ଏସ୍ସିବିରେ ଆଖିବୁଜିଲେ ଯକୃତ ପ୍ରତିରୋପିତ ମାନସ
କଟକ,୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ଦ୍ୱିତୀୟ ଯକୃତ ପ୍ରତିରୋପିତ ନୟାଗଡ଼ ଅଞ୍ଚଳର ମାନସ ମୁଦୁଲି (୩୯) ବୁଧବାର ଆଖି ବୁଜିଛନ୍ତି। ସେ ଗତ ଜାନୁଆରୀ ୨୨ ତାରିଖରେ ଅସୁସ୍ଥ ହେବାରୁ ତାଙ୍କୁ ଏସ୍ସିବି ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ…
ପ୍ରାପ୍ୟ ନ ପାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କ୍ୟାନସର ପୀଡ଼ିତ ରୋଗୀ
ନିଶ୍ଚିନ୍ତକୋଇଲି,୧୨ା୨(ଅଶୋକ ମହାପାତ୍ର): କ୍ୟାନ୍ସରରେ ପୀଡ଼ିତ ଶଯ୍ୟାଶାୟୀ ଜଣେ ବ୍ୟକ୍ତି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏପରିକି ଡାକ୍ତର ମଧ୍ୟ ତାଙ୍କୁ ୬ ମାସ ସମୟ ଦେଇ ଥିବା ସୂଚନା…
ଅମାନିଆ ହୋଇଯାନ୍ତୁ ସାବଧାନ: ସବୁ ଗାଡ଼ିକୁ ଚେକିଂ କରୁଛି କମିଶନରେଟ ପୋଲିସ
କଟକ,୧୧।୨: ଦିନକୁ ଦିନ ଦୁର୍ଘଟଣା ବଢ଼ି ଚାଲିଥିବା ବେଳେ ଅତ୍ୟଧିକ ଯାନବାହନ ଚଳାଚଳ ପରିବେଶକୁ ପ୍ରଦୂଷିତ କରୁଛି। ବାୟୁମଣ୍ଡଳ ପ୍ରଦୂଷଣ ହେବା ସାଙ୍ଗକୁ ଭାରୀଯାନର ବିକଟାଳ ହର୍ଣ୍ଣ ଶବ୍ଦପ୍ରଦୂଷଣ କରିବାରେ ଲାଗିଛି। ଏ ନେଇ ସଜାଗ ହୋଇପଡ଼ିଛନ୍ତି ଟ୍ରାଫିକ୍ ପୋଲିସ। କଟକରେ…
ବାରବାଟୀ ଷ୍ଟାଡିୟମରେ ହଠାତ୍ ଫ୍ଲଡ ଲାଇଟ ବନ୍ଦ: ସୋଫିଆ ଫିର୍ଦ୍ଦୋଶ କହିଲେ…
ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ହଠାତ୍ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ କିଛି ସମୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋମବାର ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀଙ୍କ…
ରୋହିତ ଶର୍ମାଙ୍କ ପାଇଁ ଶୁଭ ବାରବାଟୀ ଷ୍ଟାଡିୟମ: ମାତ୍ର ୨୪ ରନ୍ କଲେ ଭାଙ୍ଗିବେ ରେକର୍ଡ
କଟକ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସମସ୍ତ ପ୍ରଶଂସକଙ୍କ ନଜର ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ରହିବ। ଏହି ସିରିଜର ପ୍ରଥମ ମ୍ୟାଚ୍ରେ ରୋହିତ ବ୍ୟାଟ୍ରେ କିଛି ବିଶେଷ…
ବିଜେଡିକୁ ବଡ଼ ଝଟ୍କା: ବ୍ଲକ ଉପାଧ୍ୟାକ୍ଷ ପଦ ସାଙ୍ଗକୁ ଦଳରୁ ଇସ୍ତଫା ଦେଲେ ଅଶୋକ ଓଝା
ନିଶ୍ଚିନ୍ତକୋଇଲି,୭।୨(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟାକ୍ଷା ଅଶୋକ ଓଝା ତାଙ୍କ ପଦବୀରୁ ଇସ୍ତପା ଦେଇଛନ୍ତି। ଏହା ସହ ସେ ମଧ୍ୟ ବିଜୁଜନତା ଦଳ ବ୍ଲକ ଉପସଭାପତି ପଦରୁ ଇସ୍ତପା ଦେଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଅଶୋକ ତାଙ୍କ ଇସ୍ତଫା ପତ୍ର…
India vs England: ମହଙ୍ଗା ପଡ଼ିଲା ଟିକେଟ କଳାବଜାରୀ: ୭ ଅଭିଯୁକ୍ତ ଗିରଫ
