କଲେଜ ଛାତ୍ର ମୃତ୍ୟୁ ଘଟଣା ପଛରେ ପ୍ରେମିକା ସହ ଧରମ ଭାଇର ହାତ
କଟକ ଅଫିସ,୨୮ା୯: ଖ୍ରୀଷ୍ଟ କଲେଜ ଛାତ୍ର ମୃତ୍ୟୁ ଘଟଣାର ପୋଲିସ ସୋମବାର ପର୍ଦ୍ଧାଫାଶ କରିଛି। ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟୁ ଘଟଣାରେ ଜଗତପୁର ପୋଲିସ ୨ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଟକ...
ହାଇକୋର୍ଟରେ କେସ୍ ଡାଏରି ଦାଖଲ କରିବାରେ ବିଫଳ: ତଦନ୍ତକାରୀ ଅଧିକାରୀଙ୍କୁ ୫୦ ହଜାର ଜରିମାନା
କଟକ,୨୭।୯(ବ୍ୟୁରୋ): ଏକ ଆପରାଧିକ ମାମଲାର କେସ୍ ଡାଏରି ଦାଖଲ କରିବାରେ ବିଫଳ ହୋଇଥିବା କଳାହାଣ୍ଡି ଜିଲା ଜୟପାଟଣା ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ଓଡ଼ିଶା ହାଇକୋର୍ଟ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ବିଚାରପତି ଶତ୍ରୁଘ୍ନ ପୂଜାହାରୀଙ୍କ ଖଣ୍ଡପୀଠ କଳାହାଣ୍ଡି ଜିଲା...
ବ୍ରିଜ୍ ଉପରୁ ଖସିପଡ଼ିଲା କାର
ବାଙ୍କୀ,୨୬।୯(ଡି.ଏନ୍.ଏ.): କଟକ ଜିଲା ବାଙ୍କୀ ଥାନା ଅଞ୍ଚଳରେ ରବିବାର ସକାଳେ ଏକ କାର ନାଳରେ ବୁଡ଼ି ଯାଇଛି। ନାଳରେ ବନ୍ୟା ପାଣି ଥିବା ଯୋଗୁ କାରଟି ବୁଡ଼ି ଯାଇଛି। ତେବେ ଏଥିରେ ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି...
ଯୋବ୍ରା ବ୍ୟାରେଜ୍ରେ ଏକ ହାତୀର ମୃତଦେହ ଠାବ
କଟକ ଅଫିସ, ୨୬।୯: କଟକ ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ରବିବାର ଠାବ କରାଯାଇଛି। ବ୍ୟାରେଜର ଗୋଟିଏ ଗେଟ ଦେଇ ପାଣି ଯାଉଥିବା ବେଳେ ସେଠାରେ ହାତୀଟିର ଗୋଡ଼ ଦେଖାଯାଉଛି। ତେବେ ଏହି ହାତୀଟି ଶୁକ୍ରବାର ମୁଣ୍ଡଳି ବ୍ରିଜ୍...
କାର୍ ଅଟକାଇ ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ପଡ଼ିଲେ
କଟକ ଅଫିସ,୨୬ା୯: ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ଜଣେ ନିଖୋଜ ହୋଇଯାଇଛନ୍ତି। ଭୁବନେଶ୍ୱରରୁ କଟକ ଟାଙ୍ଗୀ ଯାଉଥିବା ବେଳେ ବାଟରେ ପରିସ୍ରା ଲାଗୁଥିବା ଡ୍ରାଇଭରଙ୍କୁ କହିଥିଲେ ଏହି ବ୍ୟକ୍ତି ଜଣକ। ପରେ କାର୍କୁ ମହାନଦୀ ପୋଲ ଉପରେ ଅଟକାଇ...
ମିଳିଲା ଓଡ୍ରାଫ କର୍ମଚାରୀ ସୀତାରାମଙ୍କ ମୃତଦେହ
କଟକ ଅଫିସ,୨୫।୯: କଟକ ମୁଣ୍ଡଳିରେ ଶୁକ୍ରବାର ରବର ବୋଟ ଓଲଟି ପଡ଼ିଥିଲା। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ହେଲେ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁ ନିଖୋଜ ଥିଲେ। ତାଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। କଖଡ଼ି ମହାଳପଡ଼ା...
ଆଇସିୟୁରେ ଥାଇ ଅରିନ୍ଦମଙ୍କୁ ଖୋଜୁଛନ୍ତି ପ୍ରଭାତ : ଭାଇ କେମିତି ଅଛି…
କଟକ ଅଫିସ,୨୫।୯: କଟକ ମୁଣ୍ଡଳି ଜଳ ସ୍ରୋତରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ୍ଙ୍କ ସହିତ ଖବର ସଂଗ୍ରହ ପାଇଁ ଓଟିଭି ରିପୋଟର ଅରିନ୍ଦମ ଦାସ ଓ ତାଙ୍କ ସହଯୋଗୀ କ୍ୟାମେରା ମ୍ୟାନ୍ ପ୍ରଭାତ ସିହ୍ନା...
ଧବଳେଶ୍ୱରରୁ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ: ଏସ୍ଆର୍ସି
କଟକ ଅଫିସ,୨୫।୯: କଟକ ମୁଣ୍ଡୁଳି ଜଳ ସ୍ରୋତରେ ନିଖୋଜ ଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତଦେହ ଶନିବାର ଧବଳେଶ୍ୱରରୁ ଉଦ୍ଧାର ହୋଇଥିବା ନେଇ ଏସ୍ଆରସି ପ୍ରଦୀପ ଜେନା ସୂଚନା ଦେଇଥିଲେ। ସେ ଏହାର ଅଳ୍ପ ସମୟ ପରେ ପୁଣି...
ମୁଣ୍ଡଳିରେ ଫସିଥିବା ଦନ୍ତାର ପତ୍ତା ମିଳୁନି
କଟକ ଅଫିସ/ବାରଙ୍ଗ(ଡି.ଏନ୍.ଏ.),୨୪।୯: ମହାନଦୀର ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ହାତୀର ପତ୍ତା ମିଳୁନାହିଁ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀଟି ମହାନଦୀ ତଳଆଡକୁ ଭାସିଯାଇଥିବା ଆଠଗଡ଼ ରେଞ୍ଜର କହିଛନ୍ତି। ଏପରିସ୍ଥଳେ ହାତୀଟି ଜୀବିତ ନା ମୃତ ତାହାକୁ ନେଇ...
ବାର୍ଷିକ ୭୫ ଲକ୍ଷର ସୂତା ଉତ୍ପାଦନ ହେବ
ଟାଙ୍ଗୀ(କଟକ), ୨୫।୯(ଡି.ଏନ୍.ଏ.): ଚୌଦ୍ୱାର ଥାନା ଅଧୀନ କଜଳକଣାସ୍ଥିତ ଇଡ୍କୋ ଶିଳ୍ପାଞ୍ଚଳରେ ଟସର ସୂତା ଉତ୍ପାଦନ କେନ୍ଦ୍ର ଶୁକ୍ରବାର ଉଦ୍ଘାଟିତ ହୋଇଛି। ଏହାକୁ ମୁଖ୍ୟ ଅତିଥି ଖଦି ଓ ଗ୍ରାମୋଦ୍ୟୋଗ ଚେୟାରମ୍ୟାନ ବିନୟ କୁମାର ସାକ୍ସେନା ଉଦ୍ଘାଟନ କରିଥିଲେ। ଏଥିରେ ଖଦି...
୨୭ରେ ଭାରତ ବନ୍ଦ ସଫଳ କରିବାକୁ ଆହ୍ବାନ
କଟକ ଅଫିସ, ୨୫।୯ :ତିନୋଟି କୃଷି ଆଇନ ଓ ବିଦ୍ୟୁତ ବିଲ୍ ବାତିଲ୍, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି।...
ବୋଟ୍ ଦୁର୍ଘଟଣାରେ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ
କଟକ ଅଫିସ,୨୪।୯: ମହାନଦୀର ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଶୁକ୍ରବାର ଜଣେ ରିପୋର୍ଟର ପ୍ରାଣ ହରାଇଛନ୍ତି। ସେ ହେଲେ ବୈଦୁତିକ ଗଣମାଧ୍ୟମ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ। ଏନେଇ କଟକ ଏସ୍ସିବି...
Archives


