ବୌଦ୍ଧ

ଧରାପଡୁଛି ଗଞ୍ଜେଇ, ଖସି ଯାଉଛନ୍ତି ବେପାରୀ

ବୌଦ୍ଧ,୧୬ା୯(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଯୁବ ପିଢି କମ ପରିଶ୍ରମରେ ସ୍ବଳ୍ପ ସମୟରେ ଅଧିକ ଲାଭ ପାଇବା ଆଶାରେ ଗଞ୍ଜେଇ ଚାଷ ପ୍ରତି ମନ ବଲାଉଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଜିଲାପାଳଙ୍କ ନିର୍ଦ୍ଦେଶରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ…

ଗୃହଯୋଜନା ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ

କଣ୍ଟାମାଳ, ୧୩।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଗୃହଯୋଜନା ଅଧିକାରୀ ଠାକୁର ବେହରାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ସନ୍ଦେହ ଜନକ ଭାବରେ ଜବତ କରାଯାଇଛି। ସେ ଫ୍ୟାନ୍‌ରେ ଝୁଲି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।…

ଆସିଲେନି ସମ୍ପର୍କୀୟ, କାନ୍ଧ ଦେଲେ ପୋଲିସ ଏଏସ୍‌ଆଇ, ସ୍ବେଚ୍ଛାସେବୀ

ବୌଦ୍ଧ,୮ା୯(ସ୍ବ.ପ୍ର.): ବୌଦ୍ଧ ସହରର ନୂଆଁସାହି କଚେରୀ ପଡିଆ ନିକଟସ୍ଥ ଏକ ଭଡାଘରେ ରହୁଥିବା ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତା ମହିଳା ହେଲେ ସୁରୁବୁଢୀ ବେହେରା ମିଳିଥିବା ସୂଚନା ମୁତାବକ, ଗୁରୁବାର ସକାଳେ ଭଡା ଘର ଦୁଆରେ ଥିବା…

ଜାଲ୍‌ ବିି.ଇଡି. ସାର୍ଟିଫିକେଟ ଦେଇ ଜେଲ ଗଲେ ଶିକ୍ଷକ

ବୌଦ୍ଧ ୨୭।୮(ସ୍ବ.ପ୍ର.): ବୌଦ୍ଧ ଜିଲାରେ ନକଲି ସାର୍ଟିଫିକେଟ ଦେଇ ଅନେକ ଶିକ୍ଷକତା ଚାକିରି କରୁଥିବା ବହୁବାର ଅଭିଯୋଗ ହୋଇଆସୁଛି। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ କିନ୍ତୁ ନକଲି ଶିକ୍ଷକଙ୍କ ଉପରେ କୌଣସି ପ୍ରଭାବ ପଡିପାରୁନାହିଁ। ଜିଲା ଶିକ୍ଷା…

ହରଭଙ୍ଗା ବ୍ଲକର ୨୦ଗାଁ ପାଣି ଘେରରେ

ବୌଦ୍ଧ,୧୯।୮(ସ୍ବ.ପ୍ର): ବୌଦ୍ଧ ଜିଲାରେ ବନ୍ୟାସ୍ଥିତି ଧିରେ ଧିରେ ସୁଧୁରୁଛି। ଜିଲାର ହରଭଙ୍ଗା ବ୍ଲକର ୨୦ରୁ ଅଧିକ ଗା୍ରମ ଏବେ ବି ୫ ଦିନ ହେବ ପାଣି ଘେରରେ ରହିଛି। ଫଳରେ ଲୋକମାନେ ଏକ ପ୍ରକାର ବନ୍ଦୀ ଭାବେ ରହିଥିବା ଜଣାପଡିଛି। ବର୍ତ୍ତମାନ…

ଟ୍ରକ୍‌-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ, ୩ ଗୁରୁତର

ବୌଦ୍ଧ,୧୯ା୮(ସ୍ବ.ପ୍ର.): ବୌଦ୍ଧ ଜିଲା ରାଧାନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଟ୍ରକ ଡ୍ରାଇଭରଙ୍କ ସମେତ ୩ ଗୁରୁତର ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି।…

