କଟକ

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର…

ଭୋଟ୍‌ ଫର୍‌ ମୋଦି ବାର୍ତ୍ତା ନେଇ ତାମିଲନାଡ଼ୁରୁ ଦିଲ୍ଲୀ ଅଭିମୁଖେ ରାଜଲକ୍ଷ୍ମୀ

କଟକ,୨୫।୩(ଶିଳ୍ପା ପ୍ରିୟଦର୍ଶିନୀ): ଭୋଟ ଫର୍‌ ନେଶନ ବାର୍ତ୍ତା ନେଇ ତାମିଲନାଡୁ ମଦୁରାଇରୁ ବାଇକ୍‌ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ରାଜଲକ୍ଷ୍ମୀ ମାଣ୍ଡା। ଇତିମଧ୍ୟରେ ସେ ୮ଟି ରାଜ୍ୟ ବୁଲି ସାରିଥିବାବେଳେ ୯ମ ରାଜ୍ୟ ଭାବେ ଓଡ଼ିଶା ଆସିଛନ୍ତି। ଏହି…

ବନ୍ଧୁକ କାରବାର ମାମଲା: ବିହାରରୁ ଧରାପଡ଼ିଲେ କିଙ୍ଗପିନ

କଟକ, ୨୪ା୩ (କାର୍ତ୍ତିକ ସାହୁ)- ବେଆଇନ ବନ୍ଧୁକ କାରବାର ମାମଲାରେ କମିଶନରେଟ୍‌ ପୋଲିସ ୨ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ କାରବାରର ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ ବିହାର ମୁଙ୍ଗେର ଅଞ୍ଚଳର ଗୋଲ୍‌ଡେନ୍‌…

ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି

କଟକ,୨୪ା୩(କାର୍ତ୍ତିକ ସାହୁ): ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୟୁଜି ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରି କୁଳପତିଙ୍କୁ ଶନିବାର ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗତ ୧୪ ତାରିଖ ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆସନ୍ତା ଏପ୍ରିଲ…

କଟକ ବାଲିଯାତ୍ରାକୁ ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦାବି

କଟକ,୨୩ା୩ (କାର୍ତ୍ତିକ ସାହୁ): ଐତିହାସିକ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି ପରେ ଏବେ ଉଠିଛି ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦାବି। ବିଶ୍ୱ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ଶୁକ୍ରବାର…

କୁଜଙ୍ଗର ପୂର୍ବତନ ଆର୍‌ଆଇ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୨ା୩ (କାର୍ତ୍ତିକ ସାହୁ) ଜଗତସିଂହପୁର ଜିଲା କୁଜଙ୍ଗ ସର୍କଲର ଅବସରପ୍ରାପ୍ତ ପୂର୍ବତନ ଆର୍‌ଆଇ ସୁବାସ ଚନ୍ଦ୍ର ଦାସ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଦାସଙ୍କ ବିରୋଧରେ ରୁଜୁ ଏକ ଲାଞ୍ଚ ମାମଲାର ବିଚାର କରି ଅଦାଲତ ତାଙ୍କୁ ୨…

‘ଓଡ଼ିଆରେ କମେଣ୍ଟ୍ରି ଦାବି’

କଟକ,୨୨ା୩ (କାର୍ତ୍ତିକ ସାହୁ):ଆଇପିଏଲ୍‌ରେ ଓଡ଼ିଆ ଧାରା ବିବରଣୀବନ୍ଦ କରାଯାଇଥିବା ବେଳେ ଓଡ଼ିଆ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତବର୍ଷ ଆଇପିଏଲ୍‌ରେ ଓଡ଼ିଆ ସମେତ ବାରଟି ଭାଷାରେ ଧାରା ବିବରଣୀ ଶୁଣିବାକୁ ମିଳିଥିଲା। କିନ୍ତୁ ଚଳିତ ବର୍ଷ ଆଇପିଏଲ୍‌ରେ ଓଡିଆ ଭାଷା…

ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦାଙ୍କୁ ନୋଟିସ

କଟକ,୨୧ା୩ (କାର୍ତ୍ତିକ ସାହୁ)- ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟ ଗୁରୁବାର ନୋଟିସ୍‌ ଜାରି କରିଛନ୍ତି। ଦୁର୍ନୀତି ନିବାରଣ ଆଇନ୍‌ରୁ ହାଁସଦାଙ୍କୁ ଦୋଷମୁକ୍ତ କରାଯିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସିବିଆଇ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟ ଉକ୍ତ…

ଭର୍ତ୍ତୃହରିଙ୍କ ପାଇଁ ବଢ଼ିଲା ଅଡୁଆ, ପୋଲିସ SIଙ୍କୁ ମାଡ଼ ଅଭିଯୋଗ ମାମଲାର ହେଲା ଚାର୍ଜଫ୍ରେମ୍‌

କଟକ,୨୧ା୩ (କାର୍ତ୍ତିକ ସାହୁ) ୨୦୧୧ ଜାନୁୟାରୀ ୨୩ ତାରିଖରେ ଜଣେ ପୋଲିସ ଏସ୍‌ଆଇଙ୍କୁ ମାଡ଼ ଅଭିଯୋଗ ନେଇ ଏମ୍‌ପି ଭର୍ତ୍ତୃହରି ମହତାବ ବିରୋଧରେ ରୁଜୁ ମାମଲାରେ କଟକ ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲଏ କୋର୍ଟରେ ଚାର୍ଜଫ୍ରେମ ହୋଇଥିବା ଜଣାଯାଇଛି। ଭର୍ତ୍ତୃହରିଙ୍କ ବିରୋଧରେ ଆଇପିସିର ଦଫା…

କଟକ ମେୟରଙ୍କୁ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

କଟକ,୨୧ା୩(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ସମସ୍ତ ଦଳରେ ଅଙ୍କ କଷା ଜାରି ରହିଛି। ଆଶାୟୀଙ୍କ ତାଲିକା ଲମ୍ବା ରହିଛି ସତ ହେଲେ ଦଳ କାହାକୁ ଟିକେଟ ଦେବ ସେ ନେଇ ଏବେ ନାନା କଳ୍ପନା ଜଳ୍ପନା ଚାଲିଛି। ନିର୍ବାଚନକୁ…

ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଅଦାଲତ ଅବମାନନା: ଜବାବ ଦାଖଲ ଲାଗି ୨ ଦିନ ସମୟ ନେଲେ ସରକାର

କଟକ,୨୦ା୩(କାର୍ତ୍ତିକ ସାହୁ): ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାକୁ ନେଇ ରୁଜୁ ଅଦାଲତ ଅବମାନନା ମାମଲାରେ ଜବାବ ଦାଖଲ କରିବା ପାଇଁ ସରକାର ଦୁଇ ଦିନ ସମୟ ନେଇଛନ୍ତି। ହାଇକୋର୍ଟର ବିଚାରପତି ଶିବଶଙ୍କର ମିଶ୍ର ଏହି ମାମଲାର ତଦନ୍ତ ଅଗ୍ରଗତି ନେଇ…

ଏସ୍‌ସିବିରେ ଅମ୍ବୋଦର ପାଇଲେ ନୂଆ ଜୀବନ

କଟକ,୨୦।୩(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଏସ୍‌ସିବି ମେଡିକାଲର କାର୍ଡିଆଥେରିକ୍‌ ଭାସ୍କୁଲାର ସର୍ଜରି ବିଭାଗରେ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଅମ୍ବୋଦର ମାରାଣ୍ଡି ନୂଆ ଜୀବନ ପାଇଛନ୍ତି। ରବିବାର ସନ୍ଧ୍ୟାରେ ସେ ମହୁଲ ତୋଳିବା ପାଇଁ ଗଛରେ ଚଢିଥିଲେ। ହଠାତ୍‌ ଗଛର ଡାଳ ଭାଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?