ଢେଙ୍କାନାଳ

ପ୍ରତି ବ୍ଲକରେ ହେବ ୨ ଶୀତଳ ଭଣ୍ଡାର

ଢେଙ୍କାନାଳ ଅଫିସ,୫।୧: ଢେଙ୍କାନାଳ ଜିଲା ପରିଷଦର ୪ର୍ଥ ସାଧାରଣ ବୈଠକ ବୁଧବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର…

କ୍ରଶରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ଢେଙ୍କାନାଳ ଅଫିସ, ୪।୧: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନୂଆ ଓଡ଼ାପଡ଼ାର କ୍ରଶର ମାଲିକ ଯୁବରଞ୍ଜନ ପଣ୍ଡା (୪୪) ଏବଂ ସୁବ୍ରତ କୁମାର ନାୟକଙ୍କ ଉପରେ ସୋମବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଉଭୟେ ରାତ୍ରି ଭୋଜନ କରୁଥିବାବେଳେ ୧୦ରୁ ଊର୍ଦ୍ଧ୍ୱ…

‘ନିର୍ଭୀକ ଭାବେ କଲମ ଚଳାଅ’

ଭୁବନ, ୩।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ବରିଷ୍ଠ ନାଗରିକ ସଭାଗୃହରେ ରବିବାର ଆଞ୍ଚଳିକ ସାହିତ୍ୟ କଳାସେବା ପରିଷଦର ସାରସ୍ବତ ସମାବେଶ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାହିତି୍ୟକ ତଥା ବରିଷ୍ଠ ପ୍ରଶାସକ ହରିଶ ଚନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ…

ସବୁଜିମା ଚିନ୍ତାରେ ଶ୍ରମଜୀବୀ

ସାତମାଇଲ, ୩।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନନ୍ଦପୁର ଗ୍ରାମର ଗୋପବନ୍ଧୁ ବେହେରା। ବୟସ ମାତ୍ର ୩୮। ସ୍ତ୍ରୀ, ଦୁଇପୁଅ, ବିଧବା ମା’ଙ୍କୁ ନେଇ ତାଙ୍କ ପରିବାର। ମୁଣ୍ଡଝାଳ ତୁଣ୍ଡରେ ମାରି ଦିନସାରା ହାଡ଼ଭଙ୍ଗା ପରିଶ୍ରମ ପରେ ଯେତିକି ପାରିଶ୍ରମିକ ମିଳେ,…

ନକଲି ବିଦେଶୀ ମଦ କାରଖାନା ଠାବ: କନଷ୍ଟେବଳ, ଜିଲା ପରିଷଦ ସଭ୍ୟ ଗିରଫ

ଢେଙ୍କାନାଳ ଅଫିସ,୩।୧: ଅବକାରୀ ବିଭାଗ ମଙ୍ଗଳବାର ଭୋରରେ ଢେଙ୍କାନାଳ ଜିଲା ଭୁବନ ଥାନା ଅଧୀନ ଏକତାଳି ଗ୍ରାମରେ ଚଢାଉ କରି ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଛି। ଚଢ଼ାଉ ବେଳେ ଅଧିକାରୀମାନେ ଘଟଣାରେ ସମ୍ପୃକ୍ତ ଜଣେ ପୋଲିସ କନଷ୍ଟେବଳ…

ବ୍ଲାକସ୍ପଟ୍‌ରେ ସାଇନେଜ୍‌ ଲଗାଅ

ଢେଙ୍କାନାଳ ଅଫିସ, ୨।୧:ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି କହିଲେ, ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ…

ପାରିଶ୍ରମିକ ବୃଦ୍ଧି ଦାବିକଲେ ପାଚିକା

ଢେଙ୍କାନାଳ ଅଫିସ, ୩୧।୧୨: ପାରିଶ୍ରମିକ ବୃଦ୍ଧି ଏବଂ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ଗର୍ଜିଛନ୍ତି ଢେଙ୍କାନାଳ ଜିଲାର ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀଙ୍କୁ ସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର…