ପାଣି ଘେରରେ ଫସିଥିବା ପ୍ରସୂତୀଙ୍କୁ ଉଦ୍ଧାର

ବୌଦ୍ଧ,୧୭।୮(ସ୍ବ.ପ୍ର.): ବୌଦ୍ଧ ଜିଲା ଭେଜିଗୋରା ଗ୍ରାମର ଜଣେ ପ୍ରସୂତୀ ଏବଂ ଅସୁସ୍ଥ ମହିଳା ମହାନଦୀ ବନ୍ୟାଜଳରେ ୪ ଦିନ ହେଲା ଫସି ରହିଥିଲେ । ପାଣି ଘେରରେ ଥିବା ଗର୍ଭବତୀ ମହିଳା ଏବଂ ଅନ୍ୟ ଜଣେ ଗୁରୁତର ଅସୁସ୍ଥ ଥିବା ମହିଳାଙ୍କୁ…

ବୌଦ୍ଧରେ ସ୍ବାଧୀନତା ଦିବସ

ବୌଦ୍ଧ,୧୫ା୮(ସ୍ବ.ପ୍ର.): ବୌଦ୍ଧରେ ସୋମବାର ୭୬ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୌଦ୍ଧ କଚେରୀ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଜାତୀୟ ପତାକା ଉାତ୍ତୋଳନ କରିବା…

ରାମଗଡ଼ ଡଙ୍ଗା ଘାଟରେ କୁମ୍ଭୀର

ବୌଦ୍ଧ,୧୪ା୮(ସ୍ବ.ପ୍ର.): ଲଘୁଚାପ ବର୍ଷା ଯୋଗୁ ବୌଦ୍ଧ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜିଲାର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।…

ଅଭିଯୁକ୍ତ ବାପ, ପୁଅ କୋର୍ଟଚାଲାଣ

ବୌଦ୍ଧ,୧୩।୮(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଲୁଣିବାହାଲ ବଜାର ଉପରେ ଗତ ଗୁରୁବାର ବାପ ପୁଅଙ୍କ ଆକ୍ରମଣରେ ଯୁବରାଜପୁର ଗ୍ରାମର ସମ୍ପର୍କୀୟ ଭାଇ ଝରିଆ ବାରିକ(୫୬)ଙ୍କ ମୃତ୍ୟୁ ଘଟିଥିଲା। ପୋଲିସର ତଦନ୍ତ ଓ ମୃତକ ଝରିଆଙ୍କ ପରିବାର ଅଭିଯୋଗକୁ…

ମନମୁଣ୍ଡାରେ ପୁଣି ମାଓବାଦୀ ପୋଷ୍ଟର

ବୌଦ୍ଧ,୨୦।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ପାଣ୍ଡିରିପଡ଼ା ଛକ ନିକଟରେ ଥିବା ଚପଲ ଦୋକାନ କାନ୍ଥରେ ପୁଣି ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ଡିଭିଜନାଲ କମିଟି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ନିଜ ଜାଗାରେ…

ସ୍କୁଲ ଯାଇ ଘରକୁ ଫେରିପାରିଲେନି ୧୪ ଛାତ୍ରୀଛାତ୍ର

ବୌଦ୍ଧ, ୧୬ା୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମପଞ୍ଚାୟତ ଡିଗିସିରା ଗ୍ରାମର ୧୪ ଛାତ୍ରୀଛାତ୍ର ଗୁରୁବାର ସ୍କୁଲକୁ ଯାଇ ଘରକୁ ଫେରିପାରି ନ ଥିଲେ। ଅପରାହ୍ନରେ ସ୍କୁଲରୁ ଘରକୁ ଫେରୁଥିବାବେଳେ ଲକ୍ଷ୍ମୀନାଳରେ ଉଛୁଳା ପାଣି ପ୍ରବାହିତ ହେଉଥିବାରୁ ନାଳ ପାରିହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?