କଟକ

ସଂଗ୍ରହାଳୟରେ ସହରର ଐତିହ୍ୟ

ସୁପ୍ରିୟା ପ୍ରିୟଦର୍ଶିନୀ କଟକ ଅଫିସ, ୨୪।୧୧: ହଜାର ବର୍ଷର ପୁରୁଣା ସହର କଟକ। ମଧ୍ୟପ୍ରଦେଶର ଉଜ୍ଜୟିନୀ ସହର ପରେ ଏହା ଭାରତର ଦ୍ୱିତୀୟ ସର୍ବ ପୁରାତନ ସହର ବୋଲି କୁହାଯାଏ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ…

ନିର୍ବାଚନ କମିଶନଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୩।୧୧: ରାଜ୍ୟରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ସୋମବାର ହୋଇଛି। ଏହି ମାମଲାରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଏସ୍‌. ମୂରଲୀଧର…

ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା: ଅଭିଯୁକ୍ତ ଗିରଫ

ସାଲେପୁର, ୨୨।୧୧ (ଡି.ଏନ୍‌.ଏ.): ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସିପୁନଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗତ ୯ ତାରିଖରେ କଟକ ଜିଲା ସାଲେପୁର ଥାନା ସୁନାଖଣ୍ଡି ଗାଁର ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା କରିଥିଲେ । ପରେ ତାଙ୍କ…

ଚୁଲି ଜାଳି ପ୍ରତିବାଦ କଲେ ମହିଳା

ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ବ୍ଲକ ମହିଳା,ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ପ୍ରତିବାଦ ସଭା କରାଯାଇଛି । ନିଶ୍ଚିନ୍ତକୋଇଲି ବଉଳ ବଜାରରୁ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ବିଡିଓଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…

ଗୋଳନ୍ଥରା ହାଜତ ମୃତ୍ୟୁ ମାମଲା: ଗୃହ ସଚିବ, ଏସ୍‌ପି, ଆଇଆଇସିଙ୍କୁ ନୋଟିସ

କଟକ ଅଫିସ,୨୨ା୧୧: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ, ଗଞ୍ଜାମ ଏସ୍‌ପି ଓ ଗୋଳନ୍ଥରା ଥାନା ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆଜିପର୍ଯ୍ୟନ୍ତ କାହିଁକି ପୋଲିସ ହତ୍ୟା ମାମଲା…

‘ନ୍ୟାୟପାଳିକାର ଚାପ କମାଇବ ମଧ୍ୟସ୍ଥତା କେନ୍ଦ୍ର’

କଟକ ଅଫିସ,୨୧ା୧୧: ବିଭିନ୍ନ ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଗଲେ ନ୍ୟାୟପାଳିକା ଉପରୁ ଚାପ କମିପାରିବ। ସେହିପରି ଓଡ଼ିଶାରେ ମାମଲା ରୁଜୁ କରୁଥିବା ପକ୍ଷମାନେ ମାମଲାକୁ ଅଧିକ ଦିନ ଧରି ଗଡ଼ାଇ ଚାଲିବା ଅପେକ୍ଷା ଆପୋସ ସମାଧାନ ପାଇଁ ଅଧିକ ଶ୍ରେୟ ମଣିବେ।…

ନନ୍ଦନକାନନରେ ପୁଣି ଗଡ଼ିଲା ଶିଶୁ ରେଳଗାଡ଼ି

ବାରଙ୍ଗ,୨୦।୧୧(ଡି.ଏନ୍‌.ଏ.): ବହୁ ବିଭ୍ରାଟ ପରେ ଶୁକ୍ରବାର ନନ୍ଦନକାନନରେ ଶିଶୁ ରେଳଗାଡି(ଟୟ ଟ୍ରେନ) ପୁଣି ଚାଲିିଛି। ଶେଷ ଟ୍ରିପ୍‌ ପର୍ଯ୍ୟନ୍ତ ଠିକ୍‌ ଭାବେ ଚାଲିଥିବା ବେଳେ କୌଣସି ତ୍ରୁଟି ଦେଖାଦେଇ ନ ଥିଲା। ତେବେ ଶିଶୁ ରେଳଗାଡ଼ି ୬ଟି ଟ୍ରିପ୍‌ କରିଥିବାବେଳେ ମୋଟ…

ଛତିଶଗଡ଼ର ୧୭୧ ସ୍କୁଲରେ ସ୍ଥାନ ପାଇବ ଡ.ଓସାମାଙ୍କ ପ୍ରକଳ୍ପ

ରଘୁନାଥପୁର,୧୯ା୧୧(ଡି.ଏନ୍‌.ଏ.): ଛତିଶଗଡ଼ ରାୟପୁରଠାରେ ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ (ଭିଜନ ୨୦୩୦) ନଭେମ୍ବର ୧୪ରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାରୁ ଏକମାତ୍ର ଶିକ୍ଷକ ଭାବେ ଏହି ସମ୍ମିଳନୀରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,…

ନନ୍ଦନକାନନରେ ଶିଶୁ ରେଳଗାଡ଼ି ପୁଣି ଅଚଳ

ବାରଙ୍ଗ,୧୮।୧୧(ଡି.ଏନ୍‌.ଏ.): ନନ୍ଦନକାନନରେ ଥିବା ପ୍ରତୀକ୍ଷିତ ଶିଶୁ ରେଳଗାଡ଼ି(ଟୟ ଟ୍ରେନ୍‌)ର ବିବାଦ ଥମିବାର ନଁା ଧରୁନାହିଁ। ଶିଶୁ ରେଳଗାଡ଼ି ଚାଲିବାର ଦିନକ ପରେ ପୁଣି ଅଚଳ ହୋଇପଡ଼ିଛିି। ବୁଧବାର ଶିଶୁ ରେଳଗାଡ଼ିରେ ପର୍ଯ୍ୟଟକଙ୍କୁ ନେଇ ଫେରୁଥିବାବେଳେ ଚେନରେ ତ୍ରୁଟି ଦେଖାଯାଇଥିଲା। ଫଳରେ ଟ୍ରେନ୍‌…

ତଥ୍ୟ ଦେବାକୁ ଡିଏଲ୍‌ଏସ୍‌ଏକୁ ନିର୍ଦ୍ଦେଶ

କଟକ ଅଫିସ,୧୮।୧୧: ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମ୍ପର୍କିତ ମାମଲାର ବୁଧବାର ଶୁଣାଣିକରି ହାଇକୋର୍ଟ ଜିଲାସ୍ତରରେ ୪ ଜଣିଆ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ଜିଲାର ସମସ୍ତ ଡାକ୍ତରଖାନା ପରିଦର୍ଶନ କରିବ। ସେଠାକାର ସ୍ଥିତି…

ଘର ଆଗରେ ବୋମାମାଡ଼,କାର ନଷ୍ଟ

ନିଶ୍ଚିନ୍ତକୋଇଲି,୧୭।୧୧: (ସ୍ବ.ପ୍ର): କଟକ ଜିଲା ସାଲେପୁର ଥାନା ଅଧିନସ୍ଥ ରାମକୃଷ୍ଣପୁର ପଞ୍ଚାୟତ ପଟପରୀ ଗ୍ରାମରେ ବୋମାମାଡ ହୋଇଛି। ବୁଧବାର ଭୋରୁ ଅଶୋକ ସାମଲଙ୍କ ଘରେ ବୋମାମାଡ ହୋଇଥିବା ତାଙ୍କ ପୁତୁରା ରମେଶ ଚନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି। ଏହି ବୋମାମାଡ଼ରେ ତାଙ୍କ…

ଆଜି ବଡ଼ଓଷା: ବିନା ଭକ୍ତରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଆଜି ହେଉଛି ବଡ଼ଓଷା। ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ବାବା ଧବଳେଶ୍ୱର। ଭୋରରୁ ସମସ୍ତ ନୀତିକାନ୍ତି ସହ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା। ମଙ୍ଗଳ ଆଳତି ପରେ ପହଡ ଖୋଲାଯାଇଥିଲା। ପ୍ରଶାସନ ପକ୍ଷରୁ କୋଭିଡ କଟକଣା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri