ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଆମ୍ବ ପ୍ରଦର୍ଶନୀ
ଢେଙ୍କାନାଳ ଅଫିସ,୬।୨: ଢେଙ୍କାନାଳ ଜିଲା ଓର୍ମାସ ପକ୍ଷରୁ ଜୁନ୍ ୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମିନିଷ୍ଟାଡିୟମଠାରେ ଆମ୍ବ ପସରା ନାମକ ଏକ ପ୍ରଦର୍ଶନୀ ଖୋଲିଛି। ଏଥିରେ ଗ୍ରାମୀଣ ଉତ୍ପାଦିତ ଆମ୍ବ ଏସ୍ଏସ୍ଜି ଓ ବିଭିନ୍ନ ଫାର୍ମ ଦ୍ୱାର ପଦର୍ଶନୀ ହୋଇଛି।…
ବୋଲେରୋରେ ମୃତଦେହ ଛାଡ଼ି ଫେରାର: ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା
ଓଡ଼ାପଡ଼ା, ୨।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ୫୫ ନଂ. ଜାତୀୟ ରାଜପଥର ଗଉଡ଼ାକାଟେଣି ଛକ ନିକଟରେ ମଙ୍ଗଳବାର ସକାଳେ ଏକ ବୋଲେରୋ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।…
ବେଆଇନ ପଥର ଖାଦାନରେ ଚଢ଼ାଉ: ଟ୍ରାକ୍ଟର, କଟର ମେଶିନ ଜବତ
ଢେଙ୍କାନାଳ ଅଫିସ, ୧ା୬- ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ମାଣିପୁର ପଞ୍ଚାୟତ ଅଞ୍ଚଳରେ ଥିବା ବେଆଇନ ପଥର ଖାଦାନରେ ସୋମବାର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା। ଏଥିରେ ଖାଦାନରୁ ଚୋରାଚାଲାଣ କରୁଥିବା ପଥର ବୋଝେଇ ଏକ ଟ୍ରାକ୍ଟର ସହ କଟର…
ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ୨ ନାବାଳିକା, ୨ ନାବାଳକ
ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବାରବାଙ୍କ ଶବର ସାହିରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨ ନାବାଳିକା ଥିବା…
କଟକଣା କୋହଳ ପରେ… ଦ୍ୱନ୍ଦ୍ୱ, ଭୟ, ଆଶଙ୍କା
କୋହଳ ହେଉଛି ତାଲାବନ୍ଦ କଟକଣା। ଆଉ ତା’ ସହିତ ଧୀରେ ଧୀରେ ଟ୍ରାକ୍କୁ ଫେରୁଛି ଜୀବନ। ଦୁଇମାସ ହେଲା ଜୀବିକା ଚିନ୍ତାରେ ଥିବା ମଣିଷ କର୍ମକ୍ଷେତ୍ର ଆଡ଼କୁ ମୁହାଁଇଲେଣି। ଯାନବାହନ ଚଳାଚଳ ଆରମ୍ଭ ହୋଇଥିବାବେଳେ ଖୋଲିଲାଣି ଶପିଂମଲ, ହୋଟେଲ, ଟେଲର ଦୋକାନ,…
ଏମ୍ଜିଏନ୍ଆର୍ଇଜିଏସ୍ରେ ରେକର୍ଡ
ଢେଙ୍କାନାଳ ଅଫିସ, ୩୦ା୫ କରୋନା ସଙ୍କଟ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)କୁ ସଫଳତାର ସହ କାର୍ଯ୍ୟକାରୀ କରି ନୂଆ ରେକର୍ଡ ସୃଷ୍ଟି କରିଛି ଢେଙ୍କାନାଳ ଜିଲା। କେବଳ ମେ’ ମାସରେ ଏହି ଯୋଜନାରେ ୪ଲକ୍ଷ…
ସ୍ବାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଲାଗି ୩୬.୧୩ କୋଟି