କଟକ,୭ା୨: ୯ରେ ବାରବାଟୀ ଲଢ଼େଇ। ଏନେଇ ଶୁକ୍ରବାର ସାରେ ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ। ପରେ ସେମାନେ ମେ’ଫେୟାର ହୋଟେଲକୁ ଯାଇ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା…
ମାଲକାନଗିରି ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ବଡ଼ ଆଶ୍ବସ୍ତି
କଟକ,୭ା୨(କାର୍ତ୍ତିକ ସାହୁ): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କୁ ଶୁକ୍ରବାର ଏକ ବଡ଼ ଆଶ୍ବସ୍ତି ମିଳିଛି। ନିମ୍ନ ଅଦାଲତଙ୍କ ଏନ୍ବିଡବ୍ଲ୍ୟୁ ଜାରି ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଛନ୍ତି। ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା…
୨୧ରୁ ମାଟ୍ରିକ୍ ପରୀକ୍ଷା: ମାର୍ଚ୍ଚ ୧୯ରୁ ଖାତାଦେଖା
କଟକ,୭ା୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଏକ ସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ।…
କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା:ଏଣିକି କୁମ୍ଭମେଳା ପରି କଳେବର ବୃଦ୍ଧି ହେବ
କଟକ,୭ା୨(କାର୍ତ୍ତିକ ସାହୁ):କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ଜାତୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଏହାକୁ ନେଇ କଟକବାସୀ ବେଶ୍ ଖୁସିବ୍ୟକ୍ତ କରିଛନ୍ତି। ବିଭିନ୍ନ ମହଲରେ ଏହି ମାନ୍ୟତା ପ୍ରାପ୍ତିକୁ ନେଇ ଆନନ୍ଦ ପ୍ରକାଶ ପାଇଛି। ବାଲିଯାତ୍ରା ହେଉଛି ନୌବାଣିଜ୍ୟର ଐତିହ୍ୟ। ଏହାକୁ ସ୍ବୀକୃତି…
ହେଲ୍ଥ ଓ୍ବାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ
କଟକ,୩।୧:ମଲ୍ଟି ପର୍ପସ ହେଲ୍ଥ ଓ୍ବାର୍କର(ଏମପିଏଚଡବ୍ଲ୍ୟୁ) ନିଯୁକ୍ତି ଉପରେ ରୋକ ଲଗାଇବାକୁ ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିସନ (ଓଏସଏସଏସ୍ସି)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୦୨୪ରେ ଓଏସଏସଏସସି ରାଜ୍ୟରେ ମୋଟ ୨୭୫୩ଟି ପଦବୀ ପୂରଣ କରିବା ଲକ୍ଷ୍ୟରେ ଏମପିଏଚଡବ୍ଲୁର ଫଳାଫଳ ଘୋଷଣା…
ଆଜିଠୁ ସବୁ ଟୋଲ୍ଗେଟ୍ରେ ନିୟମ: ଗାଡ଼ିର ବୀମା ନ ଥିଲେ…
କଟକ,୧ା୨(କାର୍ତ୍ତିକ ସାହୁ):ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ମୋଟର ଯାନର ବୀମାକୁ କଡ଼ାକଡ଼ି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାରଠାରୁ ଇ-ଡିଟେକ୍ସନରେ ଯୋଡ଼ିହେବାକୁ ଯାଉଛି ବୀମା। ମୋଟର ଯାନରେ ବୀମା ନ ଥିଲେ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲ୍ଗେଟ୍। ଇ-ଡିଟେକ୍ସନ ପ୍ରକ୍ରିୟାରେ ଗାଡ଼ି ମାଲିକଙ୍କୁ…
Archives


