କଟକ

ଜୟନ୍ତୀ ପୂର୍ବରୁ ବିଜୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ ଭାଙ୍ଗି ନେଲେ

ନିଶ୍ଚିନ୍ତକୋଇଲି, ୫।୩(ଅଶୋକ କୁମାର ମହାପାତ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏଭଳିସ୍ଥିତିରେ କଟକ ଜିଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ…

ସିଏମସି କାଉନସିଲ ବୈଠକରେ ହାଇଡ୍ରାମା: କଥା କଟାକଟି ହେଲେ…

କଟକ,୩।୪: ସିଏମସି କାଉନସିଲ ବୈଠକରେ ହାଇଡ୍ରାମା ଦେଖିବାକୁ ମିଳିଛି। କର୍ପୋରେଟର ଓ ଯନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଛି। କର୍ପୋରେଟରଙ୍କୁ ନ ଜଣାଇ କାମ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଣିଲେ ୫୬ ନମ୍ବର କର୍ପୋରେଟର ମେୟର, କମିଶନର ଓ ଯନ୍ତ୍ରୀଙ୍କୁ…

ବିଜେଡି ନେତାଙ୍କ କୋକେଇ କାନ୍ଧେଇଲେ ବିଧାୟକ

ତିଗିରିଆ, ୪ା୩(ଜାଫର ଖାଁ): ତିଗିରିଆ ବ୍ଲକର ବରିଷ୍ଠ ବିଜେଡି ନେତା ତଥା ସୋମପଡା ପଞ୍ଚାୟତର ବିଜେଡି ସଭାପତି ଲକ୍ଷ୍ମୀଧର ସାମନ୍ତରାୟ (୬୮)ଙ୍କ ସୋମବାର ଭୁବନେଶ୍ୱସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି…

KIIT ଛାତ୍ରୀ ମୃତ୍ୟୁ ଘଟଣା: ଦେବାଶିଷଙ୍କୁ ତାଗିଦ୍‌ କଲେ ପିସିସି ସଭାପତି ଭକ୍ତ ଦାସ

କଟକ,୩ା୩(ଶିଳ୍ପା ପ୍ରିୟଦର୍ଶିନୀ): କଂଗ୍ରେସ ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସ କିଟ ପ୍ରସଙ୍ଗ ନେଇ ତାଗିଦ କରିଛନ୍ତି। କଟକରେ ସୋମବାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟଠାରେ…

ଛାତ୍ର ବିଜେଡିର ଦୁଇଗୋଷ୍ଠୀ ମାରପିଟ: ୨ ଗୁରୁତର

କଟକ,୩।୨: ପ୍ରାୟ ସବୁ ଜାଗାରେ ବିଜେଡି ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳୁଥିବା ବେଳେ କଟକରେ ଛାତ୍ର ବିଜେଡିର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ବାରବାଟୀ ଷ୍ଟାଡିୟମ ନିକଟରେ ପ୍ରବଳ ଗଣ୍ଡଗୋଳ ହୋଇଛନ୍ତି। ଲୁହା…

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି, ଚିନ୍ତାରେ ପଡ଼ିଲେ ଛାତ୍ରୀଛାତ୍ର

କଟକ,୧।୩: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ବିଜ୍ଞାନ C ସେଟ୍‌ରେ ୪ ମାର୍କ କମ୍‌ ଥିବା ସୂଚନା ମିଳିଛି। ଏପଟେ ବୋର୍ଡ ସଭାପତି ତ୍ରୁଟିକୁ ସ୍ବୀକାର କରିଛନ୍ତି। ବୋର୍ଡ ସଭାପତି କହିଛନ୍ତି, ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର…

Uttam Mohanty : ଚିତ୍ରକଳାରେ ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନୋଜ

କଟକ,୨୮ା୨(ଶିଳ୍ପା ପ୍ରିୟଦର୍ଶିନୀ)- ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକେ ହୋଇଯାଇଛି। ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ଶୁକ୍ରବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଉତ୍ତମଙ୍କୁ ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଟକ ସିଡ଼ିଏ…

