ହତ୍ୟା ପରେ ମହିଳାଙ୍କୁ ପୋତିଦେଲେ! ନଦୀପଠାରୁ ଅଧାପୋତା ଅବସ୍ଥାରେ ମିଳିଲା…
କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ହତ୍ୟା ପରେ ମହିଳାଙ୍କୁ ପୋତିଦେଲେ! କଟକ ବାରଙ୍ଗ ବ୍ରହ୍ମଣିଗାଁ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। କାଠଯୋଡ଼ି ନଦୀ ପିଠାରେ ଆଜି ସକାଳୁ ଉଦ୍ଧାର ହୋଇଛି ଏକ ଅଜଣା ମହିଳାଙ୍କ ମୃତଦେହ । ନଇ ବାଲିରେ ପୋତା ଯାଇଥିଲାବେଳେ…
ପ୍ରଧାନଶିକ୍ଷକଙ୍କ ଅନୁରୋଧ କ୍ରମେ ବଦଳିଲା ନିଷ୍ପତ୍ତି, ବଢ଼ିଲା ମାଟ୍ରିକ୍ ସପ୍ଲିମେଣ୍ଟାରି ଫର୍ମ ପୂରଣ ଅବଧି
କଟକ,୧୯।୫(କାର୍ତ୍ତିକ ସାହୁ): ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଚଳିତବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ(୨ୟ) ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ଆସନ୍ତା ମେ’ ୨୫ ତାରିଖ…
ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ
କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହକୁ କେନ୍ଦ୍ର କରି ଅଲରା ଗାଁର ଯୁବକ ମନୋଜ ମଲ୍ଲିକଙ୍କୁ ଶଶୁର…
ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି
କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି ଜୁଡ଼ିସିଆଲ ଏକାଡେମୀ ନିକଟରୁ ହାଇକୋର୍ଟକୁ ସାଇକେଲରେ ଆସିଥିଲେ। ସାମ୍ପ୍ରତିକ ତୈଳ ସଙ୍କଟ ସମୟରେ…
ଅଧାବାଟରେ ହଠାତ୍ ଆମ୍ବୁଲାନ୍ସରୁ ସରିଗଲା ତେଲ, ରୋଗୀ ମୃତ
କଟକ,୧୫।୫: କଟକ କାଠଯୋଡ଼ି ନିକଟରେ ବଡ଼ ଦୁର୍ଘଟଣା । ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ାରୁ ଭୁବନେଶର ରୋଗୀ ନେଇକି ଯାଉଥିବା ବେଳେ କଟକ କାଠଯୋଡ଼ି ବ୍ରିଜ୍ ଉପରେ ଆମ୍ବୁଲାନ୍ସରୁ ତେଲ ସରିଗଲା। ଫଳରେ ଅକ୍ସିଜେନ…
କାର୍କୁ ଧକ୍କାଦେଲା ଚିପ୍ସ ବୋଝେଇ ହାଇଓ୍ବା, ୨ ଜଣଙ୍କ ଜୀବନ ଗଲା
ବାରଙ୍ଗ,୧୫ା୫(ଲିଙ୍ଗରାଜ ରାଉତ): ଭୁବନେଶ୍ୱର ଚନ୍ଦକା ରାସ୍ତା ଭୋଳାଛକଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍କୁ ଚିପ୍ସ ବୋଝେଇ ହାଇୱା ଧକା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। କାହାର ଅଦ୍ୟାବଧି ପରିଚୟ…
ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବ୍ୟବସ୍ଥା, ଡ୍ୟୁଟି ସମୟରେ କର୍ମଚାରୀ ଖେଳୁଛନ୍ତି ଲୁଡୁ!