ଢେଙ୍କାନାଳ ଅଫିସ, ୨୯।୫-କୋଭିଡ୍-୧୯ ମୁକାବିଲା ଏବଂ ସ୍ବାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଢେଙ୍କାନାଳ ଜିଲାକୁ ୩୬.୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏ ନେଇ ଜିଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳୟ…
୨ ବିଦେଶୀ ମଦ ଦୋକାନ ସିଲ୍
ଢେଙ୍କାନାଳ ଅଫିସ, ୨୯।୫-ଲକ୍ଡାଉନ ନିୟମ ଭାଙ୍ଗି ଖୋଲାଖୋଲି ମଦ ବିକ୍ରି କରୁଥିବା ଅଭିଯୋଗରେ ଢେଙ୍କାନାଳ ସହରରେ୨ ବିଦେଶୀ ମଦ ଦୋକାନକୁ ପୋଲିସ ସିଲ୍ କରିଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ବସ୍ଷ୍ଟାଣ୍ଡ ଏବଂ ମହାବୀର ବଜାରସ୍ଥିତ ସମ୍ପୃକ୍ତ ଦୁଇ ବିଦେଶୀ…
ତାଲା ପକାଇ ବେପାର
ଢେଙ୍କାନାଳ ଅଫିସ, ୨୯।୫ – ଢେଙ୍କାନାଳ ଜିଲାରେ ଲକ୍ଡାଉନ୍ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ମଦ କାରବାର ଚାଲିଛି। ଦୋକାନ ଆଗପଟେ ଶଟର ପକାଇ ପଛପଟେ ବେପାର କରୁଛନ୍ତି ବ୍ୟବସାୟୀ। ଅନ୍ଲାଇନ୍ ପରିବର୍ତ୍ତେ ଅଫ୍ଲାଇନ୍ରେ ଏପରି କାରବାର ଚଳାଇଥିବା ଅଭିଯୋଗ ହୋଇଛି।…
ବାଟବଣା ବୃତ୍ତିହରା ବୁଣାକାର
ଭାପୁର, ୨୯।୫ – ତନ୍ତକୁ ସାହାରା କରି ଗଡ଼ିଚାଲିଥିଲା ଜୀବନ। ଦିନରାତି କଷ୍ଟ କରି ଯାହା ମିଳୁଥିଲା ସେଥିରେ ହସଖୁସିରେ ପରିବାର ଚଳୁଥିଲା। ଅନେକ ସମସ୍ୟା ଆସିଛି ଆଉ ଚାଲିଯାଇଛି। ତନ୍ତ କେବେ ବନ୍ଦ ହେବାର ଜାଣିନୁ। ହେଲେ କରୋନା ଆସିବା…
ଭୟ କମାଉଛି ଭର୍ଚୁଆଲ କ୍ଲାସ୍
(ସୁଧୀର କୁମାର ପରିଡ଼ା) କାମାକ୍ଷାନଗର, ୨୮।୫ – ଲକ୍ଡାଉନ୍ କୋହଳ ପରେ ଧୀରେ ଧୀରେ ଟ୍ରାକ୍କୁ ଫେରୁଛି ଜୀବନ। ହେଲେ ଛାତ୍ରୀଛାତ୍ର ଏବଂ ଶିକ୍ଷାୟତନ ମଧ୍ୟରେ ବ୍ୟବଧାନ ଯେମିତି ଥିଲା ସେମିତି ରହିଛି। ସରକାରୀ କଟକଣା ଯୋଗୁ ପାଖାପାଖି ୨ମାସ ହେଲା…
ସଙ୍ଗରୋଧ କେନ୍ଦ୍ରରେ ଛାୟା ବିବାହ
ଓଡ଼ାପଡ଼ା, ୨୭।୫(ଡି.ଏନ.ଏ.)-ସଙ୍ଗରୋଧରେ ଥିବା ପ୍ରବାସୀଙ୍କ ଚିତ୍ତବିନୋଦନ ଲାଗି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅଙ୍କରାନ୍ତିପୁର ଉନ୍ନୀତ ହାଇସ୍କୁଲସ୍ଥିତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ବୁଧବାର ଛାୟା ବିବାହ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସଙ୍ଗରୋଧରେ ଥିବା ଜଣେ ଦମ୍ପତି ବରକନ୍ୟା ବେଶରେ ସଜେଇ ହୋଇ ପରସ୍ପରକୁ…
Archives


