କଟକ

ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ

କଟକ, ୮ା୮(କାର୍ତ୍ତିକ ସାହୁ): ଜଣେ ଓଡ଼ିଆ ଗାୟିକାଙ୍କୁ ଯୌନ ଶୋଷଣ ଓ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ବଲିଉଡ୍‌ର କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ସୋମବାର କଟକ ମହିଳା ଥାନାରେ ହାଜର ହୋଇଥିଲେ। ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ପୋଲିସ...

ଅବସର ନେଲେ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର

କଟକ,୭ା୮(କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଡ. ଏସ୍‌. ମୁରଲୀଧର ସୋମବାର ଅବସର ଗ୍ରହଣ କରିଛନ୍ତି। ଓଡ଼ିଶା ତଥା ଦେଶର ନ୍ୟାୟିକ ବ୍ୟବସ୍ଥାରେ ସେ ଏକ ଆନ୍ଦୋଳନ ସୃଷ୍ଟି କରିଥିବାବେଳେ ତାଙ୍କ କାର୍ଯ୍ୟକାଳ ସମୟରେ ଓଡ଼ିଶା ହାଇକୋର୍ଟ...

ରତ୍ନଭଣ୍ଡାର ତୁରନ୍ତ ମରାମତି ଜରୁରୀ: ଏଏସ୍‌ଆଇ

କଟକ,୮ା୮(କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଜରୁରୀ ବୋଲି ସୋମବାର ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସ୍‌ଆଇ)। ୨୦୧୮ରେ ଶେଷଥର ପାଇଁ ରତ୍ନଭଣ୍ଡାରର ଅନୁଧ୍ୟାନ ହୋଇଥିଲା ବୋଲି ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ଥିବା...

ମହାନଦୀରେ ବନ୍ୟାଜଳ : ଚାଷୀଙ୍କ ପାଇଁ କାଳ

ବାଙ୍କୀ,୭ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ସାମାନ୍ୟ ବର୍ଷାରେ ବାଙ୍କୀ ବ୍ଲକର ଅବସ୍ଥା ବେହାଲ୍‌ ହୋଇଯାଉଛି। ଏହାର ଉପରମୁଣ୍ଡର ପାଣି ମୁଣ୍ଡଳୀ ବ୍ୟାରେଜ ଦ୍ୱାରା ନିୟନ୍ତ୍ରଣ ହେଉଥିବା ବେଳେ ଅତ୍ୟଧିକ ବର୍ଷା ହେଲେ ବନ୍ୟା ଜଳ ଛଡ଼ା ଯିବା ଯୋଗୁ ଚାଷ ଜମିରେ...

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

କଟକ,୭ା୮: ସୋମବାର ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ। ଫର୍ମପୂରଣ କରିଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ ମୁକ୍ତ ବିଦ୍ୟାଳୟର ୮୧୯୫ ଛାତ୍ରୀଛାତ୍ର ମଧ୍ୟରୁ  ୬୬୭୮ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ପରୀକ୍ଷା ରେଜଲ୍ଟ...

ନଦୀବନ୍ଧରେ ଗର୍ତ୍ତ, ବିପଦ ଆଶଙ୍କା

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ନଦୀ ବନ୍ଧର ସୁରକ୍ଷା,ପଥର ପ୍ୟାକିଂ ଓ ଉନ୍ନତିକରଣ ପାଇଁ ସରକାର ଜଳ ସମ୍ପଦ ବିଭାଗ ଜରିଆରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଆସୁଥିବା ବେଳେ ବିଭାଗୀୟ ଦାୟିତ୍ୱ ହୀନତା ଓ ଅବହେଳା କାରଣରୁ ନିର୍ମାଣର...

୩୦ କେଜି ବାସି ଖାଦ୍ୟ ନଷ୍ଟ, ଜରିମାନା ଆଦାୟ

କଟକ,୬ା୮(ସୁପ୍ରିୟା ପ୍ରିୟଦର୍ଶିନୀ)କଟକ ସହରର ଅନେକ ସ୍ଥାନରେ ବାସି ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ଖାଇବା ଦ୍ୱାରା ଲୋକମାନେ ରୋଗର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ(ସିଏମ୍‌ସି) ଖାଦ୍ୟ ସୁରକ୍ଷା ଓ...

୬ ସପ୍ତାହରେ ନୂଆ ମେଧା ତାଲିକା ପ୍ରକାଶ କର: ହାଇକୋର୍ଟ

କଟକ,୫ା୮ (କାର୍ତ୍ତିକ ସାହୁ): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀର ଚୟନ ପ୍ରକ୍ରିୟା ଆଗାମୀ ୬ ସପ୍ତାହ ମଧ୍ୟରେ ଶେଷ କର। ହାଇକୋର୍ଟ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଏ ସଂକ୍ରାନ୍ତୀୟ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଶୁକ୍ରବାର...

ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଶେଷ ହେଉ ଜାଇକା କାମ

କଟକ,୪ା୮ (କାର୍ତ୍ତିକ ସାହୁ): କଟକ ସହରରେ ଚାଲିଥିବା ଜାଇକା କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ଶେଷ କରାଯିବାକୁ ନେଇ ହାଇକୋର୍ଟରେ ବୁଧବାର ଏକ ପିଟିଶନ ଦାୟର ହୋଇଛି। ଜାଇକା କାର୍ଯ୍ୟ ବିଳମ୍ବିତ ହେଉଥିବା କାରଣରୁ ସହରବାସୀ ଦୁର୍ଦ୍ଦଶା...

୨ ମାସରେ ପୂରଣ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୪ା୮:ଓଡ଼ିଶା ହ୍ୟୁମାନ ରାଇଟ୍‌ସ କମିଶନ (ଓଏଚ୍‌ଆର୍‌ସି)ରେ ଖାଲି ପଡିଥିବା ସଦସ୍ୟ ପଦବୀ ଆସନ୍ତା ୨ ମାସ ମଧ୍ୟରେ ପୂରଣ କରିବାକୁ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି...

ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ,୪ା୮ (କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ହନିଟ୍ରାପ ଓ ବେଆଇନ ଅର୍ଥ କାରବାର ମାମଲାର ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଜାମିନ୍‌ରେ ମୁକୁଳିବା ପାଇଁ ଖଗେଶ୍ୱରଙ୍କ ଆବେଦନର...

ସର୍ବସାଧାରଣ ପରିଦର୍ଶନ କରିବେ ହାଇକୋର୍ଟ

କଟକ,୪ା୮(କାର୍ତ୍ତିକ ସାହୁ):ବିଚାର ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଆସନ୍ତା ୫ ତାରିଖଠାରୁ ଛୁଟିଦିନ ବ୍ୟତୀତ ପ୍ରତି ଶନିବାର ହାଇକୋର୍ଟ ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଖୋଲାରହିବ। ସେଦିନ ଦୁଇଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri