ଢେଙ୍କାନାଳ

ନୂଆ ପ୍ରାର୍ଥୀ, ତୁମୁଳ ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ, ୯।୨: ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପାଓ୍ବାର ହାଉସ୍‌ ଭାବେ ପରିଚିତ ଗଁଦିଆ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାର ଜୋର୍‌ଦାର କରିଛନ୍ତି। ଦୀର୍ଘଦିନ ଧରି ବିଜେଡିର ଗଡ଼ ଭାବେ ରହି ଆସିଥିବା…

ସାନପୁଅ ପାଇଁ ବାଇକ୍‌ କିଣିଦେବାରୁ ସମ୍ପର୍କ ଭୁଲିଗଲେ ବଡ଼ପୁଅ

ଢେଙ୍କାନାଳ ଅଫିସ, ୯।୨: ସମ୍ପତ୍ତି ଲୋଭ ପାଇଁ ପର ହୋଇଗଲା ରକ୍ତସମ୍ପର୍କ। ସାନପୁଅ ପାଇଁ ଦାମୀ ବାଇକ୍‌ କିଣିଦେବାରୁ ଇର୍ଷାପରାୟଣ ହୋଇ ବ୍ଲେଡ୍‌ରେ ୭୦ ବର୍ଷୀୟ ବୃଦ୍ଧ ବାପାଙ୍କ ତଣ୍ଟି କାଟିଦେଲେ ବଡ଼ପୁଅ। ଏହା ପରେ ପଥରରେ ମୁଣ୍ଡକୁ ଛେଚି ଅତି…

ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ

ଢେଙ୍କାନାଳ ଅଫିସ, ୮।୨ ନିର୍ବାଚନ ମଣ୍ଡଳୀରେ ବିଜେଡିର ପତିଆରା ଥିଲେ ମଧ୍ୟ ୨୦୧୭ରେ ହାତରୁ ଖସିଯାଇଥିଲା ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ୧ନଂ. ଜିଲା ପରିଷଦ ଜୋନ୍‌। ଭାଜପା ପ୍ରାର୍ଥୀ ମମତା ସ୍ବାଇଁ ବିଜେଡିର ବନ୍ଦିତା ପଣ୍ଡାଙ୍କୁ ୩ ହଜାରରୁ ଅଧିକ…

ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୭ା୨: ବିଶିଷ୍ଟ ଶ୍ରମିକ ନେତା ତଥା ଆଇନଜୀବୀ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ସେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କର…

‘ହାତୀ-ଗିରିଦା’କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଢେଙ୍କାନାଳ ଅଫିସ, ୬ା୨ : ଢେଙ୍କାନାଳର ମହାରାଜା ଭଗୀରଥ ମହେନ୍ଦ୍ର ବାହାଦୁରଙ୍କ ରାଜତ୍ୱ ସମୟରେ ବଣୁଆ ହାତୀଙ୍କୁ ପୋଷା ମନାଇବା ଲାଗି ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ନିର୍ମାଣ କରାଯାଇଥିଲା ‘ହାତୀ-ଗିରିଦା’। ଏହି ଐତିହ୍ୟସମ୍ପନ୍ନ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି…

ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମୁକୁଳା

ପରଜଙ୍ଗ, ୬ା୨(ଡି.ଏନ.ଏ.): ପରଜଙ୍ଗ ବ୍ଲକ କୁଆଳୋ ପୁରୁଣା ଗ୍ରାମ ନିକଟ ପୂର୍ତ୍ତ ବିଭାଗ ରାସ୍ତାରେ ମୁକୁଳା ଅବସ୍ଥାରେ ଥିବା ୨ ଟ୍ରାନ୍ସଫର୍ମର ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଟ୍ରାନ୍ସଫର୍ମର ପାଖରେ ଶନିଶ୍ଚର ମହାରାଜଙ୍କ ମନ୍ଦିର ରହିଛି। ପୀଠକୁ ଗ୍ରାମର ଶତାଧିକ…