ଚାର୍ଜ ବେଳେ ଜଳିଗଲା ବ୍ୟାଟେରି ସ୍କୁଟି, ଭିଡିଓ ଦେଖିଲେ…

ବାରଙ୍ଗ,୨୮ା୨(ଲିଙ୍ଗରାଜ ରାଉତ): ଶୁକ୍ରବାର ବାରଙ୍ଗଥାନା ଅଧୀନସ୍ଥ ବଡ଼ମୁଣ୍ଡଳି ଗ୍ରାମରେ ଏକ ବ୍ୟାଟେରି ସ୍କୁଟି ଚାର୍ଜ ବେଳେ ଜଳିଯାଇଛି। ଅକ୍ଷୟ କୁମାର ରାଉତ ନାମକ ଜଣେ ବ୍ୟକ୍ତି ନିଜ କାମକୁ ଯିବା ପାଇଁ ତାଙ୍କ ସ୍କୁଟିକୁ ବାହାରେ ଚାର୍ଜ କରି ଘରେ ଖାଇ…

ଆପାର୍ଟମେଣ୍ଟର ବନ୍ଦ ଘରୁ ମିଳିଲା ବାପା-ଝିଅଙ୍କ ମୃତଦେହ: ଝିଅକୁ ମାରି…

କଟକ, ୨୮।୨: ବନ୍ଦ ଘରୁ ମିଳିଲା ବାପା ଝିଅଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି କଟରେ। କଟକ ସ୍ନେହଲତା ଆପାର୍ଟମେଣ୍ଟରୁ ବାପା ଝିଅଙ୍କ ମୃତଦେହ ମିଳିଛି। ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବରପାଇ ସାଇଣ୍ଟିଫିକ ଟିମ୍‌…

ଅନୁଗୋଳରେ ହାତୀ ଆକ୍ରମଣରେ ଯୁବକ ମୃତ, ଆଠଗଡ଼ରେ ବିଦ୍ୟୁତ ଝଟକାରେ ଗଲା ଦନ୍ତା ଜୀବନ

ଭୁବନେଶ୍ୱର,୨୭।୨: ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। କ୍ରମାଗତ ଭାବେ ମଣିଷମାନେ ଜଙ୍ଗଲ ନଷ୍ଟ କରି ଚାଲୁଥିବାରୁ ଫଳସ୍ୱରୂପ ଭୋକିଲା ହାତୀମାନେ ଜନବସତି ମୁହଁ ହେଉଛନ୍ତି। ଯେଉଁଥିରେ ଉଭୟ ପକ୍ଷ ଜୀବନ ହରାଉଛନ୍ତି। ଏହିପରି ଭାବେ ଅନୁଗୁଳ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ

ଆଠଗଡ,୨୭।୨(ସତ୍ୟପ୍ରକାଶ ରଥ): ଆଠଗଡ ବନଖଣ୍ଡରେ ଦନ୍ତାହାତୀର ମୃତ୍ୟୁ। ଆଠଗଡ ବନାଞ୍ଚନ ଅନ୍ତର୍ଗତ କୁଲାଇଲୋ ବିରି ବୋଲୁଅ ପଡିଆରେ ୩୩କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ ହୋଇଛି। ହାତୀର ଅନୁମାନିକ ବୟସ ୩୫ ବର୍ଷ ହେବ ବୋଲି ବନ ବିଭାଗ ସୂଚନା…

ଆଜି ଜାଗର: ଝଲସୁଛି ଶୈବପୀଠ

କଟକ,୨୬।୨(ଶିଳ୍ପା ପ୍ରିୟଦର୍ଶିନୀ): ବୁଧବାର ଜାଗର ଯାତ୍ରା ବା ମହାଶିବରାତ୍ରୀ। ଏଥିପାଇଁ କଟକ ଜିଲାର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ରଙ୍ଗିନ୍‌ ଆଲୋକମାଳାରେ କଟକର ଗଡ଼ଗଡ଼େଶ୍ୱର ମନ୍ଦିର, ଅମରେଶ୍ୱର ମନ୍ଦିର ସମେତ ବିଭିନ୍ନ ଶୈବପୀଠ ଝଲସିଉଠୁଛି। କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?