ଢେଙ୍କାନାଳ

ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ

କାମାକ୍ଷାନଗର/ ଭୁବନ, ୨।୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଏବଂ ଭୁବନ ଏନ୍‌ଏସିରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଚୂଡ଼ାନ୍ତ ଓ୍ବାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଉଭୟ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି।…

୨ଦିନ ହେଲା ବିଜୁଳି ବିଚ୍ଛିନ୍ନ

ହିନ୍ଦୋଳ, ୩ା୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମରେ ଶିକାରୀଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଦୁଇଦିନ ହେଲା ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ…

ଶ୍ରମିକଙ୍କୁ ହତ୍ୟା ସନ୍ଦେହ

ଭୁବନ, ୧।୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଦେଇ ନିର୍ମାଣ ଚାଲିଥିବା ଅନୁଗୋଳ-ସୁକିନ୍ଦା ନୂତନ ରେଳ ଲାଇନ୍‌ କାର୍ଯ୍ୟସ୍ଥଳରୁ ସୋମବାର ଭୋର୍‌ରେ ଜଣେ ଦିନ ମଜୁରିଆଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଭୁବନ ଥାନା ବାଲିଝାଟି ଗ୍ରାମ ଦେହୁରୀ ସାହିର ଭବାନୀ…

ନିର୍ବାଚନକୁ କରୋନା ଭୟ

ଢେଙ୍କାନାଳ ଅଫିସ, ୧।୨ କରୋନାର ତୃତୀୟ ଲହର, ଓମିକ୍ରନ ଆତଙ୍କ ମଧ୍ୟରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା କରିବା ଢେଙ୍କାନାଳ ଜିଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ପ୍ରଥମ ପର୍ଯ୍ୟାୟ ମତଦାନ ପାଖେଇ ଆସୁଥିବାବେଳେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ…

ବଢ଼ିଲା ଧାନକ୍ରୟ ସମସ୍ୟା

ଢେଙ୍କାନାଳ ଅଫିସ, ୧।୨ ଢେଙ୍କାନାଳ ଜିଲାରେ ଖରିଫ୍‌ ଧାନକିଣାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ଧାନ କିଣା ସରି ନ ଥିବା ବେଳେ ୧ ତାରିଖରୁ ଟୋକନ ଅବଧି ସରିଯିବାକୁ ବସିଛି। ଏ ନେଇ ମୋବାଇଲ୍‌କୁ ମେସେଜ୍‌ ଆସିବା ପରେ ଏହାକୁ…

ଫାଇନାଲ ରାଉଣ୍ଡ ଅଡିଶନରେ ମିଲନ

ଢେଙ୍କାନାଳ ଅଫିସ, ୩୧।୧: ଜାତୀୟସ୍ତରୀୟ ମଞ୍ଚରେ ଲଗାତର ଚମକୁଛନ୍ତି ଢେଙ୍କାନାଳ ଜିଲାର ପ୍ରତିଭାବାନ ଯୁବପିଢ଼ି। ଏମ୍‌ଟିଭି ଫ୍ୟାଶନ ରିୟଲଟି ଶୋ’ରେ ସ୍ବପ୍ନା ପ୍ରିୟଦର୍ଶିନୀ, ‘ମିଶନ ଡ୍ରିମ୍ସ ମିସ୍‌ ଇଣ୍ଡିଆ-୨୦୨୧’ରେ ଜଗଜିତା ଦାସଙ୍କ ପରେ ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’…

ଦୁର୍ଘଟଣା ପରେ ଦୁନିଆ ଅନ୍ଧାର

ପରଜଙ୍ଗ, ୩୧।୧(ଡି.ଏନ୍‌.ଏ.) ସ୍ବଳ୍ପ ରୋଜଗାରରେ ବେଶି ବଳକା ନ ହେଲେ ବି ସୁରୁଖୁରୁରେ ଚଳିଯାଉଥିଲା ପରିବାର। ହେଲେ ଦୁର୍ଘଟଣାରେ ଘରର ରୋଜଗାରିଆ ପୁଅର ୨ ଗୋଡ଼ ଅଚଳ ହୋଇଯିବା ପରେ ଘୋଟିଆସିଛି ଅନ୍ଧାର। ଶେଯରେ ଶୋଇଶୋଇ ୨ବର୍ଷ କଟିଗଲାଣି। କାମରେ ଆସୁନି…

୪ଟା ୨୦ରେ ଉଠିବ ମହାଦୀପ

ଢେଙ୍କାନାଳ ଅଫିସ, ୩୦ା୧: ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଜାଗରଯାତ୍ରା ଏବଂ ଯୋରନ୍ଦା ମାଘମେଳା ବିନା ଶ୍ରଦ୍ଧାଳୁରେ ହେବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ…

ବିଜେଡି-ଭାଜପା ମୁଖ୍ୟ ଲଢ଼େଇ

ଢେଙ୍କାନାଳ ଅଫିସ, ୩୦ା୧: ଜୋର୍‌ ଧରିଲାଣି ପ୍ରଚାର। ଗ୍ରାମାଞ୍ଚଳରେ ବଢ଼ିଲାଣି ନିର୍ବାଚନୀ ଉଷ୍ମତା। ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଘରମୁହଁା ହୋଇଥିବାବେଳେ ସୋସିଆଲ ମିଡିଆରେ ଚାଲିଛି ନୀତିଆଦର୍ଶର ଲଢ଼େଇ। ଫେବୃୟାରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସରଗରମ ହୋଇଉଠିଲାଣି…

କଟକଣାରେ ଜୋରନ୍ଦା ମାଘ ମେଳା: ଏଥର ବି ଶ୍ରଦ୍ଧାଳୁଙ୍କୁ ମନା

ଢେଙ୍କାନାଳ ଅଫିସ, ୩୦।୧: ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାକୁ ଶ୍ରଦ୍ଧାଳଙ୍କୁ ମନା। ଏ ନେଇ ଜିଲା ପ୍ରଶାସନ କଟକଣା ଜାରି କରିିଛନ୍ତି। ଶ୍ରଦ୍ଧାଳୁଙ୍କୁ ସମ୍ପୂର୍ଣ୍ଣ ରୂପେ ମେଳାକୁ ଯିବାକୁ ବାରଣ କରାଯାଇଛି । ଏଥର ରାଜ୍ୟ ବାହାରୁ ଓ ଜିଲା…

ଦୁର୍ଗାପ୍ରସାଦବାସୀଙ୍କ ଭୋଟ ବର୍ଜନ ଚେତାବନୀ

ଢେଙ୍କାନାଳ ଅଫିସ,୨୯।୧ ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମକୁ ନୂତନ ରାଜସ୍ବ ମୌଜା ଘୋଷଣା କରାଯାଉନାହିଁ। ଫଳରେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଞ୍ଚଳବାସୀ। ଏ ନେଇ ଶୁକ୍ରବାର ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ଲିଖିତ…

ମିନିଟ୍ରକ୍‌ ଧକ୍କାରେ ରାସ୍ତା ତଳକୁ ଖସିଲା କାର୍‌

ଢେଙ୍କାନାଳ ଅଫିସ,୨୬।୧: ଢେଙ୍କାନାଳ ଜିଲା ସଦର ଥାନା ବାରଦା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍‌ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ୍‌ ସହିତ ଧକ୍କା ହୋଇଥିଲା। ଏଥିରେ କାର୍‌ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?