ଏଥର କଡ଼ା ମୁକାବିଲା

କାମାକ୍ଷାନଗର, ୬ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି କାମାକ୍ଷାନଗର ବ୍ଲକ। ଢେଙ୍କାନାଳ ଜିଲା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଶିକ୍ଷାସମୃଦ୍ଧ ଅଞ୍ଚଳରେ ଗତ ନିର୍ବାଚନରେ ଭାଜପା-ବିଜେଡିର କଡ଼ା ମୁକାବିଲା ହୋଇଥିଲା। ୩ଟି ଜିଲା ପରିଷଦ ଜୋନ୍‌…

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ଦୃଷ୍ଟିଶକ୍ତି ହରାଇଲେ ବୃଦ୍ଧା

ଢେଙ୍କାନାଳ ଅଫିସ, ୬ା୨: ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟ ଅଞ୍ଚଳରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ବୃଦ୍ଧାଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ମହିଳା ଶନିବାର ଟାଉନ ଥାନାରେ ଅଭିଯୋଗ…

ଆର୍‌ଆର୍‌ବି ପରୀକ୍ଷା ତ୍ରୁଟି ସଂଶୋଧନ ଦାବି

ଢେଙ୍କାନାଳ ଅଫିସ,୫ ।୨ ଆରଆର୍‌ବି ଏନ୍‌ଟିପିସି ପରୀକ୍ଷାରେ ହୋଇଥିବା ତ୍ରୁଟି ସଂଶୋଧନ କରିବା ପାଇଁ ଢେଙ୍କାନାଳ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହାର ପ୍ରତିବାଦରେ ଦଳୀୟ କର୍ମକର୍ତ୍ତାମାନେ ସ୍ଥାନୀୟ ରେଳ ଷ୍ଟେଶନରେ ଶୁକ୍ରବାର ପ୍ରତିବାଦ କରିଛନ୍ତି। ଅଭିଯୋଗ ଅନୁଯାୟୀ,…

ଖୋଲୁନି ରହସ୍ୟ, ବଢୁଛି ଦ୍ୱନ୍ଦ୍ୱ

ଢେଙ୍କାନାଳ ଅଫିସ, ୫।୨ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନୂଆଗାଁ ପଞ୍ଚାୟତର ବିଜେଡି ସମର୍ଥତ୍ତ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା (୨୩) ଅପହରଣ ମାମଲା ଅଦ୍ୟାବଧି ରହସ୍ୟାବୃତ ହୋଇ ରହିଛି। ଉଦ୍ଧାର ହୋଇଥିବା ସୁବ୍ରତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚୁରା କରାଯାଉଛି।…

ଖରା ପୂର୍ବରୁ ଘାରିଲାଣି ପାଣି ଚିନ୍ତା

ଢେଙ୍କାନାଳ ଅଫିସ, ୪।୨-ସରିନି ଶୀତ କି ଆରମ୍ଭ ହୋଇନି ଖରା। ହେଲେ ଏବେଠାରୁ ଢେଙ୍କାନାଳ ଜିଲାର ଶିଳ୍ପସମୃଦ୍ଧ ଓଡ଼ାପଡ଼ା ବ୍ଲକ କୁସୁପଙ୍ଗା ଗ୍ରାମ ୪ନଂ. ୱାର୍ଡ ଭଞ୍ଜସାହି ଓ ମହାରଥୀ ସାହିରେ ଜଳକଷ୍ଟ ଉତ୍କଟ ରୂପ ଧାରଣ କଲାଣି। ଆଗକୁ ଗ୍ରୀଷ୍ମ…

ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର

ଢେଙ୍କାନାଳ ଅଫିସ, ୪।୨-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନୂଆଗଁା ପଞ୍ଚାୟତର ବିଜେଡି ସମର୍ଥତ୍ତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା (୨୩)ଙ୍କ ସନ୍ଧାନ ମିଳିଛି। ନିଖୋଜର ଦୁଇଦିନ ପରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ସଦର ଥାନା ଭାପୁର ଫାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?