ରାସ୍ତା ଅବରୋଧ କଲେ ଚାଷୀ

କଣ୍ଟାମାଳ,୧୭ା୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ- ମନମୁଣ୍ଡା ରାସ୍ତା ଚାଷୀଙ୍କ ଦ୍ବାରା ଅବରୋଧ ହୋଇଛି । ସକାଳ ୮ଟାରୁ ସିମିଳିପଦର ପେକ୍ସରେ ଧାନ ନ ଉଠିବାରୁ ଚାଷୀ ରାସ୍ତାକୁ ଅବରୋଧ କରିଛନ୍ତି। ୧ରୁ ୧୦ ତାରିଖ ଯାଏ ଟୋକନ ପାଇଥିବା ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି । ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକଙ୍କ ଅନିୟମିତତା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚିଥିବାବେଳେ କୌଣସି ଅଧିକାରୀ ପହଞ୍ଚିନାହାନ୍ତି। ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇଚାରା ବଜାୟ ରଖିବା ଉପରେ ଗୁରତ୍ୱ

ଲୋଇସିଂହା,୪।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମର ନେତାଜୀ ଯୁବକସଂଘ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ ବୁଧବାର ଅନୁଷ୍ଠିତ ହୋଇଯାଇଛି ।...

ମହାଶିବରାତ୍ରି: ଆଖଣ୍ଡଳମଣିରେ ବଢ଼ିଲା ସୁରକ୍ଷା

ଆରଡ଼ି,୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠ ଦୁଇବର୍ଷ ପରେ ପୁଣି ମହାଶିବରାତ୍ରିରେ ଉତ୍ସବମୁଖର ହେବ। ଏନେଇ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ...

ସରକାରୀ ନିର୍ଦ୍ଦେଶନାମାକୁ ଫୁ

ସୋନପୁର,୩୧।୭(ମୃତ୍ୟୁଞ୍ଜୟ ଶତପଥୀ): ସ୍କୁଲ ପିଲାଙ୍କ ଉପରେ ବହି, ଖାତା ବୋଝ ଲଦି ଦିଆଯାଉଛି। କୋମଳମତି ଛାତ୍ରୀଛାତ୍ର ମାନେ ବାଧ୍ୟ ହୋଇ ଅଧିକ ଓଜନର ସ୍କୁଲ ବ୍ୟାଗ୍‌...

କୂଅରେ ପଡ଼ିଗଲେ ବୃଦ୍ଧା

ପାଟଣା, ୧୮।୩(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଶୁକ୍ରବାର କୂଅରେ ପଡ଼ି ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି।...

ସବୁଠି ‘ଓଁ ନମଃ ଶିବାୟ’: ଭୁଷଣ୍ଡେଶ୍ୱର ଓ ଚନ୍ଦନେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୨୧।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଏସିଆର ସର୍ବବୃହତ ଶିବ ଲିଙ୍ଗ ଭୁଷଣ୍ଡେଶ୍ୱର ଓ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ...

ଗଙ୍ଗାଜଳ ଆଣି ଆରଡ଼ି ପୀଠରେ ପହଞ୍ଚିଲେ ହରିହର

ଆରଡ଼ି,୧୨।୮ (ଡି.ଏନ.ଏ.) – ଶ୍ରାବଣ ମାସର ପ୍ରତି ସୋମବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବହୁ ଦୂରଦୂରାନ୍ତରୁ କାଉଡ଼ିଆମାନେ...

ଭୋପାଳରେ କମାଲ ଦେଖାଇଲେ ଆଦିବାସୀ ଯୁବତୀଯୁବକ

ବାଲିଗୁଡ଼ା,୨୩।୧୨(ଡି.ଏନ୍‌.ଏ.): ଭୋପାଳରେ କନ୍ଧମାଳର ଆଦିବାସୀ ଯୁବତୀଯୁବକ କମାଲ ଦେଖାଇଛନ୍ତି। ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ ଭାଗନେଇ କନ୍ଧମାଳ ଟିମ୍‌ ପ୍ରଥମ ସ୍ଥାନ ଅଧିକାର କରିଛି...

ବୃଦ୍ଧ ବାପାଙ୍କ କାନ୍ଧରେ ଦିବ୍ୟାଙ୍ଗ ଅମରଙ୍କ ଭବିଷ୍ୟତ: ଟ୍ରାଇ ସାଇକେଲ ଲାଗି ଜିଲାପାଳଙ୍କୁ ଜଣାଇଲେ

ଛତ୍ରପୁର,୩୧ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଦୁଆନପଲ୍ଲୀଗଁାର ଗୋବିନ୍ଦ ମଲ୍ଲିକଙ୍କ ଦିବ୍ୟାଙ୍ଗ ପୁଅ ତଥା କଲେଜ ଛାତ୍ର ଅମରଙ୍କୁ ସରକାରୀ ସହାୟତା ମିଳୁନି। କେବଳ ଭତ୍ତା ମିଳୁଥିବା...

Advertisement
Archives

Model This Week