ଭାରପ୍ରାପ୍ତ ଆଡ୍ଭୋକେଟ ଜେନେରାଲ ହେଲେ ଜ୍ୟୋତିପ୍ରକାଶ ପଟ୍ଟନାୟକ
କଟକ,୬ା୬(କାର୍ତ୍ତିକ ସାହୁ) ହାଇକୋର୍ଟର ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଭାରପ୍ରାପ୍ତ ଆଡ୍ଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ସେ ନିଜର ପୂର୍ବ ଦାୟିତ୍ୱ ସମ୍ଭାଳିବା ସହ...
ଅଟୋ ପଛକୁ ପିଟିଲା ଟ୍ରକ: ଚାଲିଗଲା ୮ ବର୍ଷ ବାଳକଙ୍କ ଜୀବନ, ୨ଗରୁତର
ଖୁଣ୍ଟୁଣୀ,୬।୬(ସଚିଦାନନ୍ଦ ପଣ୍ଡା): ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ଥାନା ନିକଟ ରାଧାଦାମୋଦରପୁର ଛକରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ପଛକୁ ଟ୍ରକ ଧକା ଦେବାରୁ ଘଟଣାସ୍ଥଳରେ ଜଣେ ୮ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି...
ହାରିବା ପରେ ଭିଡିଓ ଜାରି କରି ସାଲେପୁରବାସୀଙ୍କୁ ଏମିତି କହିଲେ ଅରିନ୍ଦମ
ଭୁବନେଶ୍ୱର,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ...
କଟକ ସଦରରେ ଫୁଟିଲା ପଦ୍ମ
କଟକ,୪ା୬: କଟକ ସଦର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଚନ୍ଦ୍ରସାରଥୀ ବେହେରାଙ୍କୁ ପରାସ୍ତ କରିଛନ୍ତି।
ହାରିଗଲେ ଅରିନ୍ଦମ: ସାଲେପୁରରେ ପ୍ରଶାନ୍ତ ବିଜୟୀ
କଟକ,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ୍ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ...
ସାଲେପୁର ବିଧାନସଭା ଆସନ: ୯ମ ରାଉଣ୍ଡରେ ଅରିନ୍ଦମଙ୍କୁ ପଛରେ ପକାଇଲେ ପ୍ରଶାନ୍ତ
କଟକ,୪ା୬(କାର୍ତ୍ତିକ ସାହୁ): ମଙ୍ଗଳବାର ସାରା ରାଜ୍ୟରେ ଚାଲିଛି ଭୋଟ୍ ଗଣତି। ଏହି ବିଧାନସଭା ଆସନରେ ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଥିଲା। ତେବେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ୩୨,୯୩୫ ଖଣ୍ଡ ଭୋଟ୍ ପାଇଥିବା ବେଳେ...
କଟକ ସଦର ବିଧାନସଭା ଆସନ: ୧୦ମ ରାଉଣ୍ଡରେ ବିଜେଡି ଆଗୁଆ
କଟକ,୪ା୬(କାର୍ତ୍ତିକ ସାହୁ): କଟକ ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ତେବେ ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ବଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ୩୫,୨୯୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଭାଜପାର ପ୍ରକାଶ ଚନ୍ଦ୍ର...
କଟକ ଲୋକ ସଭା ଆସନରେ ଭାଜପା ଆଗୁଆ
କଟକ,୪ା୬(କାର୍ତ୍ତିକ ସାହୁ): କଟକ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୮ମ ରାଉଣ୍ଡ ସୁଦ୍ଧା ୧,୩୫,୫୬୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ୧ ୨୪,୦୦୮ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସ...
ବାଙ୍କୀରେ ବିଜେଡି ଆଗୁଆ
ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, କଟକର ବାଙ୍କୀ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି। ବାଙ୍କୀ ବିଜେଡିକୁ ୪୦୭୧, ଭାଜପା ୩୫୫୨, କଂଗ୍ରେସ ୨୯୨୭ ଭୋଟ ମିଳିଛି। ପ୍ରଥମ ରାଉଣ୍ଡରେ...
ସାଲେପୁରରେ ନିର୍ବାଚନୀ ହିଂସା: ଭାଜପା ଏଜେଣ୍ଟଙ୍କୁ ପନିକିରେ ହାଣିଲେ
ଭୁବନେଶ୍ୱର,୧।୬: କେନ୍ଦ୍ରାପଡ଼ା ଲୋକସଭା ଅଧୀନ ସାଲେପୁର ମାଳଶାସନ ୧୮୪ ଏବଂ ୧୮୫ ନମ୍ବର ବୁଥରେ ନିର୍ବାଚନୀ ହିଂସା ଘଟିଛି। ଭାଜପା ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଏବଂ ୩ଜଣ ସମର୍ଥକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ବିଜେଡି ସମର୍ଥକ ସାମିଲ...
ପ୍ରିଜାଇଡିଂ ଅଫିସର ନିଲମ୍ବିତ
କଟକ,୧ା୬(କାର୍ତ୍ତିକ ସାହୁ): କଟକ ଜିଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି। କଟକ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିବା କଟକର ହରେକୃଷ୍ଣ...
ରାତି ପାହିଲେ ମାହାଙ୍ଗା, ସାଲେପୁର, ନିଆଳିରେ ଭୋଟଗ୍ରହଣ: ୮୩୬ ବୁଥରେ ମତଦାନ କରିବେ ୭,୬୮,୦୯୧ ଭୋଟର
କଟକ,୩୧ା୫ (କାର୍ତ୍ତିକ ସାହୁ) ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଜୁନ୍ ୧ରେ ଭୋଟଗ୍ରହଣ ନିମନ୍ତେ କଟକ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। କଟକ ଜିଲାର ମାହାଙ୍ଗା, ସାଲେପୁର ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପାଇଁ...
Archives


