Odisha Elections 2024

ଢେଙ୍କାନାଳ

ନରହନ୍ତା ଦନ୍ତା ଏବେ ‘ରାକେଶ’

ଢେଙ୍କାନାଳ ଅଫିସ, ୬।୨ – କପିଳାସ ଚିଡ଼ିଆଖାନାକୁ ଅଣାଯାଇଥିବା ନରହନ୍ତା ଦନ୍ତାର ବୁଧବାର ନାମକରଣ କରାଯାଇଛି। ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହାର ନୂତନ ନଁ। ‘ରାକେଶ’ ରଖିଛନ୍ତି। ରେଜିଷ୍ଟ୍ରରରେ ଉକ୍ତ ନାମକୁ ପଞ୍ଜୀକୃତ କରାଯାଇଥିବା କପିଳାସ ରେଞ୍ଜର ଦର୍ଶନିଆ ଭୋଇ ସୂଚନା...

୯ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପରଜଙ୍ଗ, ୬।୨(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ଅଧୀନ ୩ନଂ. କଲୋନୀ ଦଳିତ ବସ୍ତି ନିକଟରେ ଥିବା ଏକ କରଡ଼ା ଗଛରୁ ମଙ୍ଗଳବାର ରାତିରେ ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।...

ଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର

ପରଜଙ୍ଗ, ୫।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗ୍ରାମରେ ମଙ୍ଗଳବାର ରାତିରେ ଶ୍ୱଶୁର ଘର ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଜ୍ୱାଇଁ ଗୁରୁତର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣର ଶିକାର ହୋଇଛନ୍ତି ଯାଜପୁର...

ପୂର୍ତ୍ତ ରାସ୍ତା କାମ ତଦାରଖ କଲେ ମନ୍ତ୍ରୀ

ଭୁବନ, ୫।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗରଠାରୁ ଯାଜପୁର ଜିଲା ଡୁବୁରୀକୁ ଗମନାଗମନ ସୁଗମ କରିବାକୁ ରେଙ୍ଗାଳି ବାମ କେନାଲ ପାର୍ଶ୍ୱରେ ନିର୍ମାଣ ଚାଲିଛି ପୂର୍ତ୍ତ ବିଭାଗ ରାସ୍ତା। ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର...

ବେଆଇନ ଇଟାଭାଟିରେ ବୁଲିଲା ଜେସିବି

ପରଜଙ୍ଗ, ୫।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ପକ୍ଷରୁ କୁଆଲୋ ରାଜସ୍ବ ସର୍କଲରେ ଗଢ଼ିଉଠିଥିବା ବେଆଇନ ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରିବେଶ ନିୟମ ଉଲ୍ଲଂଘନ କରି ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା ଉକ୍ତ...

ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ବିଜୁଳି

ଢେଙ୍କାନାଳ ଅଫିସ, ୫।୨- ଢେଙ୍କାନାଳ ସର୍କିଟ୍‌ ହାଉସ୍‌ ପରିସରରେ ମଙ୍ଗଳବାର ଓଡ଼ିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି-୧୦ ପକ୍ଷରୁ ଜିଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି ଏବଂ ଅବକାରୀ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। କମିଟି ଅଧ୍ୟକ୍ଷ ବିଧାୟକ...

ପାଣି ପାଇଁ ରାସ୍ତାରୋକୋ

ଢେଙ୍କାନାଳ ଅଫିସ, ୪ା୨ ରାସ୍ତା ମରାମତି ଏବଂ ପାନୀୟ ଜଳଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ପୌରାଞ୍ଚଳର ୯ନଂ. ୱାର୍ଡ କଣ୍ଟାନାଳୀ ବାଉତିଖୋଲ ଅଞ୍ଚଳବାସୀ। ପ୍ରତିବାଦ ସ୍ବରୂପ ସେମାନେ ଏକାଠି ହୋଇ ସୋମବାର ପୂର୍ବାହ୍ନ ୮ଟାରୁ ୩ଘଣ୍ଟା ଧରି ଫଟାବନ୍ଧଠାରେ...

ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ, ୪।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଜିଆଇଟି)ର ଅଗ୍ନିଭବନ ଛାତ୍ର ନିବାସରୁ ସୋମବାର ଡିପ୍ଲୋମା ୩ୟ ବର୍ଷ ଛାତ୍ର ପଙ୍କଜ ନାୟକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କ...

ଭାଷାକୁ ଭଲ ପାଇଲେ ସମୃଦ୍ଧ ହେବ ସାହିତ୍ୟ

ଢେଙ୍କାନାଳ ଅଫିସ, ୩।୨: ମାଟି ମା’ ଓ ଭାଷାକୁ ସମସ୍ତେ ଭଲ ପାଇବା ଜରୁରୀ। ଭାଷାକୁ ଭଲ ପାଇଲେ ସୁରକ୍ଷିତ ହେବ ଏବଂ ଆମ ସାହିତ୍ୟ ସମୃଦ୍ଧ ହେବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଆଇନ ବିଭାଗ ପ୍ରମୁଖ ସଚିବ ଶଶିକାନ୍ତ...

‘ବ୍ୟାପକ ହେଉ କଳାକାରଙ୍କୁ ଚିହ୍ନଟ ପ୍ରକ୍ରିୟା’

ଢେଙ୍କାନାଳ ଅଫିସ, ୩ା୨ : ସାଂସ୍କୃତିକ ଅନୁଷ୍ଠାନ ଶତରୂପା ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍‌ରେ ଦୁଇଦିନ ଧରି ଆୟୋଜିତ ହେଉଥିବା କାରୁବାକୀ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏମ୍‌ପି ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, କଳା ଏବଂ କଳାକାରଙ୍କୁ...

ଦୀପ୍ତିଜ୍ୟୋତି ସୁପର ମଡେଲ

ଭୁବନ, ୨ା୨(ଡି.ଏନ.ଏ.) – ସର୍ବଭାରତୀୟସ୍ତରରେ ଆୟୋଜିତ ଏଆଇଡବ୍ଲ୍ୟଏ ସୁପର ମଡେଲ ପ୍ରତିଯୋଗିତାରେ ବାଜିମାତ୍‌ କରିଛନ୍ତି ଢେଙ୍କାନାଳ ଜିଲା ଭୁବନର ଦୀପ୍ତିଜ୍ୟୋତି ପଟ୍ଟନାୟକ (୨୪)। ବମ୍ବେରେ ଆୟୋଜିତ ଏହି ପ୍ରତିଯୋଗିତାରେ ୬ଜଣ ପୁଅ ଏବଂ ୬ଜଣ ଝିଅଙ୍କୁ ପଛରେ ପକାଇ ଶ୍ରେଷ୍ଠ...

ଦୁର୍ନୀତିରେ ପରଜଙ୍ଗ ବ୍ଲକ ଜିଲାରେ ପ୍ରଥମ

ପରଜଙ୍ଗ,୨।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ଆଣିଛି ଭାଜପା। ଏହାର ପ୍ରତିବାଦରେ ଆଗାମୀ ଦିନରେ ବ୍ଲକ ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶନିବାର ସ୍ଥାନୀୟ ଭାଜପା କାର୍ଯ୍ୟାଳୟରେ ଆୟୋଜିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri