ଜବତ ୫୦ କୁଇଣ୍ଟାଲ ନକଲି ଚା’ପତି ପୋତାଗଲା
ଫୁଲନଖରା,୩।୯ (ଡି.ଏନ.ଏ.): କଟକ ସଦର ଥାନା ଅଧୀନ ମୁକାମେଶ୍ୱର ଗ୍ରାମର ଏକ କାରଖାନାରୁ ଜବତ ହୋଇଥିବା ନକଲି ଚା’ପତିକୁ ଗୁରୁବାର କାଠଯୋଡୀ ନଦୀପଠାରେ ଗାତ ଖୋଳି ପୋତି ଦିଆଯାଇଛି। ଏହି ସମୟରେ ଜୋନ୍-୪ ଏସିପି ଚନ୍ଦନ ଘଡେଇ, ସଦର ଥାନା ଆଇଆଇସି…
୫୮.୧୪ କୋଟିର ଜିଏସ୍ଟି ଠକେଇ ଧରାପଡ଼ିଲା: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମେତ ୨ ଗିରଫ
କଟକ ଅଫିସ,୩।୯: ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ ୧୮୧୯ କୋଟିର ଜାଲ ବିଲ୍ ର଼୍ୟାକେଟକୁ ଧରିଛି। ଏଥିସହ ସମ୍ପୃକ୍ତ ୨ଜଣ ମାଷ୍ଟରମାଇଣ୍ଡ୍ଙ୍କୁ ଗୁରୁବାର ଗିରଫ କରିଛି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲଙ୍କୁ ଝାରସୁଗୁଡାରୁ ଓ ସତୀନ୍ଦ୍ର କୁମାର ଯାଦବଙ୍କୁ ଭୁବନେଶ୍ୱରରୁ…
ସଫାରୀରୁ ଜାଲ ଛିଣ୍ଡାଇ ଖସି ପଳାଇଥିଲା ବାଘ, ଏବେ ଖୁଆଡ଼କୁ ଫେରିଲା
ବାରଙ୍ଗ,୨ା୯(ଡି.ଏନ୍.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ସକାଳେ ୩୩ ନମ୍ବର ଖୁଆଡ଼ରୁ ଏକ ବାଘ ପଛପଟ ଜାଲି ଛିଣ୍ଡାଇ ଖସି ଯାଇଥିଲା। ତୁରନ୍ତ କର୍ମଚାରୀମାନେ ବାଘଟିକୁ ଧରି ଖୁଆଡ଼ ଭିତରେ ପୂରାଇବାରେ ସକ୍ଷମ ହୋଇଛନ୍ତି। ଆଜି ସକାଳେ ସଫାରୀରେ ବାଘ ସୂରଜକୁ…
କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ୍
କଟକ ଅଫିସ,୩୧।୮: ସିଏମ୍ସି ପକ୍ଷରୁ ମଙ୍ଗଳବାର କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ୍ ଜାରି କରାଯାଇଛି। ତଦନୁଯାୟୀ, ମଣ୍ଡପ ତଥା ପେଣ୍ଡାଲରେ ପୂଜା ଲାଗି ଡିସିପିଙ୍କଠାରୁ ଅନୁମତି ନେବାକୁ ହେବ। କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ। ଲାଇଟ୍…
ଭଡ଼ାରେ ଚାଲିଛି ବିଦ୍ୟୁତ୍ ଥାନା
କଟକ ଅଫିସ,୩୧।୮: ବିଦ୍ୟୁତ ଚୋରି ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକରେ ବିଦ୍ୟୁତ ଥାନା ରହିଛି। ଏହି ଥାନା ବିଗତ ୪୦ ଦିନରେ ବେଆଇନ ଭାବେ ବିଦ୍ୟୁତ ବ୍ୟବହାରକାରୀଙ୍କଠାରୁ ପ୍ରାୟ ୨୫ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ତେବେ ଏହି…
କଟକରେ ବଢୁଛି ଡେଙ୍ଗୁ ସଂକ୍ରମଣ
କଟକ ଅଫିସ,୩୦ା୮: କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ସଂକ୍ରମଣ ବଢିବାରେ ଲାଗିଛି ା ସହରରେ ବର୍ତ୍ତମାନ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। କଟକ ଜଗତ୍ପୁର, ଶଙ୍କରପୁର, ମର୍କତନଗର, ମଙ୍ଗଳାବାଗ, ଯୋବ୍ରା ଅଞ୍ଚଳରୁ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି।…
ଓ୍ବେବ୍ ପୋର୍ଟାଲ ମୁଖ୍ୟଙ୍କ ଗୁମର ଫିଟୁଛି
ଭୁବନେଶ୍ୱର,(ବ୍ୟୁରୋ)/ବାରଙ୍ଗ, ୩୦।୮(ଡି.ଏନ.ଏ.): ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ଅମାନୁଷିକ ନିର୍ଯାତନା ଘଟଣାରେ ନନ୍ଦନକାନନ ଥାନା ପୋଲିସ ଶନିବାର ଲାଇଭ୍ କଳିଙ୍ଗ ୱେବ୍ ପୋର୍ଟାଲର ସମ୍ପାଦିକାଙ୍କ ସମେତ ୫ଜଣଙ୍କୁ ଗିରଫ କରିଥିଲା। ତେବେ ଚଢ଼ାଉବେଳେ ଖସିଯାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ପୋର୍ଟାଲ ସିଇଓ…
ମହାକାଳପଡ଼ାରୁ ନନ୍ଦନକାନନ ଆସିଲା ଥଣ୍ଟିିଆ କୁମ୍ଭୀର
ବାରଙ୍ଗ,୩୦ା୮(ଡି.ଏନ୍.ଏ.): ନନ୍ଦନକାନନକୁ ରବିବାର ରାତିରେ ଏକ ଥଣ୍ଟିଆ କୁମ୍ଭୀର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରୁ ଉଦ୍ଧାର ହୋଇ ଆସଛି। ସାମଯୋରି ଗ୍ରାମର କେତେଜଣ ଯୁବକ ପାଇକା ନଦୀକୁ ମାଛ ମାରିବାକୁ ଯାଇଥିବାବେଳେ ୩ଫୁଟ ଲମ୍ବର ଏକ ଥଣ୍ଟିିଆ କୁମ୍ଭୀର ଜାଲରେ ପଡିଥିଲା। ଖବରପାଇ…
ନନ୍ଦନକାନନକୁ ଆସିବ କେନ୍ଦ୍ରୀୟ ଚିଡ଼ିିଆଖାନା ଟିମ୍
ବାରଙ୍ଗ,୩୦ା୮(ଡି.ଏନ୍.ଏ.): ନନ୍ଦନକାନନ ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଶ୍ରୀୟୁ ପ୍ରକାଶମ ଜଣିକିଆ କମିଟି ପରିଦର୍ଶନରେ ଆସିବେ। ପ୍ରାଣୀ ଉଦ୍ୟାନ ଠିକ୍ ପରିଚାଳନା ହେଉଛି କି ନାହିଁ ତାହା ଉପରେ ସୋମବାର ଓ ମଙ୍ଗଳବାର ଅନୁଧ୍ୟାନ କରିବେ। ଉଦ୍ଭିଦ ଉଦ୍ୟାନ…
ଅନୁଭବଙ୍କ ପକ୍ଷରୁ ସତ୍ୟପାଠ ଦାଖଲ
କଟକ ଅଫିସ,୨୮।୮: କେନ୍ଦ୍ରାପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି କଟକ ଜିଲା ପରିବାର ଅଦାଲତରେ ଶୁକ୍ରବାର ହେବାର ଥିଲା। ହେଲେ ଉଭୟ ଅଦାଲତକୁ ଆସି ନ ଥିଲେ। ଅନୁଭବଙ୍କ…
ଓଡ଼ିଶା ବାହାରକୁ ଆଉ ଯିବାକୁ ପଡ଼ିବନି : ଏସିବି ମେଡିକାଲରେ ହେବ ମାଗଣାରେ ଇକ୍ମୋ ଚିକିତ୍ସା
କଟକ ଅଫିସ, ୨୭।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏସିବି ମେଡିକାଲ କଲେଜ ହସ୍ପିଟାଲରେ ଇକ୍ମୋ ମେଶିନ୍ ଉଦ୍ଘାଟନ କରିଛନ୍ତି। ଉଦ୍ଘାନ ପରେ ସେ କହିଛନ୍ତି, ପୂର୍ବ ଭାରତର ଇକମୋ ହବ୍ ହେବ ଏସିବି ମେଡିକାଲ। ଏହା ସହିତ ରାଜ୍ୟ ସରକାର…
ମାହାଙ୍ଗା ଡବଲ ମର୍ଡର ସହ ମନ୍ତ୍ରୀଙ୍କ ଲିଙ୍କ୍ର ତଦନ୍ତ ହେବ
ନିଶ୍ଚିନ୍ତକୋଇଲି,୨୬ା୮(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡର୍ବଲ ମର୍ଡର ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ହୋଇଥିବା ଅଭିଯୋଗର ସାନି ତଦନ୍ତ କରିବାକୁ ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ପ୍ରଥମ…
Archives