ଶ୍ରେଷ୍ଠ ୨୦ରେ ଶୁଭଶ୍ରୀ

ଢେଙ୍କାନାଳ ଅଫିସ, ୩୧ା୧୨: ଟାଟା ଷ୍ଟିଲ୍‌ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ଶ୍ରେଷ୍ଠ ୨୦ ପ୍ରତିଯୋଗୀ ତଥା ବିଜେତାଙ୍କ ମଧ୍ୟରେ ରହିଛନ୍ତି ଢେଙ୍କାନାଳ ଜିଲା ବ୍ରାହ୍ମଣୀ ପବ୍ଲିକ ସ୍କୁଲ ଛାତ୍ରୀ ଶୁଭଶ୍ରୀ ପଣ୍ଡା। ସମ୍ପୃକ୍ତ ଛାତ୍ରୀଛାତ୍ର ଭାରତୀୟ ମହାକାଶ ଗବେଷଣା…

ଗବେଷଣା ପାଇଁ ଶରୀର ଦାନକଲେ ପରିବାର ବର୍ଗ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ) ଖୋର୍ଦ୍ଧା ଜିଲା ପାତ୍ରପଡ଼ା ଅଞ୍ଚଳର ୬୪ ବର୍ଷୀୟ ଶ୍ରୀନିବାସ ମିଶ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ଜୀବନ ଯୁଦ୍ଧରେ ହାରିଯାଇ ସେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି ସିନା, ହେଲେ ତାଙ୍କ ଶରୀର ତାଙ୍କ ପରି ଅନେକ ରୋଗୀଙ୍କ…

କୌପୀନଧାରୀଙ୍କ ଜେଲଭରୋ ଚେତାବନୀ

ଢେଙ୍କାନାଳ ଅଫିସ,୩୦।୧୨: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଜିଲାର ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ସ୍ଥଳୀ ଯୋରନ୍ଦା ମହିମା ଗାଦିର ବିବାଦୀୟ ତୃତୀୟ ବେଢ଼ାରୁ କୌପୀନଧାରୀ ମହିମା ସମାଜର ଉପାସନାସ୍ଥଳୀ ଉଚ୍ଛେଦକୁ ମାସେ ବିତିଗଲାଣି। ହେଲେ କୌପୀନଧାରୀଙ୍କ ଦାବିକୁ ଅଣଦେଖା କରାଯାଉଛି। ତେଣୁ ନୀତିକାନ୍ତି…

ନୂଆବର୍ଷରୁ ଜଙ୍ଗଲ ସଫାରି

ଢେଙ୍କାନାଳ ଅଫିସ,୩୦ା୧୨: ଘଞ୍ଚ ଜଙ୍ଗଲରେ ରୋମାଞ୍ଚକର ଯାତ୍ରା। ବନ୍ୟପ୍ରାଣୀଙ୍କୁ ଅତି ନିକଟରୁ ଦେଖିବାର ମିଳିବ ସୁଯୋଗ। ପରିବେଶବିତ୍‌, ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫରଙ୍କ ସମେତ ସାଧାରଣ ପର୍ଯ୍ୟଟକ ମଧ୍ୟ ନେଇପାରିବେ ଏହାର ମଜା। ଏଥିଲାଗି ରାଜ୍ୟ ସରକାରଙ୍କ ସହାୟତାରେ ଢେଙ୍କାନାଳ ବନ ବିଭାଗ…

ଗୁଳିମାଡ଼ରୁ ବର୍ତ୍ତିଲେ ବିଜେଡି ନେତା

ଢେଙ୍କାନାଳ ଅଫିସ, ୨୯।୧୨: ଢେଙ୍କାନାଳ ସହର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ସନ୍ଧ୍ୟା ପ୍ରାୟ ୬ଟାରେ ଯୁବ ବିଜେଡି ନେତା ତଥା କାମାକ୍ଷାନଗର ଅଞ୍ଚଳର କାହ୍ନୁଚରଣ ସାହୁ (୪୦)ଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏଥିରୁ ସେ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଦୁର୍ବୃତ୍ତମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri