ଆଜି ଏସ୍ଆର୍ସି ନିଷ୍ପତ୍ତି ନେବେ
କଟକ ଅଫିସ,୩୦।୧୦: ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ରାଜ୍ୟରେ ସବୁଜ ବାଣ ବିକ୍ରିନେଇ ନିଷ୍ପତ୍ତି ନେବେ। ଏନେଇ ଶନିବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ। ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର...
ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସ୍ଆର୍ସି: ହାଇକୋର୍ଟ
କଟକ ପ୍ରଦୂଷଣ,୨୯ା୧୦: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏସ୍ଆର୍ସି ନିଷ୍ପତ୍ତି ନେବେ।...
ମୁଣ୍ଡଳି ବ୍ୟାରେଜରୁ ଡେଇଁଥିବା ବ୍ୟକ୍ତିଙ୍କ ଏଯାଏ ମିଳୁନି ସନ୍ଧାନ
ବାରଙ୍ଗ,୨୯।୧୦(ଡି.ଏନ୍.ଏ.): ମୁଣ୍ଡଳି ବ୍ୟାରେଜରୁ ମହାନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କୁ ଶୁକ୍ରବାର ପୁଣି ଖୋଜାଖୋଜି ଆରମ୍ଭ ହୋଇଛି। ସକାଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖାଜାଖୋଜି ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲା ଦିଗପହଣ୍ଡିର ଚନ୍ଦ୍ରମଣି ତ୍ରିପାଠୀ ଗୁରୁବାର ଏକ ସ୍କୁଟି...
ମାଛ ଗାଁ କେନାଲରେ ୧୫ ଫୁଟର ଘାଇ
କଟକ ସଦର,୨୯ା୧୦(ଡି.ଏନ୍.ଏ.): ଜଗତସିଂହପୁର ଜଳସେଚନ ଡିଭିଜନ ଅଧିନସ୍ଥ ମାଛ ଗାଁ କେନାଲ ବାମପାର୍ଶ୍ୱ ବନ୍ଧ ପରମହଂସଠାରେ ଗୁରୁବାର ରାତିରେ ୧୫ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଯାହା ଫଳରେ ଦେଓପୁର, ଡିଆଁ ପରମହଂସ ଧାନ ଜମିରେ କେନାଲ...
ନନ୍ଦନକାନନରେ ଗାଇଡ୍ଙ୍କୁ କାମୁଡ଼ିଲା ଭାଲୁ
ବାରଙ୍ଗ,୨୮।୧୦(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ଅଘଟଣ ଦେଖିବାକୁ ମିଳିଛି। ଅପରାହ୍ନ ସମୟରେ ଭାଲୁ ସଫାରିରେ ଯାଇଥିବା ଜଣେ ଗାଇଡ୍ ଭାଲୁକୁ ଖାଦ୍ୟ ଦେଉଥିବାବେଳେ ହଠାତ ଭାଲୁଟି ଗାଇଡ୍ଙ୍କ ହାତକୁ କାମୁଡ଼ି ଦେଇଛି। ସୌଭାଗ୍ୟବଶତଃ ଗାଇଡ୍ ଜଣଙ୍କ ବଞ୍ଚତ୍ୟାଇଥିଲେ...
ଚିକିତ୍ସାଳୟରୁ ବାଇକ୍ରେ ବୁହାହେଲା ମୃତଦେହ
ବାଙ୍କୀ, ୨୮।୧୦ (ସ୍ବ.ପ୍ର.): କଟକ ଜିଲା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ପରେ ତାଙ୍କୁ ଘରେ ପହଞ୍ଚାଇବାକୁ ମହାପ୍ରୟାଣ ଗାଡି ଯୋଗା ନ ଯିବାରୁ ବାଇକ୍ରେ ପରିବାର...
ରାଜ୍ୟ ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ
କଟକ ଅଫିସ, ୨୮।୧୦: ହାଇକୋର୍ଟରେ ବାଣ ବିକ୍ରି ମାମଲାର ଶୁଣାଣି ବୁଧବାର ହୋଇଥିଲା। ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ପ୍ରଦୂଷଣ...
ବଣୁଆ ହାତୀ ତାଣ୍ଡବ: ବୃଦ୍ଧଙ୍କୁ ଦଳି ମାରିଲା
ନିଶ୍ଚିନ୍ତକୋଇଲି,୨୭।୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ରାମରାଙ୍ଗ ଗ୍ରାମରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାଗବତ ବେହେରା (୭୦)। ଭାଗବତ ଘାସ କାଟୁଥିବା ବେଳେ ହାତୀ ଅଚାନକ ବଗିଚା ଭିତରକୁ...
ସିଲଭର୍ ସିଟିରେ ଇ-ଟଏଲେଟ ବ୍ୟବସ୍ଥା; ଟଙ୍କାଏ ଦେଲେ ଖୋଲିବ କବାଟ
କଟକ ଅଫିସ, ୨୭।୧୦: ସିଲଭର୍ ସିଟିରେ ଆରମ୍ଭ ହେଲା ଇ-ଟଏଲେଟ ବ୍ୟବସ୍ଥା। ବୁଧବାର ମଧୁପାଟଣା ଏବଂ ଓଏମ୍ପି ଛକରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ୧ ଟଙ୍କା ଦେବା ମାତ୍ରେ ଏହି ଶୌଚାଳୟର କବାଟ ଖୋଲିବ। ରାଜ୍ୟ ତଥା...
୩୭୮ ଓଏଏସ୍ଙ୍କୁ ମିଳିଲା ଆଶ୍ୱସ୍ତି
କଟକ ଅଫିସ,୨୬।୧୦: ରାଜ୍ୟର ୩୭୮ ଜଣ ଓଏଏସ୍ ଆଶ୍ୱସ୍ତି ପାଇଛନ୍ତି । ସେମାନଙ୍କ ନିଯୁକ୍ତିକୁ ହାଇକୋର୍ଟ ବୈଧ ଘୋଷଣା କରିଛନ୍ତି। ୨୦୦୬ ମସିହାରେ ଏହି ୩୭୮ ଜଣ ଓଏଏସ ଭାବେ ନିଯୁକ୍ତି ପାଇଥିଲେ। ତେବେ ସେମାନଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ ପରୀକ୍ଷାରେ...
ନିର୍ବାଚନ ଆୟୋଗ, ସରକାରଙ୍କ ଜବାବ ଦାଖଲ
କଟକ ଅଫିସ,୨୬।୧୦: ହାଇକୋର୍ଟରେ ସୋମବାର ପୌର ନିର୍ବାଚନ ବିଳମ୍ବ ମାମଲାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର...
ଏସ୍ସିବିରେ ଯକୃତ ପ୍ରତିରୋପଣ କେନ୍ଦ୍ର ଉଦ୍ଘାଟିତ
କଟକ ଅଫିସ, ୨୬।୧୦: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ବିକାଶରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ସୋମବାର ଏଠାରେ ୨ଟି ନୂତନ ବିଭାଗ ଉଦ୍ଘାଟିତ...
Archives