କଟକ,୧୫ା୫(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏପରିକି କର୍ମଚାରୀମାନେ ଡ୍ୟୁଟି ସମୟରେ କାର୍ଯ୍ୟାଳୟ ମୁଖ୍ୟ ଫାଟକର ପ୍ରବେଶ ପଥ ନିକଟରେ ରୁଣ୍ଡହୋଇ ମୋବାଇଲରେ ଲୁଡ଼ୁ ଖେଳୁଥିବା ନଜରକୁ ଆସିଛି। କାର୍ଯ୍ୟାଳୟକୁ ଆସିଥିବା କେତେଜଣ ଲୋକ ଏହାର…
ବୃଦ୍ଧ କାଳେ ଯୌନ ପୀପାସୁ ହେଲା କାଳ, ନାବାଳିକାଙ୍କୁ ବଳାତ୍କାର କରି…
କଟକ,୧୩ା୫(ପ୍ରଭୁକଲ୍ୟାଣ ପାଲ୍): ବୃଦ୍ଧ କାଳେ ଯୌନ ପୀପାସୁ ହେବା କାଳ। ଚକୋଲେଟ୍ ଦେଇ କରିଥିଲେ ନୃଶଂସତା। ନାବାଳିକାଙ୍କୁ ବଳାତ୍କାର ମାମଲାରେ ୬୧ ବର୍ଷୀୟ ଆସମୀକୁ ସଜା ଶୁଣାଇଲେ କଟକ ସ୍ବତନ୍ତ୍ର ଫାଷ୍ଟଟ୍ରାକ୍-୨ ଅଦାଲତ। ଅଭିଯୁକ୍ତ ଅଶୋକ କୁମାର ବେହେରାଙ୍କୁ ୨୦ ବର୍ଷ…
ଦହିବରା ଦେକାନରେ ବସିଥିବା ବେଳେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ୬ ଦୁର୍ବୃତ୍ତ, ବଞ୍ଚାଇବାକୁ ଯାଇ ହଣା ଖାଇଲେ ଦୋକାନୀ
ବାରଙ୍ଗ,୧୨।୫(ଲିଙ୍ଗରାଜ ରାଉତ): ପୁଣି ଅଶାନ୍ତ ହେଲା ବାରଙ୍ଗ। ଦିନ ଦ୍ବିପହରରେ ବାରଙ୍ଗରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ ତିନି ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଘଟଣା ଘଟାଇ ଦୁର୍ବୁତ୍ତମାନେ ଚମ୍ପଟ ମାରିଥିବା ଜଣାପଡିଛି । ତେବେ ଏହି ଘଟଣାର…
କଟକରେ ବୁଲିଲା ଖଣ୍ଡା: ହଠାତ୍ ସ୍କୁଟିରେ ଆସି…
କଟକ,୧୧।୫: କଟକରେ ବୁଲିଲା ଖଣ୍ଡା । ଚନ୍ଦନ ଯାତ୍ରା ଚାଲୁଥିବା ସମୟରେ ଖଣ୍ଡାରେ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ସଦର ଥାନା ପୁରୁଣା କାଚରାମାଳରେ। ମରଣାନ୍ତକ ଆକ୍ରମଣରେ ୨ ଆହତ ହୋଇଛନ୍ତି। ହଠାତ୍ ସ୍କୁଟିରେ ୨ ଜଣ ଯୁବକ ଆସିଥିବା…
ଧରିତ୍ରୀ କାର୍ଯ୍ୟାଳୟରେ ଯୁବକଙ୍କ ଉନ୍ମତ୍ତକାଣ୍ଡ; ଫୁଟପାଥରେ ଯୁବକଙ୍କୁ ଘୋଷାଡ଼ି ପିଟିଲେ, ପଥରରେ ଛେଚିଲେ
କଟକ,୮।୫(କାର୍ତ୍ତିକ ସାହୁ): ବାଦାମବାଡ଼ି ଥାନା ଅନ୍ତର୍ଗତ ହାଇକୋର୍ଟ କଲୋନୀ ଛକ ତଥା ଧରିତ୍ରୀ କାର୍ଯ୍ୟାଳୟ ନିକଟରେ ଗୁରୁବାର ସନ୍ଧ୍ୟାରେ କେତେଜଣ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସାମାନ୍ୟ କଥାରେ ଉତ୍ତ୍ୟକ୍ତ ହୋଇ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଏପରିକି…
ଓଡ଼ିଶା ବିଚାରପତିଙ୍କ ନକାରାତ୍ମକ ସର୍ତ୍ତକୁ ସୁପ୍ରିମ୍ କୋର୍ଟଙ୍କ ଭର୍ତ୍ସନା
କଟକ, ୫।୫(କାର୍ତ୍ତିକ ସାହୁ): ରାୟଗଡ଼ା ଜିଲା କାଶୀପୁର ଥାନା ଭଙ୍ଗାରୁଜା ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ୨୦୨୫ ମେ ୯ତାରିଖରେ ଦେଇଥିବା ଆଦେଶକୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଜାତିର…

