ଏହାଦ୍ୱାରା କେବଳ ଯୁବପିଢ଼ି ପ୍ରଭାବିତ ହେଉନାହାନ୍ତି, ଅଧିକନ୍ତୁ ସହରରେ ଲୁଟ୍‌,…

‘ଦମନ’ ଦେଖିଲେ ଅଧିକାରୀ

ଢେଙ୍କାନାଳ ଅଫିସ, ୬।୧୨: ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, କର୍ମଚାରୀ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀମାନେ ସୋମବାର ସନ୍ଧ୍ୟା ୬ଟାରେ ଚଳଚ୍ଚିତ୍ର ‘ଦମନ’ ଦେଖିଛନ୍ତି। ସ୍ଥାନୀୟ ଦକ୍ଷିଣକାଳୀ ରୋଡ୍‌ସ୍ଥିତ ପିଏସ୍‌ଆର ସିନେମା ହଲ୍‌ରେ ୨୫୦ଜଣଙ୍କ ଲାଗି…

ଶୋଇପଡ଼ିଲେ ଅଧିକାରୀ

କାମାକ୍ଷାନଗର, ୬।୧୨(ଡି.ଏନ୍‌.ଏ.): ସମସ୍ୟାର ସମାଧାନ ଆଶା ନେଇ ଦୂରଦୂରାନ୍ତରୁ ଲୋକେ ଆସୁଛନ୍ତି ଜନ ଅଭିଯୋଗ ଶୁଣାଣି ଶିବିରକୁ। ହେଲେ ଉପସ୍ଥିତ ଅଧିକାରୀମାନେ ଜନତାଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି। ଅଭାବ ଅସୁବିଧା ବୁଝିବା ବଦଳରେ ଚେୟାରରେ ବସିବସି ଶୋଇପଡୁଛନ୍ତି। ଢେଙ୍କାନାଳ ଜିଲା କାମାକ୍ଷାନଗର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri