ସାହିତି୍ୟକ ନରେନ୍ଦ୍ର ବେହେରାଙ୍କ ପରଲୋକ
କଟକ ଅଫିସ, ୧୫ା୫: ସାହିତି୍ୟକ, ନାଟ୍ୟକାର, ଗୀତିକାର ତଥା ଅନୁବାଦକ ନରେନ୍ଦ୍ର ବେହେରାଙ୍କ ଗତ ୧୨ ତାରିଖରେ ଜାମସେଦପୁରଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଜାମସେଦପୁରସ୍ଥିତ ଏକ ଘରୋଇ…
ପୋଲିସ ଗାଡ଼ି ଭଙ୍ଗାରୁଜା ଘଟଣା: ୬୭ ବସ୍ତିବାସିନ୍ଦା ଗିରଫ
କଟକ ଅଫିସ,୧୩।୫: କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଏମ୍ସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ…
ହେଲ୍ପଲାଇନ୍ ନମ୍ବର ଅଭିଯୋଗକୁ ଗୁରୁତ୍ୱ
କଟକ ଅଫିସ,୧୩ା୫:ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସ୍ଥିତି କିଭଳି ରହିଛି, ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚେକ୍ ପୋଷ୍ଟ, ଟିକାକରଣ କେନ୍ଦ୍ରରେ…
ସତ ଲୁଚାଉଛି ସିଏମ୍ସି
କଟକ ଅଫିସ, ୧୧।୫: ଜିଲାରେ କରୋନାର ୨ୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ସତୀଚୌରା ଶ୍ମଶାନରେ କରୋନା ମୃତକଙ୍କ ଦାହ ସଂସ୍କାର…
ହାଇକୋର୍ଟରେ ଗୋଳନ୍ଥରା ହାଜତ ମୃତ୍ୟୁ
କଟକ ଅଫିସ, ୧୧।୫: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ଘଟଣାରେ ସୋମବାର ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ସେ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି, ଗୋଳନ୍ଥରା ଥାନା ଅଧୀନ…
କରୋନାରେ ପୁଅର ମୃତ୍ୟୁ ଖବର ଶୁଣି ଆଖିବୁଜିଲେ ମା’: ଛୁଇଁଲେନି ଜ୍ଞାତି କୁଟୁମ୍ବ ଶେଷରେ…
ନିଶ୍ଚିନ୍ତକୋଇଲି,୧୦।୫(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ କରୋନାର ବିଭୀଷିକା ଉଗ୍ରରୂପ ନେଉଛି। ସଂକ୍ରମିତଙ୍କ ସଂଖ୍ୟା ଯେଉଁଭଳି ବଢିଚାଲିଛି ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ନିଶ୍ଚିନ୍ତକୋଇଲି ବ୍ଲକରେ ସୋମବାର ସୁଦ୍ଧା କରୋନାରେ ୬ ଜଣ ଆଖି ବୁଜିଲେଣି। ସୋମବାର ସକାଳୁ…
ଆମ୍ବ ଗୋଟାଇବାକୁ ଯାଇ ଫେରିଲେନି କମଳା : ଘରକୁ ଫେରିଲା ମୃତଦେହ
ଚୌଦ୍ୱାର,୧୦।୫(ଡି.ଏନ୍.ଏ): ଆମ୍ବ ଗୋଟାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ଘଟିଛି କଟକ ଜିଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଶାଳଗାଁ ପଞ୍ଚାୟତ ଦାମୋଦରପୁର ଗ୍ରାମରେ। ଗ୍ରାମର କମଳା ପଣ୍ଡା ନିଜ ଘର ପଛପଟ…
୨ ବର୍ଷ ବିତିଲା, ମିଳିନି ପିଠା ଅର୍ଥ
କଟକ ସଦର, ୧୦ା୫ (ଡି.ଏନ.ଏ.):୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତରେ ପିଠା (ପିପୁଲ୍ସ ଏମ୍ପାଓ୍ବାରମେଣ୍ଟ ଏନାବେଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଏନ୍ହାନ୍ସିଂ ଆକାଉଣ୍ଟେବିଲିଟି) କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ କଟକ ସଦର ବ୍ଲକର ୨୩ଟି ପଞ୍ଚାୟତରେ ପିଠା…
୧୭ ଦିନରେ ଗଲାଣି ୮୬୮୯.୬୨୬ ଟନ୍ ଅକ୍ସିଜେନ୍
କଟକ ଅଫିସ,୧୦ା୫:କରୋନା ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବ ଦେଖାଦେଇଛି ା ଏଭଳି ପରିସ୍ଥିତିରେ ସାରା ଦେଶକୁ ମେଡିକାଲ ଅକ୍ସିଜେନ୍ ଯୋଗାଇଛି ଓଡ଼ିଶା। ୧୭ ଦିନ ମଧ୍ୟରେ ଅନୁଗୋଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ୪୭୩ ଟ୍ୟାଙ୍କରରେ…
ଚିନ୍ତା ବଢ଼ାଇଲାଣି କଟକ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା
କଟକ ଅଫିସ,୮।୫: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହି ମହାମାରୀ ଗୋଟିଏ ପରେ ଗୋଟିଏ ଜିଲାରେ ତା’ର କାୟା ବିସ୍ତାର କଲାଣି। ଏପରିକି ଦୈନିକ ସଂକ୍ରମଣ ୧୦୦୦୦ ଉପରେ ରହୁଛି। ବର୍ତ୍ତମାନ ସବୁଠୁ ଚିନ୍ତାଜନକ ବିଷୟ ହେଲା…
ମହାନଦୀ ଜଳ ବିବାଦ ମାମଲା ଶୁଣାଣି ସ୍ଥଗିତ
କଟକ ଅଫିସ,୭।୫: ଆସନ୍ତାକାଲି ଅର୍ଥାତ୍ ଶନିବାର ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନୋଟିସରେ ଉଲ୍ଲେଖ କରାଯାଇଛି, ବର୍ତ୍ତମାନ କୋଭିଡ୍ ସଂକ୍ରମଣ ପାଇଁ…
୧୪ ଦିନରେ ଗଲାଣି ୬୩୫୪.୭୪୨ ଟନ୍ ଅକ୍ସିଜେନ୍
କଟକ ଅଫିସ,୭।୫: କରୋନା ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ସାରା ଦେଶକୁ ମେଡିକାଲ ଅକ୍ସିଜେନ୍ ଯୋଗାଇଛି ଓଡ଼ିଶା। ୧୪ ଦିନ ମଧ୍ୟରେ ଅନୁଗୋଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ୩୪୫ଟି ଟ୍ୟାଙ୍କରରେ…
Archives


